Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ଟସର ଫାର୍ମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ମଙ୍ଗଳପୁର ଗ୍ରାମର ଶ୍ୟାମ ଲେଙ୍କା ବୋଲି ଜଣାପଡିଛି। ଆଜି ଅପରାହ୍ନରେ ଏକ ଗଛରେ ବୃଦ୍ଧଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି…

ରାଉରକେଲା ମହାନଗର ନିଗମ ପକ୍ଷରୁ ୨୬ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳିଲା ପୁରସ୍କାର

ରାଉରକେଲା: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଅଧିନରେ ଗତ ୨୮ ଅକ୍ଟୋବରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଅନଲାଇନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ନିଗମର କାଉନସିଲ ହଲ ଠାରେ ଆୟୋଜିତ ଏକ ପୁରସ୍କାର ପ୍ରଦାନ ସମାରୋହରେ ପୁରସ୍କୃତ କରାଯାଇଛି। ମୋଟ ୨୬ ଜଣ କୃତି…

[ଭିଡିଓ] ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ

ପୁରୀ: ମିକ୍ସର-ଗ୍ରାଇଣ୍ଡର ଖୋଳରୁ ବାହାରିଲା ନାଗସାପ । ଆଜି ଏପରି ଏକ ଘଟଣା ପୁରୀ କଲ୍ୟାଣପୁର ଗାଁରେ ସାମ୍ନାକୁ ଆସିଥିଲା । ବୁଧବାର ରାତିରେ ବିଶ୍ୱଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ଏକ ନାଗସାପ ପସିଯାଇଥିଲା । ଭୟରେ ବିଶ୍ୱଜିତଙ୍କ ପରିବାର ଲୋକେ ସାପଟିକୁ ଘଉଡାଇବାକୁ ଚେଷ୍ଟା…

ମୂଲ୍ୟବାନ ରତ୍ନପଥର ଚାଲାଣ ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ

ରାୟଗଡ଼ା: ମୂଲ୍ୟବାନ ରତ୍ନ ପଥର ଜବତ ଘଟଣାରେ ଆଉ ଦୁଇ ଜଣ ଗିରଫ । ଏମାନଙ୍କ ଭିତରେ ଜଣେ ଶିକ୍ଷକ ଅଛନ୍ତି । ତାଙ୍କ ନାଁ ରାଧାମୋହନ ମାହାନା ଓ ଘର ବୌଦ୍ଧ ଜିଲ୍ଲାରେ । ସେ ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ । ଅନ୍ୟ ଜଣେ ହେଲେ ମୁନିଗୁଡ଼ାର ସୁବାସ ରତ୍ନଲୁ । ଏଦୁହେଁ ରତ୍ନ ପଥର ଯୋଗାଣ କରୁଥିଲେ ।…

ଜାନୁଆରୀରେ ଖୋଲିପାରେ ସ୍କୁଲ, ଛୁଟି ଦିନରେ ବି କ୍ଲାସ୍

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ।…

ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ

କାମାକ୍ଷାନଗର: ବାପାଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ବିଜାଡିହ ନିକଟରେ । ମୃତକମାନେ ହେଲେ ପରଜଙ୍ଗର ରମଣି…

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ ଗୋଷ୍ଠୀ ଶିକ୍ଷା ଗବେଷଣା…

ଯୋଡ଼ା : ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୨୦୧୮ ମସିହାରୁ ୬ଟି ଗୋଷ୍ଠୀ ଶିକ୍ଷା ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । ଗାଁର ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟରର ବ୍ୟବହାର, ଇଣ୍ଟରନେଟ୍ ଓ ଅନ୍ୟ ଇ-ସଂସାଧନ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବା ଦିଗରେ ଏହି…

ନୂଆବର୍ଷରୁ ରାଜ୍ୟରେ ଖୋଲିପାରେ କଲେଜ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ବନ୍ଦ ରହିଛି ସ୍କୁଲ କଲେଜ । ୯ମାସ ହେବ ବନ୍ଦ ରହିଛି । କେବେ ଖୋଲିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ନୂଆବର୍ଷରେ ରାଜ୍ୟରେ କଲେଜ ଖୋଲିପାରେ । ଆରମ୍ଭ ହୋଇପାରେ କ୍ଲାସ୍। ଏନେଇ ଆଶା ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା…

 ‘ପରୀ’ ବାପା-ମାଆଙ୍କୁ ଭେଟିଲେ ପୁରନ୍ଦେଶ୍ୱରୀ, ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି

ନୟାଗଡ଼: ନୟାଗଡ଼ ଜିଲ୍ଲାର ଯଦୁପୁରରେ ପହଞ୍ଚିଛନ୍ତି ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି, ପୁରନ୍ଦେଶ୍ୱରୀ । ଆଜି ସେ ମୃତ ନାବାଳିକା ପରୀର ପରିବାର ଲୋକଙ୍କୁ ଭେଟିଛନ୍ତି । ତାଙ୍କ ବାପାମାଆଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ପୁରନ୍ଦେଶ୍ୱରୀ । ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ…

ଘନ କୁହୁଡିର‌େ ଲୁଚିଲା କ‌ୋଣାର୍କ ମନ୍ଦିର

ପୁରୀ: ଘନ କୁହୁଡ଼ି ଯୋଗୁଁ ଗୁରୁବାର ସକାଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପୂର୍ଣ୍ଣ ରୂପ‌େ ଅଦୃଶ୍ୟ ହ‌ୋଇଯାଇଥିବା ଭଳି ମନ‌େ ହ‌େଉଥିଲା। ଯାହା ଫଳରେ ପର୍ଯ୍ୟଟକ ମାନଙ୍କୁ ମନ୍ଦିର ଦେଖିବା ଲାଗି ଅପେକ୍ଷା କରିବାକୁ ପଡିଥିଲା। ଏପରିକି ଘନ କୁହୁଡି ଯ‌ୋଗୁଁ ସମଗ୍ର କୋଣାର୍କ ଅଞ୍ଚଳରେ…