Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ କରୋନାକୁ ବର୍ଷେ: ଆଜିର ଦିନରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ରାଜ୍ୟରୁ ବାହାରିଥିଲା ପ୍ରଥମ ପଜଟିଭ୍ । ଇଟାଲୀ ଫେରନ୍ତା ଯୁବକ ସଂକ୍ରମିତ ହୋଇଥିଲେ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ…

କଳାଭୂମି ଓ ପାନ୍ଥନିବାସ ବୁଲିଲେ କୁନିକୁନି ପିଲା

ଭୁବନେ‌ଶ୍ୱର: ଲକ୍‌ଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ପିଲାଏ ବିରକ୍ତ ହୋଇଗଲେଣି । ସେପଟେ ବାପା ମାଆ ବି ସବୁ ବେଳେ କାମରେ ବ୍ୟସ୍ତ । ତେଣୁ ସେମାନଙ୍କୁ ଘରୁ ବେଶୀ ବାହାରିବାର ସୁଯୋଗ ବି ନାହିଁ । ସେମାନଙ୍କୁ ଟିକେ ବୁଲାବୁଲିର ମଜ୍ଜା ଦେବା ପାଇଁ ରବିବାର ଉଦ୍ୟମ କରିଥିବା 'ଶ୍ରୀ' ଓ ଓଡ଼ିଶା…

ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫøାରମ୍ ଅଫ୍ ବ୍ୟାଙ୍କ ୟୁନିଅନ(ୟୁବିଏଫ୍‌ୟୁ) ପକ୍ଷରୁ ଆଜି ଓ ଆସନ୍ତାକାଲି ଧର୍ମଘଟ ଡାକରା ଦିଆଯାଇଛି । ତେଣୁ ନଅଟି ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଧିକାରୀ ସଂଘ ଆଜିର ଧର୍ମଘଟରେ ସାମିଲ ହୋଇଛନ୍ତି । ଦେଶବ୍ୟାପୀ ପ୍ରାୟ ୧୦ ଲକ୍ଷରୁ…

ମଣ୍ଡିରୁ ଉଠୁନି ଧାନ, ଧାରଣାରତ ଚାଷୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଦ୍ରକ: ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ହୁଲସ୍ତୁଲ୍ ହେଉଛି । ବିରୋଧୀ ସରକାରଙ୍କ ଧାନ କିଣା ନୀତିକୁ ନେଇ ପ୍ରଶ୍ନ ଉଠାଇ ଗୃହରେ ହୋହଲ୍ଲା କରୁଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛି ଶାସକ ବିଜେଡି । ହେଲେ, ଚାଷୀଙ୍କ ଦୁଃଖ କେହି…

ସପ୍ତମ ଆଲିଆନ୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସେମିଫାଇନାଲରେ ସମରସେଟ୍  

ଭୁବନେଶ୍ୱର: ଆଲିଆନ୍ସ କ୍ରିକେଟ୍ କ୍ଲବ ପକ୍ଷରୁ ଆୟୋଜିତ ସପ୍ତମ ଆଲିଆନ୍ସ କପ୍ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ରବିବାର ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ସମରସେଟ୍ ଦଳ । । ରବିବାର ମ୍ୟାଚରେ ଟେନିସ୍ ଷ୍ଟାର ଦଳକୁ ଭେଟିଥିଲା ସମରସେଟ୍ । ପ୍ରଥମେ ଟେନିସ୍…

ବଡ଼ଭାଇକୁ ଜୀଅନ୍ତା ପୋଡ଼ି ମାରିବାକୁ ସାନଭାଇର ଉଦ୍ୟମ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗା ଝାଡ଼ମାଳ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଭାଇକୁ ଜାଳିଦେବାକୁ ଭାଇର ଉଦ୍ୟମ । ବଡ଼ଭାଇ ଶୋଇଥିବା ବେଳେ ସାନଭାଇ ଘରେ ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର…

ଗିରଫ ହେଲେ ନାଗା ସାଧୁ ବୈଷ୍ଣବ ପୁରୀ

ପୁରୀ : ନାଗା ସାଧୁ ତୁମ୍ଭନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀ ଗିରଫ । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଜି ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ…

ହୋଟେଲ ମାଲିକ ହତ୍ୟା ମାମଲାରେ ଆଉ ଜଣେ ଗିରଫ

ରାଉରକେଲା : ହୋଟେଲ ମାଲିକ ସଜ୍ଜନ ମିତ୍ତଲ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ହତ୍ୟା ଘଟଣାର ଷଡ଼ଯନ୍ତ୍ରକାରୀ ପ୍ରେମ ମୋଦି ଓ ପ୍ରେମ ଅଗ୍ରଓ୍ବାଲକୁ ଗିରଫ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରଜତ ବିଶ୍ବକର୍ମା ଫେରାର ଅଛି । ହତ୍ୟା ଘଟଣାରେ…

ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ଲବଣି ଭୁତିଆ । ସୂଚନା ଅନୁସାରେ ବାହାଳସାହିର ସୁଶାନ୍ତ ନିଜ ଜାଗାରେ ବେଆଇନ ଭାବେ ଏକ କୋଇଲା ଖଣି କରି ବାହାରକୁ…

ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଜାରି ରହିଛି କୃଷକ ଆନ୍ଦୋଳନ । ଆଇନକୁ ବିରୋଧ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ, ଓଡ଼ିଶାରେ ହେବ ମହାପଞ୍ଚାୟତ । ମାର୍ଚ୍ଚ ୧୯ ତାରିଖରେ ଚଣ୍ଡିଖୋଲରେ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଭୁବନେଶ୍ବରରୁ ଚଣ୍ଡିଖୋଲ ଯାଏଁ…