Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ୍ ମୁକାବିଲାରେ ଅବଦାନ ପାଇଁ ସମ୍ବର୍ଦ୍ଧିତ ହେଲେ ସୋଆ ପ୍ରତିଷ୍ଠାତା

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଅବସରରେ ଆୟୋଜିତ କନକ୍ଳେଭ ‘ଜାତି ନନ୍ଦିଘୋଷ’ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ସମୟରେ ମୁକାବିଲା ପାଇଁ ପ୍ରଫେସର ନାୟକଙ୍କ…

ବନ୍ଦ ପାଳନ ବେଳେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: କଂଗ୍ରେସର ବନ୍ଦ ପାଳନ ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି । ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଏହି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ…

[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !

ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ…

ବାଘ ଛାଲ ଜବତ, ଦୁଇ ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୂଆପଡ଼ା: ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇ ଅଚାନକ ଚଢ଼ାଉ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଦୁଇ ଜଣଙ୍କୁ ଗିରଫ ରଖାଯାଇଛି । ଜବତ ହୋଇଛି ଗୋଟିଏ କଲର ପତରିଆ ବାଘ ଛାଲ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ ଚଢ଼ାଉ କରି ଏହି ରାକେଟକୁ ଧରିଛି…

୨୦୨୦ରେ ରାଜଧାନୀ ଭୁବନେଶ୍ୱରରେ ୨୬୧ ଜଣ ପିଲା ନିଖୋଜ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀରୁ ହଜୁଛନ୍ତି ଶିଶୁ । ୨୦୨୦ ମସିହାରେ ୨୬୧ ଜଣ ଛୁଆ ରାଜଧାନୀ ଭୁବନେଶ୍ୱରରୁ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି । ସେଥିମଧ୍ୟରୁ କମିଶନରେଟ୍ ପୋଲିସ ୬୦ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨୬୦ ଜଣଙ୍କ କୌଣସି ଖୋଜ ଖବର ନାହିଁ । ଭୁବନେଶ୍ୱର ଡିସିପି ଅଫିସ୍ ସୂତ୍ରରୁ…

ହାଜତ ଭିତରେ ହାତ ଓ ବେକ କାଟିଦେଲା ଅଭିଯୁକ୍ତ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ନିଜ ହାତ ଓ ବେକ କାଟି ଦେଲା । ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ଏକ ଡକାୟତି ମାମଲାରେ  ତାଳବଣିଆ ଥାନା ପୋଲିସ ୫ଜଣ…

ଶ୍ରୀମନ୍ଦିରରେ ଯାତ୍ରୀ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ । ସୁଆର ସେବାୟତ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ବେଳେ ଇଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୁଣ୍ଡକୁ କୁଡୁଆରେ ଛେଚି ଦେଲେ ସୁଆର ସେବାୟତ । ଆହତ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାର ମେଡିକାଲରେ…

ଆଜି ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଏବେ ରାଜ୍ୟରୁ ପ୍ରତିଦିନ ଶହେରୁ କମ୍ କରୋନା ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବଧିକ ୨୭ ସଂକ୍ରମିତ…

ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ମିଳିଛି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ପାଳନ କରୁଛି ରାଜ୍ୟ କଂଗ୍ରେସ । ସାରା ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତୈଳ ଦର ସାଧାରଣ ଲୋକଙ୍କୁ ବହୁତ…

ଭୁବନେଶ୍ୱରରେ ସ୍ବିଗି ସେବା ବ୍ୟାହତ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଗତ ଏକ ସପ୍ତାହ ଧରି ଡେଲିଭରି ବଏ୍ ମାନେ ଷ୍ଟ୍ରାଇକରେ ରହିଥିବା ଯୋଗୁଁ ଭୁବନେଶ୍ୱରରେ ସ୍ବିଗି ସେବା ବନ୍ଦ କରାଯାଇଛି। ତେବେ ସେମାନେ ଦାବି କରିଛନ୍ତି ଯେ, କରୋନା ମହାମାରୀ ଯୋଗୁଁ ଯେଉଁ ସବୁ ସୁବିଧା ବନ୍ଦ କରାଯାଇଥିଲା ସେସବୁ ପୁଣି ଦିଆଯାଉ। ଅର୍ଡରରେ କିମି. ପ୍ରତି ୪…