Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ, ୧୮ରୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ତାପୂର୍ବରୁ କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ କରାଯିବ । ସକାଳ ସାଢେ ୮ଟାରୁ ଅପରାହ୍ନ ୫ ଯାଏଁ ଟେଷ୍ଟ ଚାଲିବ । ସମସ୍ତ ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର କୋଭିଡ ଟେଷ୍ଟ…

ଓଡ଼ିଶାରେ ୮୦ ଲକ୍ଷ ପାର କଲା କୋଭିଡ୍ ଟେଷ୍ଟ, ଆଜି ଚିହ୍ନଟ ହେଲେ ୭୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣ ଏବେ ଶହେ ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୩ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ୧୯ ଜିଲ୍ଲାରୁ ନୂଆ ପଜିଟିଭ୍…

୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଉତ୍ସବର ପ୍ରଥମ ସସନ୍ଧ୍ୟାରେ ତ୍ରିଧାରାର ଶିଳ୍ପୀମାନଙ୍କ ଦ୍ୱାରା ସଂକ୍ଷିପ୍ତ…

ଏକାମ୍ର କ୍ଷେତ୍ର ପାଇଁ NMAର ବାଇ-ଲ’ ପ୍ରତ୍ୟାହାର ନେଇ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏର ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ଦାବି ତେଜିବାରେ ଲାଗିଛି । ଆଜି ଦସ୍ତଖତ ଅଭିଯାନ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଲିଙ୍ଗରାଜ ମନ୍ଦିର ଆଗରୁ ଅଭିଯାନର ଶୁଭାରମ୍ଭ କରିଛି ଦଳ । ଏହି ଅଭିଯାନର ଶୁଭାରମ୍ଭ…

ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ସୋମବାର ଓଡ଼ିଶା ବନ୍ଦ । କଂଗ୍ରେସ ଦଳ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା…

ଝରାଫୁଲ ମୃତ୍ୟୁ ମାମଲା; ବିଧାନସଭା ସମ୍ମୁଖରେ ଆତ୍ମହୁତି ଲାଗି ଧମକ ଦେଲେ ବାପା

ଭୁବନେଶ୍ୱର: ଝରାଫୁଲା ନାୟକ ମୃତ୍ୟୁ ମାମଲାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ରହସ୍ୟ ଖୋଲିପାରୁନି। ସତ୍ୟତା ଉନ୍ମୋଚିତ ନହେଲେ ଝରାଫୁଲାଙ୍କ ବାପା ରାମକାନ୍ତ ନାୟକ ବିଧାନସଭା ସମ୍ମୁଖରେ ଆତ୍ମହୁତି କରିବାକୁ ଧମକ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କମିଶନରେଟ୍ ପୋଲିସ ୭ ଦିନ…

ସ୍ତ୍ରୀକୁ ମାରିବା ପାଇଁ ସ୍ୱୀମା ଦେଇଥିଲା ସୁପାରୀ, ୪ ଜଣ ଗିରଫ

ନୟାଗଡ଼: ସାତ ଜନ୍ମର ସାଥି ପାଲଟିଲା ସୈତାନ । ପରକୀୟ ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ପିଶାଚ ପାଲଟିଗଲା ସ୍ୱାମୀ । ସବୁଦିନ ପାଇଁ ସ୍ତ୍ରୀକୁ ନିଜ ରାସ୍ତାକୁ ହଟାଇ ଦେବାକୁ ଯୋଜନା କଲା । ଶେଷରେ ସୁପାରୀ କିଲର ଲଗାଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ । ନୟାଗଡ଼ ଜିଲ୍ଲା ଶରଣକୁଳ ବଧୂ ହତ୍ୟା…

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ- ‘ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର: ଓଡ଼ିଶା ଭୂଇଁରେ ଆନ୍ଧ୍ରର ନିର୍ବାଚନ । କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଶନିବାର ବଳପୂର୍ବକ ଫୋର୍ସ ଲଗାଇ ଆନ୍ଧ୍ର ସରକାର ନିର୍ବାଚନ କରାଇଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ୍ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ କୋଟିଆରେ ଭୋଟିଂ କରାଇଥିବା ବେଳେ ଏହାକୁ ଚିନ୍ତାର ବିଷୟ ବୋଲି…

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପିଟା ଖାଇଲା ଯୁବକ

କେନ୍ଦୁଝର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ଗାଁ ଲୋକ । ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି…

ପୁଲୱାମା ଆକ୍ରମଣର ସହିଦଙ୍କ ସ୍ମୃତିରେ ବିରାଟ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୨ ବର୍ଷ ପୁରିଛି  । ସହିଦ ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି । ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ବାଣୀବିହାରରୁ…