Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ

ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ ହୋଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ମଧ୍ୟାହ୍ନ ଗୋଟାଏ ୨୮ ମିନିଟ୍‌ରେ ହୋଇଥିବା…

ରାଜ୍ୟ ବଜେଟ : ସ୍ବାସ୍ଥ୍ୟସେବା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟି

ଭୁବନେଶ୍ବର : ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ । ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏସସିବି ମେଡିକାଲକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ…

ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ: ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି

ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅନୁଗୋଳ ଜିଲ୍ଲା ଅଙ୍ଗନବାଡି କର୍ମୀ । ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ…

ରାଜ୍ୟ ବଜେଟରେ ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ବର: ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବଜେଟରେ ସ୍ବାସ୍ଥ୍ୟ ସହ କ୍ରୀଡ଼ା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ୯୦ କୋଟି ଟଙ୍କା…

ସମ୍ପୂର୍ଣ୍ଣ ଡିଜିଟାଲ ହେଲା ଓଡିଶା ବଜେଟ୍‌, ଉପଲବ୍ଧ ହେଲା ସ୍ୱତନ୍ତ୍ର ଓଡିଶା ବଜେଟ୍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡିଶା ବଜେଟ ଡିଜିଟାଲ ମୋଡକୁ ପରିବର୍ତ୍ତତ୍ତିତ ହୋଇଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପେପରଲେସ୍ ଭାବରେ ଆଇପ୍ୟାଡ୍ ଜରିଆରେ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ୨୦୨୧-୨୨ ରାଜ୍ୟ ବଜେଟ୍ । ଓଡିଶା ବଜେଟ୍ ୨୦୨୧-୨୨ ପାଇଁ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର ଆପଲ…

ସୁନ୍ଦରଗଡ଼ରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ’ର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମକୁ ଉଦଗାଟନ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୩୩୧ ଜଣ ଗର୍ଭବତୀ ମା’ ଓ…

ରାଜ୍ୟ ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି

ଭୁବନେଶ୍ୱର:ଆଜି ବିଧାନସଭାରେ ଆଗତ ହୋଇଥିବା ରାଜ୍ୟ ବଜେôରେ ଶିକ୍ଷା ଦକ୍ଷତା ବିକାଶ ପାଇଁ ୨୪ ହଜାର ୩୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ମଧ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣ ସହିତ ମେଧାବୃତ୍ତି ଏବଂ ମଧ୍ୟାହ୍ନ ଭୋଜନ ସମ୍ପର୍କୀତ…

ରାଜ୍ୟ ବଜେଟର ଫୋକସରେ କୃଷି ଓ କୃଷକ

ଭୁବନେଶ୍ୱର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ଏଥର ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଉପସ୍ଥାପନ ହୋଇଥିବା ବଜେଟରେ ୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ ୧ଶହ ୬୦ କୋଟି…

୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର

ଭୁବନେଶ୍ବର:ଗଣମାଧ୍ୟମ ଆଗରେ ୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର । ସେ କହିଛନ୍ତି ୨୨ ବର୍ଷ ହେବ ମୁଁ ମରି ମରି ବଞ୍ଚିଛି । ଘରେ ପାଟି ଚୁପ କରି ବସିବା ପାଇଁ ଧମକ ଦିଆଯାଇଛି । ମୋତେ ଓ ମୋ ଘର ଉପରକୁ ବାରମ୍ବାର ଆକ୍ରମଣ କରାଯାଇଛି । ମୁଁ କେସ ଫାଇଲ…

କେନ୍ଦୁଝର ଯୋଡାରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଜଣେ ଆହତ

ଯୋଡା: ଦୁର୍ଘଟଣାରୁ ଗୋଷ୍ଠୀ ସଂଘର୍ଷ । କେନ୍ଦୁଝର ଯୋଡାରେ ଗୋଷ୍ଠୀ ସଂଘର୍ଷ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି । ଏହି ଘଟଣାରେ ଯୋଡ଼ା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି…