Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ବନ୍ଧୁକ ଓ ଗୁଳି ଜବତ

ନୂଆପଡ଼ା: ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲାର ଜଙ୍ଗଲରେ ମାଓବାଦୀ ଚଳାଇଥିଲେ କ୍ୟାମ୍ପ । ସୂଚନା ପାଇଁ ଚଢ଼ାଉ କରିଥିଲା ସିଆରପିଏଫ୍ । ନୂଆପଡ଼ା ଜିଲ୍ଲା ପାଟଦରହା ଭଇଁଶମୁଣ୍ଡି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି । ସେଠାରୁ ୫ଟି ରାଇଫଲ, ଗୋଟିଏ ପିସ୍ତଲ ଓ ୩୩ଟି ଡିଟୋନେଟର ସହ…

ବିନିକାରେ ଥମୁନି ହାତୀପଲଙ୍କ ଉପଦ୍ରବ; ପୁଣି ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ରବିବାର ଦିନ ପୁଣି ଦେଖାଦେଇଛି ହାତୀପଲଙ୍କ ଉପଦ୍ରବ। ପାଖାପାଖି ୨୪ ଟିକିଆ ହାତୀପଲ ଏହି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଥିବା ସୂଚନା ରହିଛି। ପ୍ରାପ୍ତ ସୂଚନାନୁସାରେ, ଗଣେଶପୁରର କେଉଟପଡା ଗାଁରେ ରବିବାର ବିଳମ୍ବିତ…

ସମ୍ପତ୍ତି ପାଇଁ ମହାଭାରତ; ବାପ, ପୁଅ, ବୋହୂ ଗୁରୁତର

ଖଲ୍ଲିକୋଟ: ସମ୍ପତ୍ତି ଭାଗ ଆଗରେ ତୁଚ୍ଛ ହେଉଛି ସମ୍ପର୍କ। ସମ୍ପତ୍ତି ପାଇଁ ହଣାହଣି ହେଉଛନ୍ତି ସମ୍ପର୍କୀୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ। ସୂଚନାନୁସାରେ, ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ…

ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସେ ଗତ କିଛି ଦିନ ହେବ ନିମୋନିଆରେ ପିଡିତ ହୋଇ ଚିକିତ୍ସିତ ହେଉଥିଲ‌େ। ହେଲେ ଚିକିତ୍ସାଧୀନ…

ଆତ୍ମହତ୍ୟା କଲେ ସାତପଡ଼ା କଲେଜ ଅଧ୍ୟକ୍ଷା

ପୁରୀ: ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସାତପଡ଼ା ପଞ୍ଚାୟତ କନିଷ୍ଠ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମହାବିଦ୍ୟାଳୟ ପରିସର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କଲେଜ ପରିସରରେ ଭିତରେ ଥିବା ନିଜ କ୍ୱାର୍ଟରରେ ଅଧ୍ୟକ୍ଷା ଭାନୁମତି ପ୍ରଧାନ ନିଜ…

ବିଳମ୍ବିତ ରାତିରେ ପତିତପାବନ ଦର୍ଶନ କଲେ ପୁରୀର ନୂଆ ଏସ୍‌ପି

ପୁରୀ: ହାଜତ ମୃତ୍ୟୁ ଘଟଣାରେ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇ ସମ୍ବଲପୁର ଏସପି କେ. ବିଶାଲ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏସ୍‌ପି ବିଶାଲ ସିଂହ ପୁରୀରେ ପହଞ୍ଚି ପତିତପାବନ ଦର୍ଶନ କରିଛନ୍ତି । ନିଜର କିଛି କର୍ମଚାରୀଙ୍କୁ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ପୁରୀ ଓ ବୀରମିତ୍ରପୁର ହାଜତ ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବାସେଳିସାହି ଥାନା ଓ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଅପରାଧୀ ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ବାଡେଇବା ସହ ଅମାନୁଷିକ ଅତ୍ୟାଚାର କରି ମାରିଦେବା ପ୍ରତିବାଦରେ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ହୋଇଇଛି । ପୋଲିସକୁ ସର୍ବସାଧାରଣଙ୍କ…

ଅଲୌକିକ ନାଗାର୍ଜୁନ ପରମ୍ପରା -୨

...କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା । ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହିଦିନ ନାଗାର୍ଜୁନର ସ୍ୱନକ୍ଷେତ୍ର…

ତିନିଦିନିଆ ଓଡିଶା ଗସ୍ତରେ ଆରଏସଏସର ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ। କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେଉଛି । ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ବୈଠକ…