Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର ୨୫ ନଗର ଓ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା

ଭୁବନେଶ୍ୱର: ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓ ଫାଇବର୍ ସମ୍ପ୍ରତି ଓଡ଼ିଶାର ୨୫ଟି ପ୍ରମୁଖ ନଗର ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେବା ପ୍ରଦାନ ଆରମ୍ଭ କରିଛିି। ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍…

ନୂଆ ରୂପରେ ଆସୁଛନ୍ତି ଅଭିନେତା ଲିକୁନ ଚୌଧୁରୀ

ଭୁବନେଶ୍ୱର: ଟେଲି ପରଦାର ଲୋକପ୍ରିୟ କଳାକାର ଲିକୁନ ଚୌଧୁରୀ ଏକ ନୂଆ ରୂପରେ ଆସୁଛନ୍ତି । ତରଙ୍ଗରେ ପ୍ରସାରିତ ମଙ୍ଗଳମୂର୍ତ୍ତି ପ୍ରଡକ୍ସନର ନୂଆ ସିରିୟଲ ସିନ୍ଦୁରର ଅଧିକାରରେ ଏକ ଭିନ୍ନ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଏହି ସିରିଏଲରେ ତାଙ୍କ ଚରିତ୍ରର ନାମ ମିଠୁ ରହିଛି । ଛୋଟ ବେଳୁ…

କରୋନାରୁ ସୁସ୍ଥ ହେଲେ ଆଉ ୧୦୩ ଜଣ ଆକ୍ରାନ୍ତ

ଭୁବନେଶ୍ବର : କରୋନାକୁ ନେଇ ଖୁସି ଖବର । ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୦୩ ଜଣ କରୋନା ଆକ୍ରାନ୍ତ । କଟକରୁ ୧୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ସୁନ୍ଦରଗଡ଼ରୁ ୧୬, ବରଗଡ଼ରୁ ୧୨, ଝାରସୁଗୁଡ଼ାରୁ ୧୧, ଅନୁଗୁଳରୁ ୧୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ସମ୍ବଲପୁରରୁ ୬,…

ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବଢ଼ିଲା ଅବଧି

ଭୁବନେଶ୍ୱର : ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଢ଼ିଲା ଟିକାକରଣ ଅବଧି । ଫେବ୍ରୁଆରୀ ୨୫ ସୁଦ୍ଧା ଏମାନଙ୍କୁ ଟିକା ନେବାକୁ କୁହାଯାଇଛି । ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ୍ୟ ରକ୍ଷାଯାଇଥିଲା…

ଆସନ୍ତାକାଲି ବସ ଚଳାଚଳ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଘରୋଇ ବସ ଚଳାଚଳ । ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରସର ବନ୍ଦ ଡାକରା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବନ୍ଦ ଡାକରା ସମୟରେ ଯେପରି ଘରୋଇ ବସର କୌଣସି କ୍ଷୟକ୍ଷତି ନଘଟେ,…

ଆସନ୍ତାକାଲି ସବୁ ସରକାରୀ ଓ ବେସରକାରୀ କଲେଜ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସମସ୍ତ ସରକାରୀ ଓ ବେସକାରୀ କଲେ ବନ୍ଦ ରହିବ । ଏ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ…

କର୍ଲାପାଟ ଅଭୟାରଣ୍ୟରେ ପୁଣି ୧ ହାତୀ ମୃତ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

ଭବାନୀପାଟନା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ରବିବାର ଦିନ ଆଉ ଏକ ହାତୀର ମୃତଦେହ ମିଳିଛି। ଯାହାକୁ ମିଶାଇ ହାତୀ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ରିଜିଓନାଲ୍ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ଆରସିସିଏଫ୍) ସୁଦୀପ୍ତ ଦାଶ କହିଛନ୍ତି ଯେ ପୂର୍ବରୁ ଯେଉଁଠାରେ ଅନ୍ୟ ଚାରିଟି…

ସନରାଇଜ ବ୍ୟାଡମିଂଟନ ଚାମ୍ପିୟନଶିପ: ସରୋଜ-କେଶବ ଚାମ୍ପିୟନ

ଭୁବନେଶ୍ୱର: ସ୍ଥାନୀୟ ଇମ୍ଫା ପାର୍କରେ ୨ୟ ସନରାଇଜ ବ୍ୟାଡମିଂଟନ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ସରୋଜ ପାତ୍ର ଓ କେଶବ ଚନ୍ଦ୍ର ପ୍ରଧାନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେମାନେ ଅଶୋକ ସୋନି ଓ ଗୌତମ ରାଉତ ଯୋଡିଙ୍କୁ ପରାସ୍ତ କରିଥିଲେ । ଅତିଥି ଭାବେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ…

ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ପ୍ରାଣୀ ଉଦ୍ୟାନର ବଟାନିକାଲ୍ ଗାର୍ଡେନରେ ଭିତରେ ଥିବା ଏକ ନିଛାଟିଆ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।…

ଫେବୃଆରୀ ୧୫ରେ ଓଡ଼ିଶାର ସମସ୍ତ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: ଫେବୃଆରୀ ୧୫ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଯାହାକୁ ଦୃଷ୍ଟିରେ ସେହି ଦିନ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବନ୍ଦରେ…