Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ସର୍ଚ୍ଚ ଅପରେସନ୍

କଟକ: ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କମିଶରେଟ ପୋଲିସ । ଆଜି ଦ୍ୱିତୀୟ ଦିନରେ ଡି-ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଡିଏସ୍ ହାଉସରେ ସର୍ଚ୍ଚ ଜାରି ରହିଛି । ସା ଭାଇ ସୁଶୀଲ ଧଳସାମନ୍ତଙ୍କୁ ସାଙ୍ଗରେ ଆଣି ତାଙ୍କ ଉପସ୍ଥିତିରେ ପୋଲିସ ଖୋଳତାଡ ଚଳାଇଛି । ଗତକାଲି ଖୋଜାଖୋଜି…

ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ଆହ୍ୱାନ ଦେଲେ ନବୀନ, ଜାତୀୟ ଦଳଙ୍କୁ ଟାର୍ଗେଟ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସରେ ମହିଳା । ମହିଳା ସଶକ୍ତିକରଣକୁ ତାଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ଆଜି ବିଜେଡିର ପ୍ରତିଷ୍ଠା ଦିବସରେ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳକୁ ଟାର୍ଗେଟ କରିଛନ୍ତି ଦଳ ସଭାପତି ନବୀନ…

ରାଜ୍ୟରୁ ୩୩୪ କରୋନା ଆକ୍ରାନ୍ତ ଚିହ୍ନଟ, ମହାମାରୀ ନେଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୩୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୯୪ ଆକ୍ରାନ୍ତ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୦ଟି । ଗତ ୨୪ ଘଣ୍ଟାରେ ରାଜ୍ୟର…

ବିଜେଡି ପ୍ରତିଷ୍ଠା ଦିବସରେ ଶ୍ରେଷ୍ଠ ଓଡ଼ିଶା ଗଠନ ଆହ୍ୱାନ ଦେଲେ ସୁପ୍ରିମୋ

ଭୁବନେଶ୍ୱର: ଆଜି ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଦଳୀୟ ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆହ୍ୱାନ ଦେଇଛନ୍ତି ନବୀନ । ସେ ଲେଖିଛନ୍ତି, ଓଡ଼ିଶାବାସୀଙ୍କ ଭଲ ପାଇବା, ଆଶୀର୍ବାଦ ଓ…

କରୋନା ପଜିଟିଭ୍ ଚିହ୍ନଟ ପରେ କଟକ ଜିଲ୍ଲାର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ପୁଣି ଫେରିଲା କଣ୍ଟେନମେଣ୍ଟ । ୧୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗାଁକୁ କଣ୍ଟେନମେଣ୍ଟ ଜୋନା ଘୋଷଣା କରିଛି କଟକ ଜିଲ୍ଲା ପ୍ରଶାସନ । କଣ୍ଟାପଡ଼ା ବ୍ଲକ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପ-ଜିଲ୍ଲାପାଳ । ଗାଁର ଗୋଟିଏ…

ଆଈକୁ ହେମଦସ୍ତା ପୁଆରେ ପିଟି ପିଟି ମାରି ଦେଲା ନାତୁଣୀ

ଭଦ୍ରକ: ସାମାନ୍ୟ ଝଗଡ଼ାରୁ ଜଘନ୍ୟ ହତ୍ୟାକାଣ୍ଡ । ଆଈକୁ ହେମଦସ୍ତା ପୁଆରେ ଛେଚି ମାରଦେଲା ନାବାଳିକା ନାତୁଣୀ । ଏଭଳି ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ । ମୃତକ ହେଲେ ଗାଁର ଶଶୀ ଦାସ । ପୋଲିସ ନାବାଳିକାଙ୍କୁ ଅଟକ ରଖିବା ସହ…

୨୪ ବର୍ଷରେ ବିଜେଡି, ଦଳ ପାଳୁଛି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍ କଟକଣା ଭିତରେ ଆୟୋଜିତ ହେବ ସମାବେଶ । ଦଳୀୟ କାର୍ଯ୍ୟାଳୟରେ ସାଧାରଣ ସଭାରେ ଭିଡିଓ କନଫରେନ୍ସିଂ ଜରିଆରେ…

ବନ୍ଧୁକ ଦେଖାଇ ୪୦ ଭରି ସୁନାଗହଣା ଲୁଟ୍, ରାତିରେ କଳାକନା ବୁଲାଇଲେ ଲୁଟେରା

କଳାହାଣ୍ଡି: ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ରଖି ରାତିରେ କଳାକନା ବୁଲାଇ ଦେଲେ ଲୁଟେରା । ଘରେ ପଶି ସମସ୍ତଙ୍କୁ ଭୟଭୀତ କରାଇ ଦୁର୍ବୃତ୍ତ ଲୁଟି ନେଲେ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି ।…

ନୀଳକନ୍ଦରରେ ନୀଳମଣିକୁ ଦେଖିଲେ ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୯ ମାସ ପରେ ବଡ଼ଦେଉଳର ରତ୍ନ ସିଂହାସନରେ ଆଖି ଦେଖିଲା ଚକାନୟନ । ଭକ୍ତ ଓ ଭଗବାନଙ୍କ ମିଳିନ ହେଲା । ଆଜିଠାରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପ୍ରବେଶ…

କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ବନ୍ଧ ଶେଷ

ପୁରୀ: ହାତକୁ ଦି ହାତ ହେବାକୁ ଯାଉଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । କାକଟପୁରରେ ଆଜି ତାଙ୍କ ନିର୍ବନ୍ଧ ଶେଷ ହୋଇଛି ।  ବାଲିଡିହିର ଝିଅ ନନ୍ଦିନୀଙ୍କ ସହ ବିବାହ ସ୍ଥିର ହୋଇଛି । ଆସନ୍ତା ଫେବ୍ରୁଆରୀରେ ତାଙ୍କର ବିବାହ ହେବ ବୋଲି ସ୍ଥିର ହୋଇଛି । ତୁଷାରକାନ୍ତି ନବୀନ…