Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଡ଼ିଆ ମହାକୁମ୍ଭ ଚତୁର୍ଥ ସଂସ୍କରଣ ଉଦ୍‌ଯାପିତ

ଭୁବନେଶ୍ୱର: ଅନଲାଇନରେ ଦୁଇଦିନ ଧରି ଚାଲିଥିବା ମିଡ଼ିଆ ମହାକୁମ୍ଭର ଚତୁର୍ଥ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଧେଶକ ଡଃ ଦେବେନ୍ଦ୍ର ପ୍ରସାଦ ମାଝି ସାମାଜିକ ପରିବର୍ତନରେ ଗଣମାଧ୍ୟମ ସହ ବିଭିନ୍ନ ଯୋଗାଯୋଗ ମାଧ୍ୟମର ଭୂମିକା…

ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓ ଦେଖି କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଖୋର୍ଦ୍ଧା: ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯୋଗୁଁ ବହୁ ଘଟଣା ମାନ ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦେଖି ଅପରାଧିକୁ ଗିରଫ କରିଛି ପୋଲିସ। ଘଟଣାଟି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଖୁଲମ ଖୁଲା ଭାବେ ବିକ୍ରି ହେଉଥିଲା ଦେଶୀ ମଦ…

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗ, ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ସରକାର ସ୍କୁଲ ବନ୍ଦ କରିନାହାନ୍ତି । ଆଇନ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ । ଛୋଟ ଛୋଟ ସ୍କୁଲକୁ ଏକତ୍ରୀକରଣ କରି ବୃହତ ସ୍କୁଲ କରାଯାଇପାରିଲେ…

ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କେ. ବିଶାଲ ସିଂ

ପୁରୀ: ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ କେ ବିଶାଲ୍ ସିଂହ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି। ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ମାନେ କେ ବିଶାଲ୍ ସିଂହ…

ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪ ଧାରା

ପିପିଲି (ପୁରୀ): ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏହି ଦିନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପଦ ଦର୍ଶନ କରାଯାଏ । ଏବର୍ଷ କରୋନା କଟକଣା ଯୋଗୁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତାପୂର୍ବରୁ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗୁ ହେବ ୧୪୪ ଧାରା । ଅଁଳା ନବମୀରେ ଭକ୍ତ ଆସିବା…

ଜୀବନ ନେଉଛି ମହାମାରୀ: ୨୪ ଘଣ୍ଟାରେ ଓଡ଼ିଶାରୁ ଆଉ ୧୫ ମୃତ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ କରୋନା । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଆଉ ୧୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୯ଟି ଜିଲ୍ଲାର ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ କିଛି ଦିନ ହେବ କରୋନା ମୃତ୍ୟୁସଂଖ୍ୟା…

କମୁଛି ପଜିଟିଭ୍ କେସ୍: ରାଜ୍ୟରୁ ୨୪ ଘଣ୍ଟାରେ ୬୩୮ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ହଜାରେରୁ କମ୍ ରହିଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୩୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୭୩ ଜଣ ସଂକ୍ରମିତ ହୋଇଛନ୍ତି । ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୬୫ଟି । ଗଜପତି ଜିଲ୍ଲାକୁ ଛାଡ଼ି ଦେଲେ ବାକି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ…

ବିଧାନସଭାରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ମୋସନ୍ ଉପରେ ଆଲୋଚନା

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ । ସ୍ୱାଭାବିକ ଭାବରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗରେ ଆସିଥିବା ମୋସନରେ ଆଲୋଚନା ଚାଲିଛି । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ ଓ ସୁବ୍ୟବସ୍ଥିକରଣ ମୋସନ ଉପରେ ଆଲୋଚନା ଜାରି ରହିଛି । ଗୃହରେ ଏହି…

ପୁଣି ବଢ଼ିଲା ଜାଡ଼: ୧୫ ଡିଗ୍ରୀ ତଳେ ରାଜ୍ୟର ୪ଟି ସହର ତାପମାତ୍ରା

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଥଣ୍ଡା । ରାଜ୍ୟରେ ପୁଣି ଥରେ ଶୀତ ଅନୁଭୂତ ହୋଇଛି । ଗତକାଲି ସବୁଠୁ ଥଣ୍ଡା ସହର ଥିଲା ସୋନପୁର । ସେଠାରେ ୧୧.୪° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସୋନପୁର ସମେତ ରାଜ୍ୟର ୪ଟି ସହରରେ ପାରଦ ୧୫° ତଳେ ରହିଥିଲା । ଝାରସୁଗୁଡ଼ାରେ ୧୩°C,…

ଓଡିଶାର ପାରମ୍ପରିକ ଲୋକ ନୃତ୍ୟ କରମା ନାଚ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…