Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ, କମ୍ବିଂ ବେଳେ ଠାବ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କୁ ବଡ ସଫଳତା । ମାଓବାଦୀଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ଠାବ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣୀ ବ୍ଲକ ଜୋଡାମ୍ବ କଦଳିବନ୍ଧା…

ଯାଉଥିଲେ ମନ୍ଦିର ଧକ୍କା ଦେଲା ଟ୍ରକ, ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ରାଛିପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ କୁ ମୁହାଁମୁହିଁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ସ୍ଥାନୀୟ ଯଖପୁରା…

ପିପିଲି ଓ ଡେଲାଙ୍ଗ ଜନସାଧାରଣଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ । ରାଜନୈତିକ ଦଳ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଆଜି ଡେଲାଙ୍ଗ ଓ ପିପିଲି ଜନସାଧରଣଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ଏହି…

ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ; ମାଫିଆ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପୁଣି ଜବତ ହେଲା ବିପୁଳ ପରିମାଣରେ ଗଞ୍ଜେଇ । ଏହାସହ ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନ ଓ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ସୂଚନା । ସୂଚନାନୁସାରେ, କୋରାପୁଟ ଜିଲ୍ଲା ମାଛକୁଣ୍ଡରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା…

ଆଜିଠୁ ଜେଇଇ ମେନ୍ ପରୀକ୍ଷା, ଅନଲାଇନ୍ ମୋଡ଼ରେ ଏକଜାମ୍

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ନ୍ୟାସନାଲ୍ ଟେଷ୍ଚିଂ ଏଜେନ୍ସୀ(ଏନଟିଏ) ଏହାର ପରିଚାଳନା କରୁଛି । ଦେଶରେ ମୋଟ୍ ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ପ୍ରବେଶିକା ଆସନ୍ତା ୧୬ ତାରିଖ ଯାଏ…

ଆଜି ପବିତ୍ର ଭୈମ ଏକାଦଶୀ;  ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି

ନିଆଳି: ଆଜି ପବିତ୍ର ଭୈମ ଏକାଦଶୀ। ଏହାକୁ ଦୃଷ୍ଟିରେ ରଖି ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜୀଉ ମନ୍ଦିରରେ ଜାରି କରାଯାଇଛି ୧୪୪ ଧାରା। ୨୨ ତାରିଖ ଅପରାହ୍ନ ୨ଟା ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମନ୍ଦିର ଚର୍ତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି। ପ୍ରତିବର୍ଷ ମାଧବାନନ୍ଦ ଜୀଉ…

ସାଲେପୁରରେ ଭୟାବହ ଅଗ୍ନିକାଣ୍ଡ; ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସାଲେପୁର: କକଟ ଜିଲ୍ଲାସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ମକୁନ୍ଦପୁର ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ଯାଇଛି ବଖରା ଘର। ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମକୁନ୍ଦପୁର ଗ୍ରାମର ପ୍ରତାପ…

ଜିଲ୍ଲାପାଳମାନେ ନିଜ ଜିଲ୍ଲାର ଶିଳ୍ପାୟନର ନେତୃତ୍ୱ ନିଅନ୍ତୁ: ଅସିତ ତ୍ରିପାଠୀ

ଝାରସୁଗୁଡ଼ା : ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ୱ ନିଅନ୍ତୁ ଜିଲ୍ଲାପାଳ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସୋମବାର ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ…

୧୧ ଦିନ ହତ୍ୟା ପରେ ଖୋଲିଲା ହତ୍ୟା ରହସ୍ୟ, ସାନ ପୁଅକୁ ମାରି ଘରେ ପୋତିଥିଲେ ମାଆ ଓ ବଡପୁଅ

ବାଲେଶ୍ୱର: ୧୧ ଦିନ ତଳେ ହୋଇଥିଲା ବିଭତ୍ସ ହତ୍ୟା । ଆଉ ହତ୍ୟାର ପର୍ଦ୍ଦାଫାଶ ହେଲା ଆଜି । ତେବେ ଏଥିରେ ହତ୍ୟାକାରୀ ଉଭୟ ମାଆ ଓ ବଡ ପୁଅକୁ ଗିରଫ କରିଛି ପୋଲିସ । ଏ ଘଟଣା ଘଟିଛି ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁରରେ । ସୂଚନା ଅନୁଯାୟୀ, ଗାଁର ୨୨ ବର୍ଷୀୟ ବଳରାମ ଜେନା ମଦ ପିଇ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ ଆୟୋଜିତ ହୋଇଛି । ଅଧିବେଶନରେ ଦେଶର ବିକାଶ ଉପରେ ଆଲୋଚନା କରାଯାଇଛି । ଓଡ଼ିଶା ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଆବାହତ ତଥା…