Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋଲିଲା ବଡ଼ଦେଉଳ, ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ୯ ମାସ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ପୁରୀ ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ବାଲି ସେ ତିଆରି କରିଛନ୍ତି ବଡ଼ ଦେଉଳ ଓ…

ସାମାନ୍ୟ ବଚସାରୁ ପିଲାଦିନର ସାଙ୍ଗକୁ ହତ୍ୟା କଲା ସାଙ୍ଗ

ସମ୍ବଲପୁର: କାଳ ହେଲା ମଦ ନିଶା। ମଦ ନିଶାରେ ପିଲାଦିନ ସାଙ୍ଗର ଜୀବନ ନେଲା ସାଙ୍ଗ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ମଙ୍ଗଳପୁର ଗାଁରେ। ସୂଚନାନୁସାରେ ସ୍ଥାନୀୟ ମଙ୍ଗଳପୁର ଗାଁର ଗେନ୍ଦ୍ରା କୁଜୁର ଓ ଭୀମ ନାଏକ ନାମକ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ…

ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ; ଆଜିଠୁ ଖୋଲିଲା ବଡ଼ଦେଉଳ

ପୁରୀ: ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଖୋଲିଛି ବଡ଼ଦେଉଳ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଛି ଦର୍ଶନ । ଆଜିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ।…

ମିଶନ ଜିରୋ-ଏଫ ପାଇଁ ସ୍କ୍ରଚ୍ ‌ସ୍ୱର୍ଣ୍ଣ ଆୱାର୍ଡ

କଟକ: ଜିଲ୍ଳା ପ୍ରଶାସନ ଦ୍ୱାରା ଚାଲିଥିବା ମିଶନ ଜିରୋ-ଏଫକୁ ସ୍କ୍ରଚ୍ ସ୍ୱର୍ଣ୍ଣ ଆୱାର୍ଡ ( SKOCH GOLD AWARD) ମିଳିଛି । ଜାତୀୟ ସ୍ତରରେ କଟକ ଜିଲ୍ଲାକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସମଗ୍ର ଜିଲ୍ଲାରେ ଅବହେଳିତ ତଥା ପାଠ ପଢ଼ାରୁ ବଞ୍ଚିତ ହେଉଥିବା…

ପରୀ ମୃତ୍ୟୁ ମାମଲା : ପୋଖରୀରୁ ମିଳିଲା ଲେଗିନ୍ସ

ନୟାଗଡ: ପରୀ ମୃତ୍ୟୁ ମାମଲା ଆଜି ପୋଖରୀରୁ ମିଳିଲା ଲେଗିନ୍ସ । ତେବେ ଲେଗିନ୍ସ ପରୀର କି ନୁହେଁ ତାହା ପରୀକ୍ଷା ପରେ ଜଣାପଡିବ । ଲେଗିନ୍ସ ଖୋଜିବା ପାଇଁ ପୋଖରୀର ପାଣିକୁ ଶୁଖାଯାଇଥିଲା । ଦୁଷ୍କର୍ମ ପରେ ମୁଖୟ ଅଭିଯୁକ୍ତ ସରୋଜ ସେଠୀ ପରୀ ପିନ୍ଧିଥିବା ଲେଗିନ୍ସ ପୋଖରୀରେ ଫିଙ୍ଗି ଦେଇଥିଲା…

କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ଓଡ଼ିଶାରେ କଟକଣା, ୟୁକେରୁ ଆସୁଥିଲେ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର: କୋଭିଡ୍‌ର ନୂଆ ଷ୍ଟ୍ରେନ୍‌କୁ ନେଇ ରାଜ୍ୟରେ କଟକଣା ଲାଗୁ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି. କେ. ମହାପାତ୍ର ଜିଲ୍ଲାପାଳ, ସିଡିଏମଓ, ଭୁବନେଶ୍ୱର ମହାନଗର ନିଗମ,ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦରକୁ ଏକ ଚିଠିରେ କହିଛନ୍ତି ଯେ ବ୍ରିଟେନରେ ଚିହ୍ନଟ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୮୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1341381425891663873?s=19 ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସୁନ୍ଦରଗଡ଼ରୁ…

କାଲି ଚକାଆଖି ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ମିଳିବ ଜଗା ଦର୍ଶନ। ଆସନ୍ତାକାଲି ସକାଳ ସାଢେ ସାତଟାରୁ ଦର୍ଶନ ଆରମ୍ଭ ହେବ । କେବଳ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ଦର୍ଶନ କରିବେ । ପହୁଡ଼ ପଡିବା ପର୍ଯ୍ୟନ୍ତ ସେମାନେ ଜଗା ଦର୍ଶନ କରିପାରିବେ । ଏତେ ଦିନ ପରେ କାଳିଆ ଦର୍ଶନ ହେବାକୁ ଥିବାରୁ…

ଜାନୁଆରୀ ଶେଷ ଯାଏଁ ଗଡିବ ପାର୍ବଣ ବିଶେଷ ଟ୍ରେନ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟର‌େ ଗଡୁଥିବା ପାର୍ବଣ ବିଶେଷ ଟ୍ରେନ ଚଳାଚଳର ଅବଧିକୁ ୨୦୨୧ ମସିହା ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସମୟର‌େ ୨୦ ଯୋଡ଼ା ପାର୍ବଣ ବିଶେଷ ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଯାତାୟାତ କରୁଛି। ୦୧.…

ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତର ଲହରୀ ନେଇ ୧୫ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାକୁ ତୀବ୍ର ଶୀତ ଲହରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ ବା ତାଠୁ ଆହୁରି କମ୍ ତାପମାତ୍ରା ରହିବ ବୋଲି ପାଣିପାଗ କେନ୍ଦ୍ର…