Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା, ନିଆଁ ଲିଭିବା ନେଇ ଆଶା ଜାଗ୍ରତ

କରଞ୍ଜିଆ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେଉଛି ।  କିଛି ଦିନ ହେବ ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । କରଞ୍ଜିଆ…

ଚିକିତ୍ସାଧୀନ ନାବାଳିକାର ମୃତ୍ୟୁ, ମାଲକାନଗିରିରେ ଉତ୍ତେଜନା

ମାଲକାନଗିରି: ମାମଲା ଲମ୍ବିଛି ସୁଦୂର ମାଲକାନଗିରିରୁ କଟକ ନଗରୀ । ଚିକିତ୍ସାଧୀନ ଜଣେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ଚିକିତ୍ସା ପାଇଁ ୭ ବର୍ଷୀୟ ନାବାଳିକାକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଝିଅଟିର…

ଶିମିଳିପାଳର ଧୂଆଁ ବଳୟରେ ସ୍ଥାନୀୟ ଅଞ୍ଚଳ, ନିଶ୍ବାସ ପ୍ରଶ୍ଵାସ ନେବା କଷ୍ଟ ଅନୁଭବ କରୁଛନ୍ତି ଲୋକେ 

କରଞ୍ଜିଆ: ଅନେକ ଦିନ ହେଲାଣି ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ନିଆଁ ଯୋଗୁଁ ଶିମିଳିପାଳ ପାଦ ଦେଶରେ ଥିବା କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା ବଜାର ଅଞ୍ଚଳରେ ଧୂଆଁର ବଳୟରେ ଢାଙ୍କି ହୋଇ ରହିଛି । ଯେପରି କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି ।  ସ୍ଥାନୀୟ ଅଞ୍ଚଳରେ ନିଶ୍ବାସ ପ୍ରଶ୍ଵାସ ନେବା…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ ଆକ୍ରାନ୍ତ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…

ଜୋର୍‌ ଧରିଲା ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବି, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ଭଦ୍ରକ: ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବିରେ ତାତିଲେ ସ୍ଥାନୀୟ ଲୋକ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା । ଚାନ୍ଦବାଲି ବ୍ଲକର ଆରଡି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର…

ବିଜୁବାବୁଙ୍କ ସାନପୁଅ ଆଜି ସଶକ୍ତ ନୂଆପଡ଼ା, ଲୋୟର ଇନ୍ଦ୍ର ଡ୍ୟାମ ପାର୍ଶ୍ୱରେ ସାଇନ୍ସ ପାର୍କ ଓ ମ୍ୟୁଜିୟମ୍ ନିର୍ମାଣ…

ନୂଆପଡ଼ା: ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ରାଜା ଏଟି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଛନ୍ତି । ନୂଆପଡ଼ା ଆସି ଖୁସିବ୍ୟକ୍ତି କରିଛନ୍ତି…

ନୂଆପଡ଼ା ଜିଲ୍ଲାକୁ ନବୀନଙ୍କ ଭେଟି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ତିଖାଲିରେ ନିର୍ମିତ ହେଲିପ୍ୟାଡରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ…

ଆସନ୍ତାକାଲି ଜାଗର ଯାତ୍ରା, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ଠପ୍ । ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ମନ୍ଦିରର ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଏପରି ଅସହଯୋଗ…

ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ ରିଭିଜନ୍ କ୍ଲାସ । ରେଗୁଲାର କ୍ଲାସ ଆବଶ୍ୟକତା ନାହିଁ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା…

ଦୁର୍ଘଟଣା ନେଲା ଦୁଇ ଶିଶୁଙ୍କ ଜୀବନ, ବାପା-ମାଆ ଗୁରୁତର

ରମ୍ଭା(ଗଞ୍ଜାମ): ଧକ୍କା ଦେବା ପରେ ବାଇକ ଉପରେ ଚଢ଼ିଗଲା ଟ୍ରକ । ଦୁଇ ଛୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏତେ ଭୟଙ୍କର ଦୁର୍ଘଟଣା ଯେ, ଆଖିରେ ବି ଦେଖିହେବ ନାହିଁ ।…