Latest Odisha News

BREAKING NEWS

Browsing Category

ଓଡିଶା

Odisha

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଦେଓମାଳି 

କୋରାପୁଟ: ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଆମ ଓଡ଼ିଶା । ଓଡିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି । ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ସାଜିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା…

ରାଜ୍ୟରେ କମୁଛି ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କମୁଛି ଶୀତର ପ୍ରକୋପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆଉ ୨-୩ ଦିନ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ଅଛି। ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ…

ଜାତୀୟ ରାଜପଥରେ ବାଇକ ଆରୋହୀଙ୍କୁ ଗୁଳି କରି ଟଙ୍କା ଲୁଟ ଉଦ୍ୟମ  

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ବୁତ୍ତଙ୍କ ଦୌରାତ୍ମ୍ୟ। ଜାତୀୟ ରାଜପଥରେ ଦୁଇ ବାଇକ ଆରୋହୀଙ୍କୁ ଗୁଳି କରିବା ସହ ସେମାନଙ୍କ ଠାରୁ ଲୁଟ କରିବାକୁ ୮ କିଲୋମିଟର ଗୋଡାଇଛନ୍ତି ଲୁଟେରା । ଏଭଳି ଏକ ଲୋମ ଟାଙ୍କୁରା ଖବର ଆଡ଼ିଛି ବାଲେଶ୍ୱର ଜିଲ୍ଲାରୁ ଖବର ଅନୁଯାୟୀ, ବାଲେଶ୍ଵର…

ଗଜପତିରେ ୧୭ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମୋହନା : ଗଜପତି ଜିଲ୍ଲା ମୋହନରେ ଆନୁମାନିକ ୧୭ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ପ୍ରାୟ ୮୯ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସୂଚନାନୁସାରେ, ସ୍ଥାନୀୟ ଲେଖରୀପଟା ଗାଁ ନିକଟରେ ଗଞ୍ଜେଇ ହେଉଥିବା କୌଣସି ଏକ ବିଶେଷ…

ଟିକାଦାନ କେନ୍ଦ୍ର ଚୂଡ଼ାନ୍ତ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଟିକାକରଣ ପାଇଁ ରାଜ୍ୟରେ ଆରମ୍ଭ ହେଲାଣି ତତ୍ପରତା । ଟିକା ଆସିଲେ ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ଏଥିପାଇଁ କୋଭିଡ୍ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ…

ରାଜଧାନୀର ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ

ଭୁବନେଶ୍ୱର: ନୂଆବର୍ଷରେ କମିଶରେଟ ପୋଲିସର ନୂଆ ଯୋଜନା । ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ ନୂଆ ପଦକ୍ଷେପ । ପୋଲିସର ବସ୍ତିକୁ ଚାଲ ଅଭିଯାନ । ବସ୍ତିକୁ ଜଗିବ ପୋଲିସ । ରାଜଧାନୀର ବିଭିନ୍ନ ବସ୍ତିରେ ରାଜ୍ୟ ବାହାରର ଅପରାଧୀ ଭଡ଼ା ଘରେ ରହୁଛନ୍ତି । ଏଠାରେ ଲୁଚୁଛନ୍ତି । ଏହାକୁ ରୋକିବା…

ଓଡ଼ିଶାରେ ୩ ଲକ୍ଷ ୨୬ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୯୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୫୦୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ…

ନୂଆ ରୂପ ପାଇବ କେନ୍ଦୁଝରର ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର

କେନ୍ଦୁଝର: ନୂଆ ରୂପରେ ଶୋଭା ପାଇବ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉ ବିଜେଙ୍କର ମନ୍ଦିର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ଆର୍ଥିକ ଅନୁଦାନରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୦୨୧ ମସିହା ଶେଷ ସୁଦ୍ଧା ସରିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।…

ଜାନୁଆରୀ ୩୦ ସୁଦ୍ଧା ଓଡ଼ିଶାକୁ ମିଳିପାରେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୩୦ ସୁଦ୍ଧା କୋଭିଡ-୧୯ ଟିକା ଓଡିଶାରେ ପହଞ୍ଚିବାର ସମ୍ଭାବନା ଥିବା ନେଇ ସୋମବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ରାଜ୍ୟରେ ପ୍ରଥମ ଡୋଜ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ତଥା ଡାକ୍ତରଙ୍କ ଭଳି…