Latest Odisha News

BREAKING NEWS

Browsing Category

ଓଡିଶା

Odisha

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର, ଟିଟିଲାଗଡ଼ ସବୁଠୁ ତତଲା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ ବର୍ଷା । ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତା ୮ ତାରିଖରୁ ୧୧ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ଼…

କରୋନାରୁ ସୁସ୍ଥ ହେଲେ ଆଉ ୨୬୬ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୧୬କୁ ବୃଦ୍ଧି ପାଇଛି । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…

ରାଜଧାନୀରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଏପ୍ରିଲରେ ପ୍ରତିଦିନ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଛି । ଗତକାଲି ରାଜଧାନୀରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ସଂଖ୍ୟା ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୧୦୧ଟି କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ୨୧ଟି…

ପଶ୍ଚିମ ଓଡ଼ିଶା ଯିବାକୁ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ମୁଖ୍ୟତଃ କରୋନା ସଂକ୍ରମଣ ମାମଲା ବଢ଼ିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାବ୍ୟକ୍ତ କରିଛନ୍ତି । ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବାରୁ ମୁଖ୍ୟ ଶାସନ ସଚିବ,…

ରାଜଧାନୀର ଗୋଟିଏ ଆପାର୍ଟମେଣ୍ଟରୁ ୧୦ ପିଜିଟିଭ୍ ଚିହ୍ନଟ, ସିଲ୍ ହେଲା ଆପାର୍ଟମେଣ୍ଟ

ଭୁବନେଶ୍ୱର: ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ପରେ ବିଏମସି ଭୁବନେଶ୍ୱର ଟଙ୍କପାଣି ରୋଡ୍‌ସ୍ଥିତ ତରୁ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି । ଏହି ସମୟରେ ଆପାର୍ଟମେଣ୍ଟ ଭିତରୁ ବାହାରକୁ କେହି ଯାଇପାରିବେ ନାହି…

ତହସିଲଦାରଙ୍କ ଠାରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ତହସିଲଦାର । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାଏକଙ୍କ ଠାରୁ କଟକ ଭିଜିଲାନ୍ସ ଡିଭିଜନ ନଗତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି । ତହସିଲଦାର ବିଚିତ୍ରାନନ୍ଦ ଘରକୁ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୩ଟା ୩୦ ସମୟରେ ଏତେ ପରିମାଣର ଟଙ୍କା ତାଙ୍କଠାରୁ ମିଳିଛି ।…

କୃତ୍ରିମ ଉପାୟରେ ଅଣ୍ଡା ଫୁଟି ବାହାରିଛି ୬୬ଟି ସାପ ଛୁଆ, ସଫଳ ପ୍ରୟାସ କହିଲେ ଶୁଭେନ୍ଦୁ ମଲ୍ଲିକ

ବ୍ରହ୍ମଗିରି: କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲେ ସାପ ଛୁଆ । ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ଉଦ୍ଧାର ସାପ ଅଣ୍ଡାରୁ ବାହାରିଛନ୍ତି କୁନି କୁନି ଛୁଆ । ୭୨ଟି ଅଣ୍ଡାରୁ ୬୬ଟି ଛୁଆ ବାହାରିଥିବା ଜଣାପଡିଛି । ସମସ୍ତ ସାପ ଶିଶୁମାନଙ୍କୁ ବ୍ରହ୍ମଗିରି ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇ…

କଂଗ୍ରେସ ଛାଡିଲେ ସ୍ମୃତିରେଖା, ଦଳର ସହଯୋଗ ମିଳିନଥିବା ଅଭିଯୋଗ  

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କୌଣସି ଘଟଣାରେ ଦଳ ତାଙ୍କୁ ସହଯୋଗ କରିନଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ…

ଆଜି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ କରିପାରନ୍ତି ବଡ଼ ଘୋଷଣା 

ଭୁବନେଶ୍ବର: ରାଜ୍ୟରେ ଏବେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ସନ୍ଧ୍ୟାରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଏନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା, ଛାତ୍ରଙ୍କ ଭଙ୍ଗାରୁଜା, ପୋଲିସର ଲାଠିମାଡ଼

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ । ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଙ୍କ ଉତ୍ତେଜନା ଦେଖାଦେଇଛି । +3 ସେମିଷ୍ଟାର ପରୀକ୍ଷା ଅଫ୍ ଲାଇନ୍ ରେ ହେବାକୁ ବିରୋଧ କରି ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦରେ ବିଶ୍ବବିଦ୍ୟାଳୟ ସମେତ କୂଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା…