Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ 5T ସଚିବ ଭି. କେ. ପାଣ୍ଡିଆନ୍

ଭୁବନେଶ୍ୱର: କେତେ ଆଗେଇଛି ଏକାମ୍ର କ୍ଷେତ୍ର ଯୋଜନାର କାମ ? ସୌନ୍ଦର୍ଯ୍ୟକରଣ କେତେ ହୋଇଛି ? ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ସକାଳୁ ସକାଳୁ ସେ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ । ଉନ୍ନୟନମୂଳ ଓ ବିକାଶ କାମର ଅନୁଧ୍ୟାନ କରିଥିଲେ । ତାଙ୍କ…

ପରଲୋକରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବା

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ…

ଏହି ସମୟରେ ଗଡୁଛି ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବର ଠାରୁ ଦିନ ୨ଟା ୧୦ମି. ପରିବର୍ତେ ଦିନ ୦୧ଟା ୪୦ମି. ରେ ଛାଡୁଛି। ଏହି ପରିବର୍ତ୍ତନ ଡିସେମ୍ବର ୫ ତାରିଖଠାରୁ ଏବଂ ରାଉରକେଲା ରେ ରାତ୍ରି ୯ଟାରେ ପହଞ୍ଚୁଛି। ସେହିପରି ରାଉରକେଲାରୁ ସକାଳ…

ଓଡ଼ିଶାରୁ ସୁସ୍ଥ ହେଲେ ୫୭୦ କରୋନା ରୋଗୀ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୭୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

କରୋନା ଭ୍ୟାକସିନକୁ ନେଇ କେନ୍ଦ୍ରର ଗାଇଡଲାଇନ ମାନିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ରବିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ଏବଂ ଆଗଧାଡିର କର୍ମଚାରୀଙ୍କୁ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଆଜି ୩୧ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୪୦ ଜଣ ସୁସ୍ଥ…

ପରଲୋକରେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାଥ ମିଶ୍ର

ରାଉରକେଲା: ଆଜି ସକାଳେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାଥ ମିଶ୍ରଙ୍କର ଦେହାନ୍ତ ହୋଇଛି । ମେଳାପି ସ୍ୱଭାବର ରାଜେନ୍ଦ୍ର ଓଡିଶା ଗଣମାଧ୍ୟମରେ ଜଣେ ପରିଚିତ ଚେହେରା ଥିଲେ । ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣାପଡିଛି । ଦୀର୍ଘଦିନ ଧରି…

ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ଓଡିଶାରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ (ଓଏମସି) ତୈଳ ମୂଲ୍ୟ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ରେଟ୍ ଲିଟର ପିଛା ୮୪.୦୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୧୯…

ରାଜ୍ୟରେ ନୂଆବର୍ଷରୁ ପୁଣି ଟ୍ରାଫିକ୍ ଧରପଗଡ଼ ଜୋରଦାର

ଭୁବନେଶ୍ୱର: ବେପରୁଆ ଗାଡ଼ି ଚାଳକ ସାବଧାନ । କୋଭିଡ ପାଇଁ କୋହଳ ଥିବା ଟ୍ରାଫିକ୍‌ ଯାଞ୍ଚ ପୁଣି କଡ଼ାକଡ଼ି ହେବ । ନୂଆବର୍ଷରୁ ରାଜ୍ୟରେ ପୁଣି ଥରେ କଡ଼ାକଡ଼ି ହେବ ଟ୍ରାଫିକ୍ ଚେକିଂ । ଧରାପଡିଲେ ଗଣିବେ ମୋଟା ଅଙ୍କର ଜରିମାନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ…

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୭୭୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୬ ଜଣ ଆକ୍ରାନ୍ତ । ୫ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି ।…