Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୋଲଡିଂ ଟ୍ୟାକ୍ସ ନଦେଲେ ଏବେ ଘର ସିଲ୍: ବିଏମସି

ଭୁବନେଶ୍ୱର: ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ବିରୋଧରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଟ୍ୟାକ୍ସ ଖିଲାପକାରୀଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଓଡ଼ିଶାର ଏହି ଜିଲ୍ଲାରେ ହେବ ୩ ଏକଲବ୍ୟ ବିଦ୍ୟାଳୟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡିଶା ସରକାର ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଜାମନକିରା, ବାମରା ଏବଂ ଜୁଜୁମୁରା ବ୍ଲକରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବ।…

କଙ୍କାଳ ରହସ୍ୟ: ଯାଁଳା ଫାଣ୍ଡିରେ କାରରୁ ଜବତ କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ କଙ୍କାଳ ମିଳିବା ଘଟଣାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । କଙ୍ଗାଳ ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଛି । ମୃତ ମହିଳା କିଏ ? କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍ । ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ୍ ପଠାଯିବ । ନରକଙ୍କାଳରୁ…

ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ସ୍ୱାଭିମାନ ଅଞ୍ଚଳ ପିପଲିପଦର ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା । ସୂଚନା ଅନୁସାରେ ଏସଓଜି ଓ ଡିଭିଏଫ୍ ଯବାନ…

ପଣିକିଆ କହି ନପାରିବାରୁ ପିଠି ଫଟାଇଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ

କେନ୍ଦ୍ରାପଡ଼ା: ପଣିକିଆ କହିପାରିଲେନି । ରାଗରେ ତମତମ ହୋଇ ପିଲାଙ୍କୁ ଗାଈଗୋରୁଙ୍କୁ ପିଟିଲା ଭଳି ପିଟିଲେ ଟ୍ୟୁସନ୍ ଦିଦିଙ୍କ ସ୍ୱାମୀ । ମାଡ଼ ମାରି ପିଠି ଫଟାଇ ଦେଇଛନ୍ତି । ମାଡ଼ରେ ଗୁରୁତର ହୋଇଛନ୍ତି ଦୁଇ ଶିଶୁ । ପିଠି ସାରା ମାଡ଼ର ଦାଗ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା…

ଏସସିବି ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ

କଟକ: କଟକ ଏସସିବି ମେଡିକାଲ୍ କଲେଜରେ ପୁଣି ଅଗ୍ନକାଣ୍ଡ । ଏସ୍‌ସିବିର ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି…

(ଦେଖନ୍ତୁ ଭିଡିଓ) ନିଆଁରୁ ଶିମିଳିପାଳକୁ ବଞ୍ଚାଇବାକୁ ରମଣଙ୍କ ରାପ୍      

କୋରାପୁଟ: ଜଳୁଛି ଶିମିଳିପାଳ, କାନ୍ଦୁଛନ୍ତି ଗଛଲତା ଓ ଜୀବଜନ୍ତୁ । ସମସ୍ତଙ୍କ ମନରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଉଦବେଗ୍ ରହିଛି । ଆଉ ଶିମିଳିପାଳକୁ ନେଇ ମନରେ ଥିବା କୋହକୁ ରାପ୍ ସଙ୍ଗୀତରେ ସଜାଇଛନ୍ତି କୋରାପୁଟର ରକି ଆରକେ ଭାବେ ଜଣାଶୁଣା ଥିବା ରମଣ କୁମାର ।…

ଘରେ ନିଆଁ ଲାଗି ମାଆ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ଶୋଇଥିବା ବେଳେ ରାତିରେ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ମାଆ ଜୀବନ ଦଗ୍ଧ ହୋଇଛନ୍ତି । ଝିଅ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଝିଅକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି…

ଶିମିଳିପାଳ ଗଲା ବିଜେପି ଟିମ୍

ଭୁବନେଶ୍ବର : ନିଆଁର ଘେରରେ ରାଜ୍ୟର ଅନେକ ପାହାଡ଼ ଓ ବନାଞ୍ଚଳ । ନିଆଁ ଆୟତ୍ତ ହୋଇ ସାରିଥିବା କଥା ସରକାର କହୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଜଙ୍ଗଲ ନିଆଁର ସ୍ଥିତି କଣ ରହିଛି ଓ ଏହାର ପ୍ରଭାବରେ କେତେ ପ୍ରଭାବିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ । ଏହାର ତଥ୍ୟ…

ଆଲିଆନ୍ସ କପ୍ କ୍ରିକେଟ୍, ଉଦଘାଟନୀ ମ୍ୟାଚରେ ସହିଦନଗର ବିଜୟୀ

ଭୁବନେଶ୍ବର : ଆଲିଆନ୍ସ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ସପ୍ତମ ଆଲିଆନ୍ସ କପ୍ । ଟୁର୍ଣ୍ଣାମେଣ୍ଟକୁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି । ଉଦଘାଟନୀ ମ୍ୟାଚରେ ବଡ଼ଗଡ଼ ଝରଣା କ୍ରିକେଟ କ୍ଲବକୁ ପରାସ୍ତ କରିଛି ସହିଦନଗର । ଟସ ଜିତି ସହିଦନଗର ପ୍ରଥମେ ଫିଲଡିଂ…