Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା 

ବ୍ରହ୍ମପୁର : ଚା’ ପିଉଥିବା ବେଳେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ ସୁମଣ୍ଡଳ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ସୂଚନା ଅନୁସାରେ, ଦେବରାଜ…

ଓଲିଉଡ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବର୍ଷୀୟାନ୍ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ନିଖୁଣ…

ଜଳିଗଲା ଗଞ୍ଜେଇ ବୋଝେଇ କାର୍, କାରଣ ଅସ୍ପଷ୍ଟ

ମାଲକାନଗିରି: ଜଳିଗଲା ଗଞ୍ଜେଇ ବୋଝେଇ କାର୍ । ଜଳି ପୋଡ଼ି ଗାଡ଼ିଟି ଛାରଖାର ହୋଇଯାଇଛି । ମାଲକାନଗିରି ଥାନା ଅନ୍ତର୍ଗତ ଚଲାନଗୁଡା ନିକଟରେ ଏହି ଘଟଣା ଘଟିଛି । ନିଆଁ ଲାଗି ଗାଡ଼ି ସହ ସେଥିରେ ଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…

ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ ନିର୍ବାଚନ: ଜଗମୋହନ ସଭାପତି, ଅଭିଜିତ‌ ସମ୍ପାଦକ ନିର୍ବାଚିତ

କଟକ: ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ (ଓଓଏ)ର ସଭାପତି ଭାବରେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜଗମୋହନ ପଟ୍ଟନାୟକ । ସେହିପରି ଅଭିଜିତ୍‌ ପାଲ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ କମଳାକାନ୍ତ ପାଣ୍ଡେ, ପ୍ରତାପ ଶତପଥୀ, କିଶୋର କୁମାର ବିଶ୍ୱାଳ, ନଳିନୀ କୁମାର…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ବା ଶ୍ରୀମୁଖ ଶିଙ୍ଗାର ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ଗୁପ୍ତ ନୀତି ଅପରାହ୍ନ ୪ଟା ରୁ ସନ୍ଧ୍ୟା ୮ଟା ମଧ୍ୟରେ ହେବ । ପରମ୍ପରା ଓ ରୀତିନୀତି ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କର…

ନିଆଁ ଆଁରେ ଚାଲିଗଲା ୬ଟି ପରିବାରର ୮ ବଖରା ଘର

ନୟାଗଡ଼: ରାତିରେ ଲାଗିଲା ନିଆଁ । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବ୍ୟାପିଲା । ଚାହୁଁ ଚାହୁଁ ନିଆଁ ଗିଳିଦେଲା ୮ ବଖରା ଘର । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଥରଦ୍ୱାର ଗାଁରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ଟି ପରିବାରର ୮ ବଖା ଘର ଜଳି ପୋଡ଼ି ଛାରଖାର । ଲକ୍ଷାଧିକ…

ତାତିଲେ ଚାଷୀ, ଧାନ ବସ୍ତା ରଖି ରାସ୍ତା ଅବରୋଧ

ସୁନ୍ଦରଗଡ଼: କଟନି ଛଟନି ଓ ଟୋକନ ନ ମିଳିବାରୁ ତାତିଲେ ଚାଷୀ । ସୁନ୍ଦରଗଡ଼ ଜିଲ୍ଲାରେ ରାସ୍ତାକୁ ଓହ୍ଲଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କର ଅନ୍ତର୍ଗତ କରମଡିହି ଜସପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଧାନ ବସ୍ତା ଓ ଟ୍ରାକ୍ଟର ରଖି ରାସ୍ତାରୋକ କରିଛନ୍ତି । ଚାଷୀ ଅଭିଯୋଗ…

ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ୍ ଜବତ, ୨ ଜଣ ଗିରଫ 

ବଲାଙ୍ଗିର: ବେଆଇନ୍ ଚାଲାଣ ବେଳେ ବଲାଙ୍ଗିର ଜିଲ୍ଲା ସାଲେଭଟାରୁ ବିପୁଳ ପରିମାଣର ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ ଜବତ । ବନ ବିଭାଗ କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଦେଓଗାଁ ବ୍ଲକ ବନ୍ଧପଡ଼ା ଅଞ୍ଚଳରୁ ବେଆଇନ ଭାବରେ କାଠ ସମ୍ୱଲପୁରକୁ ଚାଲାଣ କରାଯାଉଥିଲା ।…

ପରଲୋକରେ ଓଲିଉଡ ଜଗତର ବରିଷ୍ଠ ଅଭିନେତା ରବି ମିଶ୍ର

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ରବି ମିଶ୍ର ଙ୍କର ଆଜି ପରଲୋକ ହୋଇଛି। ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ଶ୍ରୀ ମିଶ୍ରଙ୍କ…