Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରର ୫ଟି ସ୍ଥାନରୁ ୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩ ଜଣ କରୋନା ପଜିଟିଭ…

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

ସ୍କୁଲ ଛାତ୍ରଛାତ୍ରୀଙ୍କର ହୋଇପାରେ କରୋନା ଟେଷ୍ଟ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର କୋଭିଡ-୧୯ ଟେଷ୍ଟ ହୋଇପାରେ ବୋଲି ସୋମବାର ଦିନ ଓଡ଼ିଶା ସରକାର ପ୍ରକାଶ କରିଛନ୍ତି। ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ନିର୍ଦ୍ଦେଶକ ସିବିକେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍…

ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଅନଲାଇନ ସଭାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର : ଭାଷାକୁ ନେଇ ସଙ୍ଗୀତ ସୃଷ୍ଟି । ବହୁ ସଂଘର୍ଷ ପରେ ଓଡ଼ିଆ ଏକ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭଷାର ମାନ୍ୟତା ପାଇପାରିଛି । ଭାଷାକୁ ନେଇ ସୃଷ୍ଟି ହୋଇଥିବା ଓଡ଼ିଶୀ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ଉଚିତ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଉତ୍ସବରେ…

 ନଅ ମାସ ପରେ ଖୋଲିବ ନୃସିଂହନାଥ ମନ୍ଦିର

ପାଇକମାଲ: ଚଳିତ ମାସ ୬ ତାରିଖରୁ ନୃସିଂହନାଥ ମନ୍ଦିର ଖୋଲିବ । ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିର ଦୀର୍ଘ ନଅ ମାସ ହେଲା ବନ୍ଦ ରହିବା ପରେ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ପ୍ରଥମେ ସାତଦିନ ବରଗଡ଼ ଜିଲ୍ଲାର ଲୋକଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏଥିପାଇଁ କୋଭିଡ…

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ ବା ବ୍ରେନ୍ ମ୍ୟାପିଂ । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପକସୋ କୋର୍ଟରେ ଆବେଦନ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଅନୁମତି ମିଳିଲେ ସରୋଜ ସେଠୀରେ ବ୍ରେନ୍ ମ୍ୟାପିଂ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ, ଯୁବକଙ୍କୁ କାବୁ କଲା ପୋଲିସ

ଖୋର୍ଦ୍ଧା: ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କର ଆତ୍ମାହୁତି ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏତିକିବେଳେ ତାଙ୍କୁ କାବୁ କରିଥିଲା ପୋଲିସ । ଆତ୍ମାହୁତି ଉଦ୍ୟମ କରୁଥିବା ବ୍ୟକ୍ତି ହେଉଛନ୍ତି ବୋଲଗଡ ଥାନା ବାଙ୍କୋଇ ଗାଁରର…

କେନ୍ଦ୍ର ସରକାର ଟିକା ଦେବା କ୍ଷଣି ଓଡ଼ିଶାରେ ଟିକାକରଣ: ଡିଏମଇଟି

ଭୁବନେଶ୍ୱର: ଦେଶରେ ଦୁଇଟି ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ ବା DCGI ଅନୁମତି ପ୍ରଦାନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଡି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତକ୍ଷଣାତ୍ ରାଜ୍ୟରେ ଟିକାକରଣ କରାଯିବ ।…

ମହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ନିର୍ମମ ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଲାଣି । ତଥାପି ପୋଲିସ ହାତ ଖାଲି । ଏହାକୁ ନେଇ ତେଜିଛି ରାଜନୀତି । ବିଜେପି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି । ନଚେତ ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ…