Latest Odisha News

BREAKING NEWS

Browsing Category

ଓଡିଶା

Odisha

କାର ଚକା ଫାଟି ବାହାରିଗଲା ଇଞ୍ଜିନ, ସୌଭାଗ୍ୟବଶତଃ ବଞ୍ଚିଗଲା ଡ୍ରାଇଭରଙ୍କ ଜୀବନ

କଟକ: କଥାରେ ଅଛି ରଖେ ହରି ତ ମାରେ କିଏ । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ଜୀବନ ବଞ୍ଚିଯାଇଛି । ଆପଣ ଫଟୋରେ ଦେଖୁଛନ୍ତି ଦୁର୍ଘଟଣାଗ୍ରସ୍ତ କାରର କେମିତି ଅବସ୍ଥା ହୋଇଛି । ଏତେ ବଡ଼ ଦୁର୍ଘଟଣାରେ…

ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ ପରେ ରିମାଣ୍ଡରେ ନେଇ ଜେରା କରୁଛି ଏସଆଇଟି । ଅଧିକ ତଥ୍ୟ ହାସଲ କରୁଛି । ଏପଟେ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଆଜି ଯଦୁପୁର ଗାଁରେ ପହଞ୍ଚି ଖୋଳତାଡ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ…

୫ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ରାଜ୍ୟରୁ ୩୬୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୫ଟି ଜିଲ୍ଲାରୁ କରୋନା ଗାଏବ ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଜିଲ୍ଲାରୁ କେହି ଜଣେ ବି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ ନୂଆ ଆକ୍ରାନ୍ତ ।…

ଶୀତ ଚାଦର ତଳେ ଓଡ଼ିଶା: ଏସବୁ ଜିଲ୍ଲାରେ କଲବଲ କରୁଛି ଜାଡ଼

ଭୁବନେଶ୍ୱର: ରାଜ୍ୟରେ ପାରଦ କ୍ରମାଗତ ଖସୁଛି । ବଢୁଛି ଶୀତ । ଗତ ତିନି ଦିନରେ ଜାଡ଼ ଅଧା ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ଦେଲାଣି । କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼ । ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ । ସେଠାରେ ତୁଷାରପାତ ହେଉଛି ।…

ବାଲେଶ୍ୱର କମର୍ଦ୍ଦା ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫ଟି ଦୋକାନ ଘର

ବାଲେଶ୍ୱର: ଭୋରରେ ଲାଗିଲା ନିଆଁ । ଜଳିଗଲା ଦୋକାନ ଘର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ବଜାରରେ ଆଜି ଭୋରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ପାଞ୍ଚଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପୋଡ଼ି ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଧୀରେ ଧୀରେ…

ହେମଦସ୍ତାରେ କୁଟି ନିଜ ସ୍ୱାମୀକୁ ମାରିଦେଲା ନୃଶଂସ ସ୍ତ୍ରୀ

ବାଲିପାଟଣା: ହେମଦସ୍ତାରେ ଛେଚି ସ୍ୱାମୀର ଜୀବନ ନେଲା ନୃଶଂସ ସ୍ତ୍ରୀ। ନିଜ ହାତରେ ପୋଛିଦେଲା ନିଜ ମଥା ସିନ୍ଦୁର । ଘଟଣାର ତିନିମାସ ପରେ ସାମ୍ନାକୁ ଆସିଲା ସତ। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ ଘଟିଛି ଏଭଳି ଏକ ବିଭତ୍ସକର ଘଟଣା । ସୂଚନାନୁସାରେ,ମୃତକ ଜଣଙ୍କ…

ଏଟିଏମ୍ ଭାଙ୍ଗିଲେ, ଟଙ୍କା ଧରି ଛୁ ମାରିଲେ ଲୁଟେରା

ବାଲେଶ୍ୱର: ମାତିଛନ୍ତି ଏଟିଏମ୍ ଲୁଟେରା । ବାଲେଶ୍ୱର ଜିଲା ବସ୍ତା  ଅନ୍ତର୍ଗତ ଜାମଶୁଳି ଛକରେ ଥିବା ଏକ ଏଟିଏମରୁ ଟଙ୍କା ଲୁଟ୍ । ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଧରି ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଆଜି ସକାଳୁ ଲୋକ…

ଆକ୍ସନ ମୁଡରେ ଭିଜିଲାନ୍ସ: ପୁରୀରେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ରେଡ୍

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ସନ୍ଧ୍ୟାରାଣୀ ଭଟ୍ଟ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି…

କନ୍ଧମାଳ ଜିଲ୍ଲାରେ ତୁଷାରପାତ, ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାରଦ ୫ ଡିଗ୍ରୀ ସେଲସିୟସକୁ ଖସିଛି । ପ୍ରବଳ ଶୀତ । ଦେହ ହାତ କାଲୁଆ ହୋଇ ଯାଉଛି । ବାହାରେ ଯେମିତି ଥଣ୍ଡା ଘର ଭିତରେ ବି ଥରାଉଛି । ଜିଲ୍ଲାର ବିଭିନ୍ନ ସଥାନରେ ଦୁଇ ଦିନ ହେବ ତୁଷାରପାତ ହେଉଛି । ଫୁଲବାଣୀ, ଦାରିଙ୍ଗବାଡ଼ି, ସମେତ ବାଲିଗୁଡା, ବେଲଘର ଓ…

କରୋନା ଟୀକାକରଣ ପାଇଁ ପ୍ରସ୍ତୁତ ରହିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ  

ଭୁବନେଶ୍ବର: ଆଗାମୀ ଦିନରେ କୋଭିଡ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…