Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରପାରିରେ ଗୋହର ଖାନଙ୍କ ବାପା ଜଫର ଅହମଦ ଖାନ

ନୂଆଦିଲ୍ଲୀ: ଦୁନିଆକୁ ବିଦାୟ ନେଇଛନ୍ତି ଅଭିନେତ୍ରୀ ଗୋହର ଖାନଙ୍କ ବାପା ଜଫର ଅହମ୍ମଦ ଖାନ । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହର ଖାନ ତାଙ୍କ ଇନଷ୍ଟାଗ୍ରାମରେ ବାପାଙ୍କ ଏକ ଫଟୋ…

ଆଜି ରାଜ୍ୟରୁ ୯୧ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି ଆଉ ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୯୧ ଜଣ । ଗତକାଲି ଏହି ସଂଖ୍ୟା ଥିଲା ୮୧ । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୩ ଓ ଲୋକାଲ୍…

ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ

ଦେବଗଡ: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଏଏସଆଇ ପରମାନନ୍ଦ ନାଏକ ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ସେ ନିଲମ୍ବିତ ହୋଇଛନ୍ତି । ‘ମୋ ସରକାର’ ପକ୍ଷରୁ ଫୋନରେ ଯୋଗାଯୋଗ କରାଯିବା ପରେ ଲାଞ୍ଚ ମାଗିଥିବା ଜଣାପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଝଡ଼ର ଇଗଲଙ୍କୁ ମନେ ପକାଉଛି ଦେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ ସାଧାରଣ ଜନତା । ଝୁରୁଛନ୍ତି ସେହି ମହାନ ଜନନାୟକ ବିଜୁବାବୁଙ୍କୁ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ବାଲୁକା…

ବିନା ଭକ୍ତରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ହେବ ଜାଗର ଯାତ୍ରା

ଭଦ୍ରକ: ଏବର୍ଷ ଜାଗର ଯାତ୍ରାରେ ଭକ୍ତ ଶୂନ୍ୟ ରହିବ ଭଦ୍ରକ ଜିଲ୍ଲାର ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠ । ବିନା ଶ୍ରଦ୍ଧାଳୁରେ ଆରଡ଼ିରେ ଜାଗତଯାତ୍ରା ଅନୁଷ୍ଠିତ ହେବ । ଏଥିରାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ଜାରି ହେବ ୧୪୪ ଧାରା । ମନ୍ଦିର ପରିସରରେ କେହି…

ବାହାଘର ପରେ ଶାଶୂଘରକୁ ବିଦା ବେଳେ କାନ୍ଦି କାନ୍ଦି ଝିଅର ମୃତ୍ୟୁ

ବିନିକା: ମଥାରେ ଝଟକୁ ଥିଲା ସଜ ସଜ ଲାଗିଥିବା ଲାଲ୍ ସିନ୍ଦୂର । ଝିଅ ବାହାଘର ପରେ ବିଦାକୀ ପାଇଁ ସମସ୍ତ ଥିଲେ ଆତ୍ମବିଭୋର । ମାଆବାପା, ପରିବାର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଝିଅ ଶାଶୂଘର ଯାଇଥାନ୍ତା । ଏଥିପାଇଁ ବରଗାଡ଼ି ବି ପ୍ରସ୍ତୁତ ଥିଲା । ବାହୁନି ବାହୁନି କାନ୍ଦୁଥିଲେ କନ୍ୟା । କାନ୍ଦୁ…

ବାଲେଶ୍ବରରୁ ବିରଳ ଧଳା ପେଚା ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଠାରେ ଗୁରୁବାର ଦିନ ଏକ ବିରଳ ଧଳା ପେଚା ଉଦ୍ଧାର କରାଯାଇଛି। ସୂଚନାନୁସାରେ, ନୀଳଗିରି ବାଇପାସ୍ ରାସ୍ତା ନିକଟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସ୍ଥାନୀୟ ଲୋକ ଏକ ଆହତ ପେଚାକୁ ପାଇଥିଲେ। ପରେ ସେମାନେ ଏହି ପେଚାକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।…

ବିଜୁବାବୁଙ୍କ ଜୟନ୍ତୀରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ୍ ଅନୁଷ୍ଠିତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ ଆୟୋଜନ ହୋଇଛି । ଖେଳ ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ମିନି ମାରାଥନରେ ପ୍ରାୟ ୪୦୦ ଦୌଡ଼ାଳି ଭାଗ ନେଇଥିଲେ । ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ…

ବିଜୁ ବାବୁଙ୍କ ଜୟନ୍ତୀରେ କଟକ ଆନନ୍ଦଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏ ସାଇକେଲ୍ ରାଲି

କଟକ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ସାଇକେଲ ରାଲି । ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦଭବନରୁ ଏହି ସାଇକେଲ୍ ଶୋଭାଯାତ୍ରା ବାହାରିଛି । ଭୁବନେଶ୍ୱର ବିମାନବନ୍ଦର ଯାଏ ଆସିବ । ଏହି ସାଇକେଲ…

ମହାନ ଜନନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାଳିତ ହେଉଛି ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ…