Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟାଙ୍ଗନା ପକ୍ଷରୁ ଭଞ୍ଜ କଲା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ ସମାରୋହ ଉଦଯାପିତ ହୋଇଯାଇଛି ।  ଏହି ଅବସରରେ ବିଶିଷ୍ଟ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନରେ ସମ୍ମାନିତ…

ରାଜ୍ୟରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ, ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତ ସଂଖ୍ୟା ଶୂନ୍ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ପରଲୋକରେ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀ

ଭୁବନେଶ୍ୱର : ବିଶିଷ୍ଟ ଭେଷଜ ଓ ଶିଶୁରୋଗ ବିଶେଷଣଜ୍ଞ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି ।କିଛିଦିନ ହେଲା ସେ ନିମୋନିଆ ରୋଗରେ ପୀଡିତ ଥିଲେ । ସ୍ବର୍ଗତ ପାଣିଗ୍ରାହୀ ଜଣେ ସ୍ୱନାମଧନ୍ୟ ଚିକିତ୍ସକ ଥିଲେ । କଟକ ଏସସିବି ମେଡିକାଲ କଲେଜରେ ସ୍ନାତକ ପରେ ଲଣ୍ଡନ…

ପୁରୀ ବାଟମଙ୍ଗଳା ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ପୁରୀ: ପୁରୀ ବାଟମଙ୍ଗଳା ନିକଟରେ ଜଳିଗଲା ଚଳନ୍ତା କାର୍ । ତେବେ ଏଥିରୁ ଅଳ୍ପରେ ବର୍ତ୍ତି ଯାଇଛନ୍ତି ଏଥିରେ ଥିବା ଯାତ୍ରୀ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କେଉଁ କାରଣରୁ ଗାଡିରେ ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ । ପୁରୀରୁ ଭୁବନେଶ୍ୱର ଅଭିମୁଖେ…

ସ୍ପେଶାଲ୍ ସ୍କ୍ୱାଡ୍ ହାତରେ ୪ ଲୁଟେରା, ୧୨ଟି ସୁନା ଚେନ୍ ଜବତ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱା଼ଡ୍ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଧରିଛି । ଏହି ଅଭିଯୁକ୍ତମାନେ ରାଜଧାନୀରେ ଘଟିଥିବା ବିଭିନ୍ନ ଲୁଟ୍ ଘଟଣାରେ ସମ୍ପୃକ୍ତି । ରିପୋର୍ଟ ଅନୁସାରେ, ସ୍ପେଶାଲ୍ ସ୍କ୍ୱାଡ୍ ସେମାନଙ୍କ ଠାରୁ ୧୨ଗୋଟି ସୁନା ଚେନ୍ ଜବତ କରିଛି । ଜବତ…

ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାକୁ ମିଛ କହିଲେ ଏସଡିପିଓ

ମାଲକାନଗିରି : ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ୍ । ସେ କହିଛନ୍ତି ଏହି ଘଟଣାରେ ପ୍ରାଥମିକ ତଦନ୍ତ କରାଯାଇଛି । ଆଉ ଏହି ଅଭିଯୋଗ ଅମୂଳକ ବୋଲି ଜଣାପଡିଛି । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ…

ଭୁବନେଶ୍ୱରରୁ ୧୮୫ ଗ୍ରାମର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ୧୮୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ଜଣାପଡିନାହିଁ। ସୂଚନା ଅନୁଯାୟୀ, ଭୁବନେଶ୍ୱରର…

ଇଞ୍ଜିନିୟରିଂ, ପଲିଟେକନିକ୍ ଓ ଆଇଟିଆଇରେ ଫିଜିକାଲ୍ କ୍ଲାସ୍ ଆରମ୍ଭ

ଭୁବନେଶ୍ୱର: ପ୍ରାୟ ୧୦ ମାସର ବ୍ୟବଧାନ ପରେ ସମସ୍ତ ପୋଷ୍ଟ ଗ୍ରାଜୁଏଟ୍ (ପିଜି), ଅଣ୍ଡର ଗ୍ରାଜୁଏଟ୍ (ୟୁଜି), ବୈଷୟିକ ବିଶ୍ୱବିଦ୍ୟାଳୟର ଡିପ୍ଲୋମା ଏବଂ ପ୍ରଫେସନାଲ୍ କଲେଜ, ପଲିଟେକନିକ୍ସ, ଡିପ୍ଲୋମା ଇନଷ୍ଟିଚ୍ୟୁସନ୍ ଏବଂ ଆଇଟିଆଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଫେବୃଆରୀ ୧୭ ଠାରୁ…

ଆଜି ବିଧାୟକ ଦଳ ବ‌ୈଠକ, କରିବ‌େ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର: ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା୧୮ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବୁଧବାର ଦିନ ବିଜେଡି, କଂଗ୍ରେସ୍ ଓ ବିଜେପି ଦଳର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା…

ବରଗଡରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୭ ଆହତ

ବରଗଡ଼: ବିଜେପୁର ସର୍ନାପାଲି ବ୍ରିଜରୁ ଖସିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ମାରପଡ଼ାକୁ ବରଯାତ୍ରୀମାନେ…