Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରୁ ୨୪ ଘଣ୍ଟାରେ ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା । ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୯୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ…

ସୋନପୁରରେ ହାଡ଼ଭଙ୍ଗା ଶୀତ, ୮ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ସୋନପୁରରେ ହାଡ଼ଭଙ୍ଗା ଶୀତ । ଜାଡ ଥରାଉଛି । ୮ଡିଗ୍ରୀ ସେଲସିୟସ ତଳକୁ ଖସିଛି ସୋନପୁରରେ ପାରଦ । ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସକୁ ଖସିଛି । ସୋନପୁର ସମେତ ଚାରିଟି ସହର ଫୁଲବାଣୀ…

ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣ । ଏଥିରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଭୋର ୪ଟାରେ ସୁଇପର କାମ କରିବା ପାଇଁ ଯିବା ସମୟରେ…

ମୋବାଇଲରେ ଖେଳିବା ନେଇ ମାଆ ଆକଟ କରିବାରୁ ଆତ୍ମହତ୍ୟା କଲା ନାବାଳକ !

ଖୋର୍ଦ୍ଧା: କାଳ ହେଉଛି ମୋବାଇଲ୍ରେ ଖେଳ । ମାଆ ମୋବାଇଲରେ ଖେଳିବା ପାଇଁ ଆକଟ କଲେ । ପୁଅ ହାତରୁ ଛଡ଼ାଇ ଆଣିଲେ ମୋବାଇଲ। ଏତିକିରେ ପୁଅ ରାଗିଗଲା । ପାଇଖାନା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ…

ଇଣ୍ଟରସିଟି ଏକ୍ସପ୍ରେସ୍ ଧକ୍କାରେ ଚାଲିଗଲା ଗଜରାଜଙ୍କ ଜୀବନ

ସମ୍ବଲପୁର: ଢେଙ୍କାନାଳରେ ଗତ କିଛିଦିନ ତଳେ ଭୁବନେଶ୍ବର -ରାଉରକେଲା ଇଣ୍ଟରରସିଟି ଟ୍ରେନ ଧକ୍କାରେ ୩୧ ମଇଁଷିଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଣି ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ଇଣ୍ଟରସିଟି ଏକ୍ସପ୍ରେସ୍ ଧକ୍କାରେ ଚଳାଇଯାଇଛି ଗଜରାଜଙ୍କ ଜୀବନ।…

ପୁଣି ଲଜ୍ୟା; ଟ୍ୟୁସନରୁ ଆଣିବାକୁ ଯାଇ ୭ ବର୍ଷର ଝିଅକୁ ଦୁଷ୍କର୍ମ କଲେ ପଡୋଶୀ ଯୁବକ

ଝାରସୁଗୁଡା: କିଛିଦିନ ତଳେ ଝାରସୁଗୁଡାରେ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାପାକୁ ଗିରଫ କରିଥିବା ବେଳେ ଆଜି ପୁଣି ଆସିଛି ଆଉ ଏକ ଲଜ୍ୟା ଜନକ ଖବର। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ,…

ନକଲିକୁ ଛାଡି ଅସଲି ପଛରେ ପଡିଛି ପୋଲିସ: ଉଦ୍ଦେଶ୍ୟ ମୂଳକ ଭାବେ ଚଢ଼ାଉ ଅଭିଯୋଗ

ଯାଜପୁର: ନକଲିକୁ ଛାଡି ଅସଲି ଉପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ଅଞ୍ଚଳରେ ସରକାରୀ ଟ୍ରେଡ୍ ଲାଇସେନ୍ସ ଏବଂ ଜିଲ୍ଲା ଶିଳ୍ପ ନିଗମ ଠାରୁ ଋଣ ସହାୟତା ନେଇ ସୂର୍ଯ୍ୟମାର୍କା ନାଁରେ ଦୀର୍ଘଦିନ ହେବ ଏକ…

ଗୋଷ୍ଠୀ ସମବାୟ ସମିତିରେ ଅନିୟମିତତା ବିରୁଦ୍ଧରେ ଚାଷୀ ଆନ୍ଦୋଳନ 

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପ୍ରାଥମିକ କୃଷି ସମବାୟ ସମିତିରେ ଅନିୟମିତତା ଅଭିଯୋଗ। ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ। ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଅଭିଯୋଗ ମୁତାବକ ଏହି କୃଷି ସମବାୟ…

ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ; ୭ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ବାଳୁଙ୍ଗାବନ୍ଦୀ ଗ୍ରାମରେ ରାସ୍ତା ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଏଥିରେ ୨ ଗୋଷ୍ଠୀର ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଦାନଗଦୀ ମେଡିକାଲରେ ପ୍ରାଥମିକ…

କିପରି ହେଲା କୋଣାର୍କ ମନ୍ଦିରର ଅବକ୍ଷୟ; କ’ଣ କହେ କିମ୍ବଦନ୍ତୀ

ଭୁବନେଶ୍ୱର:କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର  । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ…