Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୦ ତଳକୁ ଖସିଲା ରାଜଧାନୀରେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ସଂକ୍ରମଣରୁ ୪୫ ଜଣ ସୁସ୍ଥ…

ରାଜ୍ୟରେ କେତେ ବଢିଲା ବସ ଭଡ଼ା, ଜାଣନ୍ତୁ

ଭୁବନେଶ୍ୱର: ପେଟ୍ରୋଲ ରେଟ୍ ବଢିବା ପରେ ପରେ ଏବେ ରାଜ୍ୟରେ ପୁଣି ବସ ଭଡ଼ା ବୃଦ୍ଧି ହୋଇଛି । ସୂଚନା ଅନୁଯାୟୀ ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ଅର୍ଡ଼ିନାରି ବସ ଭଡା ୭୨ରୁ ବଢ଼ି ୭୩ ପଇସା ହୋଇଛି । ଏକ୍ସପ୍ରେସ ଭଡ଼ା ୭୫ ପଇସାରୁ ବଢ଼ି ୭୬ ପଇସା…

କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ, ବାଘ ଛାଲ ,ବାଘ ମୁଣ୍ଡ ଜବତ

ଢେଙ୍କାନାଳ: କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ ହୋଇଛି । ଏହି ସମୟରେ ବାଘ ଛାଲ ,ବାଘ ମୁଣ୍ଡ ସହିତ ହାତୀ ଦାନ୍ତ ଜବତ ହୋଇଛି । ଏହା ସହିତ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧୟରୁ ଜଣେ ଶିଶ୍ରକ ଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଚଢାଉ…

ଚାଷୀଙ୍କ ଭାରତ ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ? ନିଷ୍ପତ୍ତି ନେବେ ନବୀନ

ଭୁବନେଶ୍ୱର: ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି । ବନ୍ଦକୁ ବିଜେଡି ସମର୍ଥନ କରିବ କି ନାହିଁ ତାଉପରେ ଏବେ ସମସ୍ତଙ୍କର ନଜର ରହିଛି । ବିଜେପି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଭାରତ ବନ୍ଦକୁ ଦଳ ସମର୍ଥନ ଦେବ କି ନାହିଁ ନିଷ୍ପତ୍ତି…

ପରୀ ପାଇଁ ନ୍ୟାୟ ଦାବି: ରାଜଭବନ ଆଗରେ ବିଜେପିର ଧାରଣା

ଭୁବନେଶ୍ୱର: ନୟାଗଡ଼ର ନାବାଳିକ ହତ୍ୟା ମାମଲାରେ ଥମୁନି ରାଜନୀତି । ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ରାଜଭବନ ଆଗରେ ଧାରଣା ଦିଆଯାଇଛି । ଅଭିଯୁକ୍ତଙ୍କ ଗିରଫ ସହ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବରଖାସ୍ତ ଦାବି…

ଭୁବନେଶ୍ୱରରୁ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ ଗିରଫ, ମାଳ ମାଳ ସେଲଫୋନ୍ ଜବତ

ଭୁବନେଶ୍ୱର: ମାତିଛନ୍ତି ମୋବାଇଲ୍ ଫୋନ୍ ଲୁଟେରା । ଭୁବନେଶ୍ୱର ସହିଦନଗରରୁ ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥି ପୋଲିସ । ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ଜବତ ହୋଇଛି ୧୦୨ଟି ସେଲ୍‌ଫୋନ୍‌ । ଗିରଫ…

ରାଜ୍ୟରୁ ଆଉ ୭ ଜୀବନ ନେଲା ପ୍ରାଣଘାତୀ ଭାଇରସ୍

ଭୁବନେଶ୍ୱର: କରୋନା କାୟା କମୁଥିବା ବେଳେ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଆଉ ୭ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ଟି ଜିଲ୍ଲାର ଆକ୍ରାନ୍ତ । କଟକ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି…

ଓଡ଼ିଶାରେ ୩ହଜାରକୁ ଖସିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟାରେ ୩୬୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ବି ଖସୁଛି । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ରାଜ୍ୟରେ ଖସୁଛି ଆକ୍ଟିଭ୍ କେସ୍ । ପ୍ରଥମ ଥର ପାଇଁ ଚାରି ହଜାର ତଳକୁ କରୋନା ସକ୍ରିୟ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୮…

ରାଜ୍ୟର ୧୨ଟି ସହରରେ ୧୪ ଡିଗ୍ରୀ ତଳେ ପାରଦ, ଫୁଲବାଣୀରେ ଅଧିକ ଶୀତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢୁଛି ଥଣ୍ଡା। ଅଧିକାଂଶ ଜିଲ୍ଲାରେ ଶୀତ ଲହରି । ଆଜି ରାଜ୍ୟର ୧୨ଟି ସହରରେ ୧୪ଡିଗ୍ରୀ ସେଲସିୟସ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଫୁଲବାଣୀରେ ୮.୫ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ…

ବାଇକ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ: ବାଇକ ଓ ପିକଅପ ଭ୍ୟାନ ମଧ୍ୟରେ ମୁଁହାମୁହିଁ ଧକ୍କା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଓଭରବ୍ରିଜ ନିକଟରେ ଏହି…