Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଞ୍ଜନଗର ତାରାସିଂ ଆମ୍ବଝରା ଜଙ୍ଗଲରୁ ମୃତଦେହ ଠାବ

ଭଞ୍ଜନଗର : ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ତାରାସିଂ ବନାଞ୍ଚଳ ଆମ୍ବଝରା ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କଳିଙ୍ଗପଦର ଅଞ୍ଚଳରର ଶ୍ୟାମଘନ ଜାନି । ହାତୀ ଆକ୍ରମଣରେ ଶ୍ୟାମଘନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୧ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ…

ଆସନ୍ତାକାଲି ଓ ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ । ସେହିପରି ମଙ୍ଗଳବାର ମଧ୍ୟ ବ୍ୟାଙ୍କ କାରବାର ହେବନି । ବ୍ୟାଙ୍କ ମିଶ୍ରଣ ଓ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ପକ୍ଷରୁ ଦିଆଯାଇଥିବା…

ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ”ର ଶୁଭ ମହୁରତ

ଭୁବନେଶ୍ୱର: ଦର୍ଶକଙ୍କ ସାମ୍ନାକୁ ଖୁବଶୀଘ୍ର ଆସିବ ଓଡ଼ିଆ ଚଳଚ୍ଚିତ୍ର “ମୋ ଜୀବନ ତୁ” । ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି । ଆସନ୍ତା ଦିନରେ ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ ମହୁରତ ଅବସରରେ ଉପସ୍ଥିତ ଥିଲେ ସମସ୍ତ…

ମାଡ ଖାଇଲେ ନାଗା ସାଧୁ, ହସ୍ପିଟାଲରେ ଭର୍ତ୍ତି: ଜବରଦସ୍ତ ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ କରୁଥିଲେ…

ପୁରୀ: ଶ୍ରୀମନ୍ଦିର ଭିତରେ ପଶି ଜୋର ଜବରଦସ୍ତ ଭାବେ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ରୋହିଣୀ କୁଣ୍ତର ପଟ୍ଟା ଖୋଲି ଜଳ ସିଞ୍ଚନ କରିବାକୁ ଉଦ୍ୟମ କରିବାକୁ ଯାଇ ମାଡ ଖାଇଲେ ନାଗା ସାଧୁ । ସେଠାରେ ମୁତୟନ ଥିବା ଜେଟିପି ବାରଣ କରିବାରୁ କଥା କଟାକଟି ହୋଇଥିଲା ଏବଂ କଥା ହାତାହାତି ପର୍ଯ୍ୟନ୍ତ…

ଆଜି ରିଲିଜ ହେବ ଭିନ୍ନ ସ୍ୱାଦର ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ’

ଭୁବନେଶ୍ୱର: ତରଙ୍ଗ ଟିଭିରେ ଆଜି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ଚୁମ୍‌କି ମାଇଁ ଡାର୍ଲିଙ୍ଗ'। ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିବା ବେଳେ ୫୨ ବର୍ଷୀୟ ମହିଳା ହୋଇଛନ୍ତି ନାୟିକା । ନାୟକ ଭୂମିକାରେ ଅଭିନେତା ସମ୍ବିତ ଓ ନାୟିକା ଭୂମିକାରେ ମହେଶ୍ୱତାଙ୍କୁ ଅଭିନୟ…

ସୁମନ୍ତ ମହାନ୍ତି ହତ୍ୟାକାଣ୍ଡ ଘଟଣା: ୧୨ ବର୍ଷ ପରେ ୫ମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣା । ଏହି ମାମଲାରେ ଫେରାର ଥିବା ୫ମ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାର ୧୨ ବର୍ଷ ପରେ ଅଭିଯୁକ୍ତ ଗିରଫ କରିଛି କମିଶନରେଟ୍ ପୋଲିସ । ଆଜି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା…

କଙ୍କାଳ ପରେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଏବେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ଶିରୋନାମା ଲାଇଫ୍ ଲାଇନ୍ ରହିଛି ।…

‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ’:ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବିପଦ ଏବେ ବି ଟଳିନି । ଜନତାଙ୍କ ସହଯୋଗରେ କରୋନା ନିୟନ୍ତ୍ରଣରେ ରହିଛି । ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି । ଆଗକୁ ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ରହିଛି ।…

ଓଡ଼ିଶାରୁ ୭୧ ନୂଆ କରୋନା ରୋଗୀ ଚିହ୍ନଟ, ଲ‌ୋକାଲ୍ କେସ୍ ୨୮

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଲ‌ୋକାଲ୍ କେସ୍ ୨୮…