Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଆ ଯୁବକ

ଭୁବନେଶ୍ୱର: ଓଡ଼ିଆ ଯୁବକଙ୍କୁ ସଫଳତା । ସେନାରେ ଭର୍ତ୍ତି ଲାଗି ହେଉଥିବା ପରୀକ୍ଷା ଓ ସାକ୍ଷାତକାରରେ ଓଡ଼ିଆ ପୁଅ ଟପ୍ପର ହୋଇଛନ୍ତି । ସ୍ଥଳସେନା, ନୌସେନା ଓ ବାୟୁସେନାରେ ସାମିଲ୍ ଲାଗି ହୋଇଥିବା ୧୪୫ତମ ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷା ଓ ୧୦୭ତମ ଭାରତୀୟ ନୌସେନା ଏକାଡେମୀ ପରୀକ୍ଷାରେ…

ପୁରୀ ଆସିବ ଏନଏସଜି ଟିମ୍: ୧୮ ତାରିଖରେ ଶ୍ରୀମନ୍ଦିର ସୁରକ୍ଷାର କରିବେ ଯାଞ୍ଚ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି । ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ…

ଜାଗର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । ଜାଗର ପୂର୍ବରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାରେ ଅସହଯୋଗ କଲେ ସେବାୟତ । ଆଜି ରୋଷ, ହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତ ବନ୍ଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି । ଅଭିଯୋଗ ହୋଇଛି, କପିଳନାଥ…

୩ ଛୁଆ ସହ ରେଳ ଧାରଣା ପାର୍ ହେଉଥିଲା ମାଆ ମହାବଳ ବାଘ, ଛୁଆକୁ ଚାପି ଦେଲା ଟ୍ରେନ୍

ମାଲକାନଗିରି: ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍ ଧକ୍କାରେ ଏକ ମହାବଳ ବାଘ ଛୁଆର ମୃତ୍ୟୁ ହୋଇଛି । ମୃତ ବାଘ…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ସ୍ମଗଲର ଗିରଫ

ବାଲେଶ୍ୱର: ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧…

ହସିବ ପଶ୍ଚିମ ଓଡ଼ିଶାର ଚାଷ ଜମି, ଆଜି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ  

ନୂଆପଡ଼ା: ଚାଷ ପାଇଁ ଆଉ ରହିବନି ଜଳ କଷ୍ଟ । ପଡ଼ିଆ ପଡ଼ିବନି ଏକର ଏକର ଚାଷ ଜମି । ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଚାଷ ଜମିକୁ ଜଳସେଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ…

ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ

ମୟୂରଭଂଜ: ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଆଜି ଭଂଜସେନା ପକ୍ଷରୁ ମୟୂରଭଂଜ ପାଳନ କରାଯାଉଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ ସେବାକୁ ବାଦ ଦିଆଯାଇଛି । ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ ।…

ଓଡିଶାର ମହିଳା ଉଦ୍ୟୋଗୀଙ୍କ ପାଇଁ ଓସିଏଫ୍ ପକ୍ଷରୁ ‘ଅନନ୍ତ୍ୟା’ ପୁରସ୍କାର

ଭୁବନେଶ୍ୱର: ଉଦ୍ୟୋଗର ସଂସ୍କୃତି ସୃଷ୍ଟି କରିବା ଏବଂ ଓଡିଶାକୁ ଏକ ଗ୍ଲୋବାଲ ଏଣ୍ଟରପାଇଜ୍ ହବ୍‌ ଭାବରେ ପୁନଃପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ଫାଉଣ୍ଡେସନ ଓଡିଶାର ମହିଳା ଉଦ୍ୟୋଗୀଙ୍କୁ 'ଅନନ୍ତ୍ୟା' ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏକ…

କେବେ ରିଲିଜ୍ ହେବ ଓଡିଆ ଫିଲ୍ମ “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” ?

ଭୁବନେଶ୍ୱର: ଅପେକ୍ଷାର ଅନ୍ତ କେବେ ହେବ ? କେବେ ସାମ୍ନାକୁ ଆସିବ ଅଭିଷେକ, ଅଙ୍କିତା ଓ ମହିମାଙ୍କ ଟ୍ରାଏଙ୍ଗଲ ଲଭ କେମିଷ୍ଟ୍ରୀ ? କେବେ ରିଲିଜ୍ ହେବ ଫିଲ୍ମ “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର” ? କିଛି ଏପରି ପ୍ରଶ୍ନ ଓଡିଆ ଫିଲ୍ମପ୍ରେମୀଙ୍କ ମନରେ ଘୁରିବୁଲୁଥିଲା । ଶେଷରେ ଭୁବନେଶ୍ୱରରେ…

ଆସନ୍ତା ୧୫ ଓ ୧୬ ତାରିଖରେ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ

ଭୁବନେଶ୍ବର : ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ଧର୍ମଘଟ ଡାକରା ଦେଲା ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ । ଆସନ୍ତା ୧୫ ଓ ୧୬ ତାରିଖରେ ଦୁଇ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସଂଘ । ଏନେଇ ସୂଚନା ଦେଇଛନ୍ତି AIBOCର ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର ନନ୍ଦ ।…