Latest Odisha News

BREAKING NEWS

Browsing Category

ଓଡିଶା

Odisha

କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ, ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି

ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓକୁ ଦିଆଯିବ ନୂଆ ରୂପ । ପ୍ରତିଷ୍ଠା ହେବ ‘ଷ୍ଟେଟ୍ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ନୂଆ ରୂପରେଖ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨ ଶହ କୋଟି । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । …

ମା’ ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ୨୦୦ କୋଟି ଟଙ୍କାର ‘ସମଲେଇ ଯୋଜନା’, ମଞ୍ଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ମା’ ସମଲେଶ୍ଵରୀ ମନ୍ଦିରର ବିକାଶ ପାଇଁ ୨ ଶହ କୋଟି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ସରକାର । ଏନେଇ ୨୦୦ କୋଟିର ‘ସମଲେଇ ଯୋଜନା’ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଆଗାମୀ ୨ରୁ୩ ଦିନ ଓଡିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା 

ଭୁବନେଶ୍ବର: ଆଗାମୀ ୨ରୁ୩ ଦିନ ଯାଏଁ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ପୂର୍ବ ଆକଳନ ଅନୁଯାଇ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ-ମଧ୍ୟମ ଧରଣର ବର୍ଷା  ଅନୁଭୂତ ହୋଇଥିବା ବେଳେ ଅବଶିଷ୍ଠ ଅଞ୍ଚଳରେ ପାଗ ମୁଖ୍ୟତ ଶୁଖିଲା ରହିଛି । …

ନିଆରା ବାହାଘର:ମାଓବାଦୀଙ୍କ ବିବାହ ଉତ୍ସବରେ ବାଜାବାଲା ସାଜିଲେ ଏସ୍‌ପି

ମାଲକାନଗିରି: ମାଲକାନଗିରି ସିମାନ୍ତରେ ଥିବା ଛତିଶଗଡ ଦନ୍ତେୱାଡା ଜିଲ୍ଲାର ଏକ ନିଆରା ବାହାଘର ଉତ୍ସବ ଦେଖିବାକୁ ମିଳିଛି । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୧୫ ଯୋଡି ବାହା ଘର ହୋଇଛି । ୧୫ ବରକୁ ୧୫ କନିଆଁ ପୁଣି ଗୋଟିଏ ବେଦୀରେ ବାହା ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି, ଏହା…

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍, ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ

ଜୟପୁର: ପୋଲିସ ହାତରେ ବାଇକ ଚୋରି ରାକେଟ୍ । ଜୟପୁର ଟାଉନ୍ ଥାନା ପୋଲିସ୍ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ଏଥିରେ ୩ ଜଣ ଯୁବକ ଓ ୨ ଜଣ ନାବାଳକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ପୋଲିସ ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ କରିଛି । ଅଭିଯୁକ୍ତମାନେ ଚୋରି ବାଇକ୍…

ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ବିରୋଧ 

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବା ପଦକ୍ଷେପକୁ ବିରୋଧ । ପ୍ରତିବାଦରେ ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ମତ୍ସ୍ୟଜୀବୀ । ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ  ମତ୍ସ୍ୟଜୀବୀଙ୍କ ତରଫରୁ…

ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ହେଲେ ଯୁବନେତା ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯିବା ସହ ସୁଜୟଙ୍କୁ ଦାୟିତ୍ୱ ପ୍ରଦାନ…

ଓଡ଼ିଶାରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କରୋନା ଭାଇରସର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ସରକାର ଆଲର୍ଟ ମୋଡରେ ଅଛନ୍ତି । ଓଡ଼ିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର କହିଛନ୍ତି । ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ…

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି, ମୁତୟନ ‌ହେବ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ବିଧାନସଭା ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି ଅଭୟ । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ‌ହେବେ ବୋଲି ସୂଚନା ରହିଛି।  ପୂର୍ବ ଥର ବିଧାନସଭା ଅଧିବେଶନ ଚାଲୁଥିବା ବେଳେ…

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ୱର: ଆସନ୍ତାକାଲି ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ୍ ଅଧିନବେଶନ । ବଜେଟ୍ ଅଧିବନେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦୈଳୀୟ ବୈଠକ ବସିଥିଲା । ସର୍ବଦଳୀୟ ବୈଠକରେ ବଜେଟର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ଚଳିତ…