Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡ଼ିଓ] ଦିନ ଦ୍ବୀପହରରେ ରାସ୍ତାରେ ବୁଲୁଛି ଭାଲୁ

ନବରଙ୍ଗପୁର: ଦିନ ଦ୍ବୀପହରରେ ରାସ୍ତା ରେ ବୁଲୁଛି ଭାଲୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା ଠାରୁ ଉଦୟପୁର ରାସ୍ତା ମଧ୍ୟରେ । ସେହି ରାସ୍ତା ଦେଇ କାର ରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତା ଉପର ଦେଇ ଭାଲୁ ଯାଉଥିବା ଦେଖି…

ହୁ ହୁ ହୋଇ ଜଳିଲା ଚଳନ୍ତା କାର; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ନବରଙ୍ଗପୁର: କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥରେ ଘଟିଛି ଅଭାବନୀୟ ଦୁର୍ଘଟଣା ।ଚାଲୁ ଚାଲୁ ହୁ ହୁ ହୋଇ ଜଳିଲା କାର । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ଯାତ୍ରୀ। ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି ମହାବିଦ୍ୟାଳୟ ରାସ୍ତା ସମ୍ମୁଖରେ ଏକ ଚଳନ୍ତା କାରରେ ନିଆଁ…

ଗଛରେ ପିଟି ହେଲା କାର, ୨ ମୃତ ଓ ୨ଗୁରୁତର

ବଲାଙ୍ଗିର: ଗଛରେ ପିଟି ହେଲା କାର୍ । ଦୁର୍ଘଟଣା ନେଲା ଦୁଇ ଜଣଙ୍କର ଜୀବନ । ଆଉ ଦୁଇ ଜଣ ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଦୁଇ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଉଦ୍ଧାର…

ଭଦ୍ରକରେ ଅଗ୍ନିକାଣ୍ଡ; ୪ ପରିବାର ସର୍ବସ୍ବନ୍ତ

ଭଦ୍ରକ: ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ। ଜଳି ପୋଡି ପାଉଁଶ ହୋଇଯାଉଛି ୧୦ ବଖରାରୁ ଅଧିକ ଘର। ଏଥିରେ ୪ ଟି ପରିବାର ନିଜର ସର୍ବସ୍ୱ ହରାଇ ସର୍ବସ୍ୱନ୍ତ ହୋଇ ପଡିଛନ୍ତି। ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି…

ରାଉରକେଲାରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦ୍‌ଘାଟିତ; ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ…

ରାଉରକେଲା: ସୁନ୍ଦରଗଡ଼ ପରେ ରାଉରକେଲାରେ ଖୋଲିଲା "ସୁଦକ୍ଷ" କୋଚିଂ କେନ୍ଦ୍ର । କୋଏଲ ନଗରଠାରେ ଗୁରୁବାର ଦିନ ଏହି କୋଚିଂ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଏବଂ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଉଦଘାଟନ କରିଛନ୍ତି । ସୁନ୍ଦରଗଡ଼ ସହିତ…

ଅସହ୍ୟ ଜାଡ଼ରେ ଥରୁଛି ଓଡିଶା; ଫୁଲବାଣୀରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଥରୁଛି ଓଡିଶା। ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଶୀତର ପ୍ରକୋପ ଏବେ ଅଧିକ ରହିଥିବା ବେଳେ ଆସନ୍ତା ୨ରୁ ୩ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ମାତ୍ର ୮ ତାରିଖରୁ ପୁଣି ଥିରେ ପାରଦସ୍ତର ଖସିବା ସହ ଶୀତ…

ଭଞ୍ଜନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୫ ବଖରା ଘର

ଭଞ୍ଜନଗର: ଭଞ୍ଜନଗର ତାରାସିଙ୍ଗ ଥାନା ଅନ୍ତର୍ଗତ ନାରୀଗୋଚ୍ଛା ନିକଟ ମିଲସାହିରେ ଘଟିଛି ଭୟବହ ଅଗ୍ନିକାଣ୍ଡ । ଏଥିରେ ଦୋକାନ ଗୃହ ସମେତ ୫ ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି। ସୂଚନାନୁସାରେ, ନିଆଁ ତିନୋଟି ଖଳାରେ ଲାଗିବା ହେତୁ ପ୍ରାୟ ୧୦୦ ବସ୍ତା ଧାନ ପୋଡି ଯାଇଥିବା ବେଳେ ଗୋଟିଏ ଧାନ…

ଟ୍ରାଫିକ ସଚେତନତା ସୃଷ୍ଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନୋଟାର ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ…

ଭୁବନେଶ୍ୱର: ଟାଫ୍ରିକ ସଚେତନତାକୁ ନେଇ ହୋଇଥିବା ଅନଲାଇନ ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ନୋଟାର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଓଡିଶା ଆଦର୍ଶ ବିଦ୍ୟାଳୟ ସମୂହର ଉପଦେଷ୍ଟା ବିଜୟ ସାହୁ । ଏହି ଅବସରରେ ଏସଏମ୍‌ଇର ପ୍ରମୁଖ ସଚିବ…

ପରଲୋକରେ ପ୍ରଯୋଜକ ଶ୍ରୀନିବାସ ପାଇକରାୟ

ଭୁବନେଶ୍ୱର: ପଞ୍ଚସଖା ଫିଲ୍ମସ୍ ଓ ଦେବାଶିଷ ଚଳଚିତ୍ର ପ୍ରଯୋଜନାର ପ୍ରଯୋଜକ ଶ୍ରୀନିବାସ ପାଇକରାୟଙ୍କର ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମରଶରୀରକୁ ଶେଷଦର୍ଶନ ପାଇଁ ନରଣଗଡର ମାନପୁରକୁ ନିଆଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି । ଶ୍ରୀ…

କୋରାପୁଟ ଜିଲ୍ଲାପାଳ ହେଲେ ଅବଦଲ ଅଖତର

କୋରାପୁଟ : ବଦଳିଲେ କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କ ସ୍ଥାନରେ କଟକ ପିଡି ଡିଆରଡିଏ ରହିଥିବା ୨୦୧୬ ବ୍ୟାଚର ଆଇଏଏସ ଅବଦଲ ଅଖତରଙ୍କୁ ଜିଲ୍ଲାପାଳ ଭାବେ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଆଜି ସାଧାରଣ…