Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଜ ଜାଲରେ ନିଜେ ଫସିଲେ ମାଓବାଦୀ; ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ମୃତ  

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ଜଣେ ହାଡକୋର ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି। ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲେଣ୍ଡମାଇନ…

ବାଲେଶ୍ୱରରେ ଚାଞ୍ଚଲ୍ୟ: ପ୍ରଫେସରଙ୍କ ଗୁଳିରେ ବ୍ୟବସାୟୀ ଗୁରୁତର

ବାଲେଶ୍ୱର : ସାମାନ୍ୟ କଥା କଟାକଟିରୁ ଗୁଳିମାଡ । ଏପରି ଘଟଣା ଘଟିଛି ବାଲେଶ୍ୱର ଗଡ଼ଗଡ଼ିଆ ଛକ ଏସବିଆଇ ବ୍ରାଞ୍ଚ ନିକଟରେ ଥିବା ସଞ୍ଜୟ ହାଇଟ୍ସ ଆପଟମେଂଟରେ । ଜଣେ ଅବସରର ପ୍ରାପ୍ତ ପ୍ରଫେସର ଅନ୍ୟ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗାଡି…

୩୭ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ

କେନ୍ଦ୍ରାପଡା : ପାଟକୁରା ପୋଲିସକୁ ସଫଳତା । ଦୀର୍ଘ ୩୭ ବର୍ଷ ପରେ ଧରାପଡିଲା ଅପରାଧୀ । ଏକ ଡକାୟତି ଘଟଣାରେ ଫେରାର ହୋଇ ପୋଲିସ ସହ ଲୁଚକାଳି ଖେଳୁଥିବା ଜଣେ ଅପରାଧୀକୁ ୩୭ ବର୍ଷ ପରେ ଗିରଫ କରିଛି ପାଟକୁରା ପୋଲିସ । ସୂଚନା ଅନୁସାରେ, କେନ୍ଦ୍ରାପଡା ପାଟକୁରା ଥାନା ଭଦିଳୋ ଗାଁର ଅକ୍ଷୟ…

ବାଲେଶ୍ବରରେ ଗୁଳିମାଡ଼, ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ବରରେ ହୋଇଛି ଗୁଳିମାଡ଼ । ଗଡ଼ଗଡ଼ିଆ ଛକ ନିକଟ ଏକ ଆପାର୍ଟମେଣ୍ଟ ନିକଟରେ ହୋଇଛି ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆନନ୍ଦ ସିଂହ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ…

କ୍ଷମା ମାଗିଲେ ମଣ୍ଡିରୁ ଉଠିଯିବ ସବୁ ଧାନ !

ଭୁବନେ‌ଶ୍ୱର: ରାଜ୍ୟରେ ଅନେକ ଗୁଡ଼ିଏ ପ୍ରସଙ୍ଗ ରହିଛି । କିନ୍ତୁ, ବିଧାନସଭାରେ ଗୋଟିଏ ମାତ୍ର ପ୍ରସଙ୍ଗକୁ ନେଇ ଟଣାଓଟରା ଚାଲିଛି । ପ୍ରସଙ୍ଗ ଚାଷୀ ଆଉ ମଣ୍ଡିରୁ ଧାନ ଉଠାଣ । ଏନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇଛି । ସମସ୍ତ ଧାନ ଉଠାଯିବ ବୋଲି ଯୋଗାଣ ମନ୍ତ୍ରୀ ବିବୃତି ବି ଦେଇଛନ୍ତି ।…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଭଲ ଖବର । ଆଜି ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୭୦ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର, ଯାଜପୁର,…

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଖବର ଦେବାରୁ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ୍ତ କରିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି…

ଷଣ୍ଢ ଓ ମହାରାଷ୍ଟ୍ର ଭାୟା ମାଲକାନଗିରି !

ମାଲକାନଗିରି: ଷଣ୍ଢ କରିବ ବାସ୍ତୁଦୋଷର ଉପଚାର । ଟଙ୍କା ଦେଲେ ହେବ ରିଷ୍ଟ ଖଣ୍ଡନ । ମହାରାଷ୍ଟ୍ରରୁ ଆସିଥିଲେ ୪ଜଣ । ମାଲକାନଗିରିରୁ ୪୮ ହଜାର ଟଙ୍କା ଠକି ଚମ୍ପଟ୍ ମାରିଥିଲେ । ଶେଷରେ ସେମାନଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ,…

ଭାଇରାଲ୍ ହେଲା ମାଓବାଦୀଙ୍କ ମହିଳା ଦିବସ ଭିଡିଓ

ମାଲକାନଗିରି: ମାଓବାଦୀ ପାଳିଥିଲେ ଆନ୍ତର୍ଜାତୀୟ ମହିଳା ଦିବସ । ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ ଶତାଧିକ ମହିଳା ଓ ପୁରୁଷ । ଶୋଭାଯାତ୍ରାଠୁ ଆରମ୍ଭ ହୋଇ ପ୍ରଜାମେଳିରେ ସମାପ୍ତ ହୋଇଥିଲା ସମାବେଶ । ଆଗାମୀ ଦିନରେ ମାଓ ସଙ୍ଗଠନରେ ଅଧିକରୁ ଅଧିକ ମହିଳା ସାମିଲ ହେବା ନେଇ ସୂଚନା ରହିଛି ।…

ଯାଁଳା ଫାଣ୍ଡି ଭିତରୁ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ଯାଁଳା ଫାଣ୍ଡି ଭିତରେ ଥିବା ଏକ ସିଜ୍ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ଭୁବନେଶ୍ୱର ଡିସିପି ସସପେଣ୍ଡ କରିଛନ୍ତି । ଡିସିପିଙ୍କ କହିବାନୁଯାୟୀ, 'ଗଞ୍ଜାମ ପୋଲିସର ଏହି ସିଜ ଗାଡି…