Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ମାରି ଦେଲା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଚନ୍ଦ୍ରପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ବୃଦ୍ଧ ଓ ଜଣେ ମହିଳା ଅଛନ୍ତି । ମହୁଲ ଗୋଟାଉଥିବା ବେଳେ ଚନ୍ଦ୍ରପୁର ଗାଁର ଦେବୀନାଳି ନିକଟରେ ମହିଳାଙ୍କୁ କଚାଡି…

ଓଡ଼ିଶାରୁ ଦିନକରେ ୭୯୧ କରୋନା ପଜିଟିଭ୍, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ମାରିଲା ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ୮୦୦ ହେଲାଣି ଦୈନିକ ସଂକ୍ରମଣ । ହୁ ହୁ ହୋଇ ବଢ଼ି ଚାଲିଛି । ବିଭିନ୍ନ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଟପିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୯୧ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୫୯ ଓ ଲୋକାଲେ…

ଥାନା ଭିତରେ ପଶି ଅଭିଯୋଗକାରୀ ଦମ୍ପତିଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ଥାନା ଭିତରେ ଅଭିଯୋଗକାରୀଙ୍କୁ ହାଣିଲେ ଦୁର୍ବୃତ୍ତ । ପୋଲିସ ଉପସ୍ଥିତିରେ ଏକାଧିକ ଲୋକ ସଂଘବଦ୍ଧ ଆକ୍ରମଣ କଲେ । ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କୁ ମାରଣାସ୍ତ୍ରରେ ହାଣି ଲହୁଲୁହାଣ କଲେ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି ।…

ଆଜିଠୁ ରାଜ୍ୟରେ କୋଭିଡ୍ କଟକଣା କଡ଼ାକଡ଼ି: ଚାଲିବ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରି କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ଉପରେ ଗତକାଲି ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ କୋଭିଡ୍ କଟକଣାକୁ ମାନିବା ଓ ରାଜ୍ୟରେ ପୋଲିସ ମୁତୟନ କରି ଲୋକଙ୍କୁ ସଚେତନ…

ରାଜ୍ୟ ଓ ଜିଲ୍ଲାସ୍ତରରେ ଗଚ୍ଛିତ ନାହିଁ କୋଭିଡ୍ ଟିକା, କୋଭିସିଲ୍ଡ ଭ୍ୟାକ୍ସିନ୍ ପାଇଁ ପୁଣି ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟିକାକରଣ ଜାରି ରହିଥିବା ବେଳେ ଟିକା ଅଭାବ ଦେଖା ଦେଇଛି । କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ମଧ୍ୟରୁ କେବଳ ଭୁବନେଶ୍ୱର କୋଭାକ୍ସିନ୍ ଦିଆଯାଉଥିବା ବେଳେ ସମସ୍ତ ୩୦ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଏଯାବତ୍ ରାଜ୍ୟ ସରକାର ୩୫.୬୭ ଲକ୍ଷ ଡୋଜ୍ କୋଭିଡ୍…

ଅମାନିଆ ସାବଧାନ ! କାଲିଠୁ ଓଡ଼ିଶା ପୋଲିସର ୧୦ ଦିନିଆ ଅଭିଯାନ

ଭୁବନେଶ୍ୱର: ବୁଧବାର ଠାରୁ ଓଡ଼ିଶା ପୋଲିସର ୧୦ ଦିନିଆ କୋଭିଡ୍ ସୁରକ୍ଷା ଅଭିଯାନ । ଏପ୍ରିଲ୍ ୭ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ଏପ୍ରିଲ୍ ୧୬ ତାରିଖ ଯାଏ ଚାଲିବ । ରାଜ୍ୟରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେବ ଚେକିଂ ।…

ବଢ଼ୁଛି ସଂକ୍ରମଣ, ୩୪ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଆଉ ୩୪ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ୫ ଜଣ, ପୁରୀ ଜିଲ୍ଲାରେ ୭ ଜଣ…

ବିଜାପୁର: ନକ୍ସଲଙ୍କ କବଜାରେ ଜଣେ ଯବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ମାଓ ହମଲା ପରେ ନିଖୋଜ ଥିବା ଜଣେ ଯବାନଙ୍କୁ ବନ୍ଦୀ କରିଥିବା କହିଛି ମାଓ ସଂଗଠନ । ଏଥିସହ ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓ ସଂଗଠନ ମଧ୍ୟସ୍ଥିଙ୍କ ଜରିଆରେ ବନ୍ଦୀ ଯବନଙ୍କୁ ପୋଲିସ ପାଖରେ ଛାଡ଼ିବ ବୋଲି କହିଛି । ଦଣ୍ଡକାରଣ୍ୟ ସ୍ପେସିଆଲ…

ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି: କମ୍ପାନି ଏମ୍‌ଡି, ମ୍ୟାନେଜରଙ୍କୁ ୭ବର୍ଷ ଜେଲ, ୬୯ହଜାର ଟଙ୍କା ଲେଖାଏଁ ଜରିମାନା 

ବ୍ରହ୍ମପୁର: ଚିଟ୍‌ଫଣ୍ଡ ଠକେଇ ମାମଲାର ଶୁଣାଣି ହୋଇଛି । ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ଦେବାଶିଷ ପଣ୍ଡା ଟଙ୍କା ଠକେଇ ମାମଲାର ଶୁଣାଣି କରିଛନ୍ତି । ଏକ କମ୍ପାନିର ଏମ୍‌ଡି ଓ ମ୍ୟାନେଜରଙ୍କୁ ୭ବର୍ଷ ଲେଖାଏଁ ଜେଲଦଣ୍ଡରେ ଦେଇ ଚୂଡାନ୍ତ ରାୟ ଦେଇଛନ୍ତି । ଏହାସହ ୬୯ହଜାର ଟଙ୍କା ଲେଖାଏଁ…

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର, ଟିଟିଲାଗଡ଼ ସବୁଠୁ ତତଲା

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ ବର୍ଷା । ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତା ୮ ତାରିଖରୁ ୧୧ ଯାଏ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ରାଜ୍ୟର ୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ତତଲାଗଡ଼…