Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ନୟାଗଡ଼ : ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ନୟାଗଡ଼ ଚିଲଡ୍ରେନ କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ଗତକାଲି ଏସଆଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ ଗିରଫ ହୋଇଛି ସରୋଜ ସେଠୀ । ଗତ…

ଆଜି ପବିତ୍ର ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ

ପୁରୀ: ଆଜି ବସନ୍ତ ପଞ୍ଚମୀ । ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ…

ଆଦିବାସୀଙ୍କ ନିଆରା ‘ମାଗେ ପରବ’

ଯାଜପୁର: ଚାଲିଛି ଖୁସିମଜା। ଝୁମୁଛନ୍ତି ଲୋକେ। ପାରମ୍ପରିକ ବିଦ୍ୟାର ତାଳେତାଳେ ନାଚୁଛନ୍ତି ପିଲାରୁ ବୁଢା। ପ୍ରତ୍ୟେକ ବର୍ଷ ମାଘ ମାସ ଆସିଲେ ଚଳଚଞ୍ଚଳ ହୋଇ ଉଠେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ପୁରୁଣାପାଣି ଅଞ୍ଚଳ। ବେଶ ଧୁମଧାମରେ ପାଳନ କରାଯାଏ ମାଗେ ପରବ୍। ଏଠାରେ ବସବାସ କରୁଥିବା…

ଆଜି ସୁନ୍ଦରଗଡ ଯାଉଛନ୍ତି ମୁଖ୍ୟମନ୍ତ୍ରୀ; ସର୍ବବୃହତ୍‌ ହକି ଷ୍ଟାଡିୟମର କରିବେ ଶିଳାନ୍ୟାସ  

ଭୁବନେଶ୍ୱର: ଆଜି ସୁନ୍ଦରଗଡ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିପିୟୁଟି ପରିସର‌ରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର କରିବା ନେଇ ସୂଚନା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ…

ଆଜି ପବିତ୍ର ଶ୍ରୀପଞ୍ଚମୀ; ପୁରପଲ୍ଲୀରେ ଚାଲିଛି ଜ୍ଞାନର ଦେବୀ ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ। ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ଆରାଧନା  ହୋଇଥାଏ। ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା…

ଆଉ ଗୋଟିଏ ଦିନ ପରେ ଶେଷ ହେବ ଜାତୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର: ବୟନିକା ଦ୍ୱାରା ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ବିଂଶତମ ଜାତୀୟ ହସ୍ତତନ୍ତ ମେଳା, ୨୦୨୧’ ସମାପ୍ତ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଆଜି ସରସ୍ୱତୀ ପୂଜା ପାଇଁ ସରକାରୀ ଛୁଟି ଥିବାରୁ ମେଳାରେ ଗ୍ରାହକଙ୍କ ଉପସ୍ଥିତି ସହ ଭଲ ବ୍ୟବସାୟ ହେବ ବୋଲି ଆଶା…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡ଼ାନ୍ତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ହୋଇଛି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ । ୧୯ ଅକ୍ଟୋବର ୨୦୧୯ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ଯେଉଁଥିପାଇଁ ୮୦୦ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲା। ସେପଟେ ବୈଠକ ପରେ ଶ୍ରୀମନ୍ଦିର…

କୋଟିଆ ସମସ୍ୟା ନେଇ ବିଶ୍ବ ଓଡ଼ିଶା ସମାଜର ଉଦବେଗ ପ୍ରକାଶ

ଭୁବନେଶ୍ବର : କୋଟିଆ ଗ୍ରାମପୁଞ୍ଜ ମାମଲା ନେଇ ଉଦବେଗ ପ୍ରକାଶ କରିଛି ବିଶ୍ବ ଓଡ଼ିଶା ସମାଜ । ଅନଲାଇନ୍ ଦ୍ବାରା ‘ବିଓସ’ର ପ୍ରତମ କାର୍ଯ୍ୟକାରୀ କମିଟି ବୈଠକରେ ଆନ୍ଧ୍ରପ୍ରଦେଶ ଦ୍ବାରା କୋଟିଆ ଗ୍ରାମଗୁଡିକୁ କାରସାଦି କରି ନିର୍ବାଚନ ଆଳରେ ନିଜ ରାଜ୍ୟ ସହ ମିଶାଇବା ପାଇଁ ଘୃଣ୍ୟ ଉଦ୍ୟମ…

ହାତୀ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଭିଡିଓ କନଫରେନ୍ସ ଯୋଗେ ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ କମୁଛି କରୋନା ମହାମାରୀ କାୟା । ସଂକ୍ରମଣ ସଂଖ୍ୟା କମୁଥିବା ବେଳେ, ସୁସ୍ଥ ହୋଇ ଫେରୁଛନ୍ତି କରୋନା ଆକ୍ରାନ୍ତ । ଆଜି ରାଜ୍ୟରୁ ଆଉ ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ପୁରୀରୁ ୧୧,…