Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ; ଜାଣନ୍ତୁ ତାଙ୍କର ଦୁଃସାହସିକ ଯାତ୍ରା ସମ୍ପର୍କରେ…

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କିଏବା ନଜାଣେ । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ନିର୍ଭୀକତା ଲାଗି ସେ ଆଜିବି ଜନମାନସରେ ଜୀବିତ ହୋଇରହିଛନ୍ତି । ବିଜୁ ବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ତାଙ୍କ ପୈତୃକ ଗ୍ରାମ ଗଞ୍ଜାମର…

୧୦ ଦିନ ପରେ ବି ଜଳୁଛି ଶିମିଳିପାଳ, ୩୦ଟି ସ୍ଥାନରେ ଲାଗିଛି ନିଆଁ

ବାରିପଦା: ୧୦ ଦିନ ପରେ ବି ଜଳୁଛି ଶିମିଳିପାଳ । ଲିଭୁନି ନିଆଁ । ନିଆଁ ଆୟତ୍ତ କରିବାକୁ ବନ ବିଭାଗ ଉଦ୍ୟମ କରୁଛି । ଗୋଟିଏ ଅଞ୍ଚଳରେ ନିଆଁ ଲିଭିବା ବେଳକୁ ଅନ୍ୟ ଅଞ୍ଚଳରେ ଲାଗି ଯାଉଛି । ଯାହାକୁ ଆୟତ୍ତ କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବାହିନୀ ନାକଦେମ୍ ହେଲାଣି । ୨ ହଜାର ୭୫୦ ବର୍ଗ…

ବାଲୁକାକଳାରେ ‘ବିଜୁବାବୁ’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୫ ତମ ଜୟନ୍ତୀ । ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।…

ସିନ୍ ରିକ୍ରିଏସନ୍ ପରେ ଅଞ୍ଜନା କହିଲେ ଷଡ଼ଯନ୍ତ୍ର ଦିଗ ପଦାକୁ ଆଣୁ ସିବିଆଇ

ଭୁବନେଶ୍ୱର: ସିବିଆଇ କରୁଛି ସିନ୍ ରିକ୍ରିଏସନ୍ । ବାରଙ୍ଗ ଅଞ୍ଚଳରେ ବିବନକୁ ବୁଲାଇ କ୍ରାଇନ୍ ସିନ୍ ରିକ୍ରିଏସନ୍ କରିଛି ସିବିଆଇ । ସେଦିନ କଳାରାତିରେ କଣ ଘଟିଥିଲା ମୁଖ୍ୟ ଅଭିଯୁକ୍ତ ସିବିଆଇକୁ ଦେଖାଇଛି । ଅନ୍ୟପଟେ ପୀଡ଼ିତା ଅଞ୍ଜନା ପ୍ରତିକ୍ରିୟା ଦେଇ କହିଛନ୍ତି- ସିବିଆଇ ଷଡ଼ଯନ୍ତ୍ରର ଦିଗ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବିବନକୁ ନେଇ ସିନ୍ ରିକ୍ରିଏଟ୍ କଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ…

କୋଭିଡ କଟକଣାରେ ପୁରୀ ଲୋକନାଥ ମନ୍ଦିରରେ ଜାଗର ଯାତ୍ରା

ପୁରୀ: କୋଭିଡ୍ କଟକଣାରେ ଏବର୍ଷ ପୁରୀର ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା । ଭୋର ୪ଟାରୁ ଆରମ୍ଭ ହେବ ଦର୍ଶନ। ଏବର୍ଷ ଭିତର ଗମ୍ଭୀରାରେ ଦର୍ଶନ ମନା। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କୋଦ୍ଧାର ହେବ। ବର୍ଷକରେ ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ଶ୍ରଦ୍ଧାଳୁ…

ଧବଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ବନ୍ଦ

କଟକ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ପ୍ରସିଦ୍ଧ ଧବଳେଶ୍ବର ପୀଠରେ ଚଳିତବର୍ଷ ହେବନି ଜାଗର ଯାତ୍ରା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଧବଳେଶ୍ବର ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ ନାହିଁ । କେବଳ ପୂଜକଙ୍କୁ ନେଇ…

କାଲି ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି

ଭୁବନେଶ୍ବର : ଆସନ୍ତାକାଲି ପଞ୍ଚାୟତିରାଜ ଦିବସ । ଏଥିପାଇଁ କାଲି ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗ ଅଧିନ ସମସ୍ତ ଡିଗ୍ରୀ କଲେଜ ମଧ୍ୟ ଛୁଟି ରହିବ । ଆସନ୍ତାକାଲି ଛୁଟି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ସମସ୍ତ…

ବିମାନ ବନ୍ଦରରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଓ ପଞ୍ଜିକରଣ ବାଧ୍ୟତାମୂଳକ

ଭୁବନେଶ୍ବର : ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ତତ୍ପର । ମୁକାବିଲା ପାଇଁ ଆଗୁଆ ନିଆଯାଇଛି ସତର୍କତା ମୂଳକ ପଦକ୍ଷେପ । ସଂକ୍ରମଣ ବୃଦ୍ଧି ପାଇବା ପରେ ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ସମସ୍ତ ଯାତ୍ରୀଙ୍କର କରାଯାଇଛି…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୧ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ଏମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୧ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ ଓ ସମ୍ବଲପୁରରୁ ୮ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…