Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡିସେମ୍ବର ୨୩ରୁ ଖୋଲିବ ଅଲାରନାଥ ଓ ବାଲିହରଚଣ୍ଡି ମନ୍ଦିର

ପୁରୀ: ବହୁ ପ୍ରତିକ୍ଷା ପରେ ଧିରେଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ଲାଗି ଅନୁମତି ମିଳୁଛି। ଏଭଳି ଭାବେ ପୁରୀ ଜିଲ୍ଲାର ଅଲାରନାଥ ମନ୍ଦିର ଡିସେମ୍ବର ୨୩ରୁ ପୁଣି ଖୋଲିବ ବୋଲି ବ୍ରହ୍ମଗିରି ତହସିଲଦାର କହିଛନ୍ତି। ଏହି ଦିନରେ ମଧ୍ୟ ଖୋଲିବ ବାଲିହରଚଣ୍ଡି ମନ୍ଦିର। ଏହି…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୦୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳରୁ ସର୍ବାଧିକ ୪୪ ଆରୋଗ୍ୟ ହୋଇଥିବା ବେଳେ ତା'ତଳକୁ ସୁନ୍ଦରଗଡ଼ରୁ ୨୮ ସୁସ୍ଥ ହୋଇଛନ୍ତି।…

ଜାନୁଆରୀ ୩ରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଭଦ୍ରକ: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ଡିସେମ୍ବର ୨୮ରୁ ପୁଣି ଖୋଲିବ। ହେଲେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ଅନୁମତି ମିଳିବ। ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ। ସେ କହିଛନ୍ତି ଯେ କୋଭିଡ-୧୯ ପ୍ରୋଟୋକଲ ମଧ୍ୟରେ…

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ, ତାଙ୍କ ବାପା, ମାଙ୍କୁ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ଆସନ୍ତା ୨୯ ତାରିଖରେ କମିଶନରେ ହାଜର ହେବାରୁ ସମସ୍ତଙ୍କୁ ନୋଟିସ ହୋଇଛି । ଏହି ତିନି ଜଣ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ…

୩ ଦିନିଆ କେନ୍ଦୁଝର ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କେନ୍ଦୁଝର: ଡିସେମ୍ବର ୧୯ ତାରିଖରୁ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। କେନ୍ଦୁଝର ଜିଲ୍ଲା ଗସ୍ତ କରି ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଡିସେମ୍ବର ୧୯…

ଦୁର୍ନୀତି ବିକାଶର ବଡ ଶତ୍ରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କ ଆହ୍ୱାନ । ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ  ଉଦବୋଧନ ଅବସରରେ ନବୀନ କହିଛନ୍ତି ଯେ, ''ଦୁର୍ନୀତି ବିକାଶର ବଡ ଶତ୍ରୁ ।  ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆମେ ଲଢେଇ କରିଛୁ ଗରିବି ବିରୋଧରେ,…

ଭୁବନେଶ୍ୱରରୁ ୪୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୩୨ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୪୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୩୨ ଜଣ କରୋନା…

କଟକରେ ପୁଣି ନକଲି କାରଖାନା ଠାବ

କଟକ: ପୁଣି ଠାବ ହେଲା ନକଲି କାରଖାନା । ଏଥର ପିଠାପୁର ଅଞ୍ଚଳରୁ ନକଲି ଘିଅ କାରଖାନା ଉପରେ ଚଢାଉ ହୋଇଛି । ବାଦାମବାଡି ପୋଲିସ ଏହି ଚଢଉ କରି ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ ଘିଅ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।…

ହଳଧର ନାଗ ; କବିତାରେ ଭାଷାର ବନ୍ଧନ ଭାଙ୍ଗୁଥିବା ଲୋକଋଷି              

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ…

ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲ୍ ଫେରିଲେ ଆକାଶ ପାଠକ

ଭୁବନେଶ୍ୱର: ସରିଲା ଚାରି ଦିନିଆ ରିମାଣ୍ଡ ଅବଧି । ଜେଲ ଫେରିଲେ ଜୁନିଅର ପାଠକ । ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇତିଲା କମିଶନରେଟ ପୋଲିସ । କ୍ରାଇମବ୍ରାଞ୍ଚ ଆଗରେ ଆକାଶ ସବୁ ସତ ମାନିଥିବା…