Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାର୍ଚ୍ଚ ୮ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୮ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ସାରା ରାଜ୍ୟରେ ୨୫୦ ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏନେଇ ଓଏଭିଏସ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ ଷଷ୍ଠ ଶ୍ରେଣୀରେ ଆଡମିଶନ କରିବାକୁ ଚାହୁଁଥିବା…

ପିଲା ଚୋର ସନ୍ଦେହରେ ମାଡ଼ 

ସୋର : ଅଜଣା ବ୍ୟକ୍ତିଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ । ପିଲା ଚୋର ସନ୍ଦେହରେ ଲୋକେ ମାଡ଼ ମାରିଥିବା ଜଣାପଡିଛି । ବାଲେଶ୍ବର ଜିଲ୍ଲା  ସିମୁଳିଆ ଥାନା ବେତଡ଼ା ଥାନା ସଜନାପୁର ଛକ ନିକଟରେ ଘଟିଛି ଘଟଣା । ଖବର ଅନୁଯାୟୀ, ବେତଡା ପାହିତୋରଣା ଅଞ୍ଚଳର ନିରଞନ ଦାସଙ୍କ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ 

ମାଲକାନଗିରି : ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମହିଳା ମାଓବାଦୀଙ୍କ ନାଁରେ ବହୁ ମାମଲା ଥିବା ସୂଚନା ମିଳିଛି ।  ଲାଛି ଖରା ନାମକ ଏହି ମହିଳା ମାଓବାଦୀ କିଛି ବର୍ଷ ଧରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ଭାବେ…

କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ : ଢେଙ୍କାନାଳ ସହର ଷ୍ଟେସନ ବଜାର ଅଞ୍ଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା ଘଟିଛି । କାରଖାନାରେ କାମ କରୁଥିବା ବେଳେ ମେସିନରେ ଚାପ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ମୃତକ ଜଣଙ୍କ କଟକ ଗୁରୁଡିଝାଟିଆର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ପ୍ରଶାନ୍ତ…

ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡରେ ୧୪ କଣ୍ଟିଜେଣ୍ଟ ଯୋଗ ଦେବେ: ଡିଜିପି

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ଅବସରରେ ମୋଟ ୧୪ ଜଣ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଫାଇନାଲ୍ ରିହର୍ସଲକୁ ତଦାରଖ କରିବା ସମୟରେ ଏନେଇ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁଁ…

ଓଡ଼ିଶାରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର:ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୫୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୮୯ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୬୧ଟି ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ…

ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ମୋ ସ୍କୁଲର ‘ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ’ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଲୋକପ୍ରିୟ ହେବାରେ ଲାଗିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଭଳି ବରିଷ୍ଠ ଅଧିକାରୀ ପରେ ଅନ୍ୟ ଆଇଏସ୍ ଏଥିରେ ସାମିଲ୍ ହୋଇଛନ୍ତି । ଶୁକ୍ରବାର ରାଜ୍ୟର କେତେକ…

କରଞ୍ଜିଆରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ; ଜଣେ ଗୁରୁତର

କରଞ୍ଜିଆ: କରଞ୍ଜିଆର ଏକ ଗାଁ ଭିତରେ ପଶିଛନ୍ତି ୯ଟିକିଆ ଝାଡ଼ଖଣ୍ଡି ହାତୀପଲ। ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ସୂଚନା। ଗୁରୁତର ଜଣକ ହେଉଛନ୍ତି ଦୁଧିଆଣି ରେଞ୍ଜ କିଆ ଗାଁର ଦୁର୍ବାସା ମହାନ୍ତ। ସୂଚନାନୁସାରେ, କିଛି ଦିନ ହେବ ୯ଟିକିଆ ଝାଡଖଣ୍ଡି ହାତୀପଲ ଏହି ଗାଁରେ ଉପଦ୍ରବ…

ଝାରପଡ଼ା ଜେଲରେ କଏଦୀ ଶିଖିବେ କମ୍ପ୍ୟୁଟର, ଆରମ୍ଭ ହେବ ଇ-ଲାଇବ୍ରେରୀ

ଭୁବନେଶ୍ୱର: ଜେଲରେ ମିଳିବ ଡିଜିଟାଲ୍ ଶିକ୍ଷା । ସ୍ମାର୍ଟ ହେବେ କଏଦୀ । ଜାନୁଆରୀ ୨୬ ତାରିଖରୁ ଝାରପଡ଼ା ଜେଲରେ କଏଦୀଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି କମ୍ପ୍ୟୁଟର ପାଠ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ୨୬ ଜଣ କଏଦୀ କମ୍ପ୍ୟୁଟର ଶିଖିବେ । କଏଦୀଙ୍କ ଲାଗି ଝାରପଡ଼ା ଜେଲରେ ୩୦ଟି କମ୍ୟୁଟର…

ପୁଣି ନକଲି କାରଖାନା; ବ୍ରହ୍ମପୁରରୁ ଠାବ ହେଲା ନକଲି ସସ୍ ଫ୍ୟାକ୍ଟ୍ରି

ବ୍ରହ୍ମପୁର: ବିଗତ କିଛିଦିନ ହେବ ପ୍ରଥମେ କଟକ ପରେ ଭୁବନେଶ୍ୱର ଏହାପରେ କ୍ରମାଗତ ଭାବେ ଅନେକ ଜିଲ୍ଲାରୁ ନକଲି ସାମଗ୍ରୀର କାରଖାନା ଠାବ ହୋଇ ଆସୁଛି। ପୁଣି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ନକଲି ସସ୍ ଫ୍ୟାକ୍ଟ୍ରି ଠାବ ହୋଇଥିବା ସୂଚନା ମିଳିଛି। ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ…