Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକଣା ମଧ୍ୟରେ ରାଜ୍ୟବାସୀ ପାଳନ କଲେ ନିରାଡ଼ମ୍ବର ଦୀପାବଳି

ଭୁବନେଶ୍ୱର: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କୋରୋନା କଟକଣା ଯୋଗୁ ଚଳିତବର୍ଷ ରାଜ୍ୟବାସୀ ନିରାଡମ୍ବରରେ ଦୀପାବଳି ପାଳନ କରିଛନ୍ତି । କୋରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଦୀପାବଳୀରେ।…

‘ଦକ୍ଷତା’ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୫ ଜଣ କୃଷି କର୍ମଚାରୀଙ୍କୁ ପ୍ରଶଂସାପତ୍ର

ସୁନ୍ଦରଗଡ଼: ୫-ଟି କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ଦକ୍ଷତା’ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୫ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରାଫିକ୍ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର ଶିଶୁ ଭବନ ଛକ ନିକଟରେ ଶନିବାର ଦିନ ଗୋଟିଏ କ୍ରେନ୍ ଟ୍ରାଫିକ୍ ପୋଷ୍ଟକୁ ଧକ୍କା ଦେଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍ଯ୍ୟରତ ଟ୍ରାଫିକ୍ କନଷ୍ଟେବଳ । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ବିଜୟ ସାହୁ ଓ ପ୍ରକାଶ ମାର୍ଥା ନାମକ ଦୁଇ ଜଣ ଟ୍ରାଫିକ୍…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୭୧ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ପ୍ରାୟ ୧୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ଯାହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨,୯୬,୫୧୬ରେ ପହଞ୍ଚିଛି । କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି?…

ଚତୁର୍ଥ ବର୍ଷରେ ପଦାର୍ପଣ କଲା “ମୋ’ ସ୍କୁଲ”

ଭୁବନେଶ୍ୱର: ଚତୁର୍ଥ ବର୍ଷରେ ପଦାର୍ପଣ କରିଛି 'ମୋ ସ୍କୁଲ ଅଭିଯାନ’। ଆଜି ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ ସମାବେଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ, ଉନ୍ନୟନ…

ଶିଖିବା କ’ଣ ଏତେ ଜରୁରୀ

ଯୁଗ ହେଉଛି ଇଣ୍ଟରନେଟ୍‌ର । ଇଣ୍ଟରନେଟ୍‌ର ସାଙ୍ଗରେ ଆମକୁ ମଧ୍ୟ ତାଳ ମିଳେଇ ଚାଲିବାକୁ ପଡ଼ୁଛି ଏବେ । ପରିସ୍ଥିତି ଏମିତି ହୋଇପଡ଼ିଛି ଯେ ବିନା ଇଣ୍ଟରନେଟ୍‌ରେ ଏବେ ବହୁତ କିଛି କରିବା ଅସମ୍ଭବ ହୋଇପଡ଼ୁଛି । ଠିକ୍ ଅଛି ଡିଜିଟାଲ୍ ଆମେ ଯେତେ ସଶକ୍ତ ହେବା ସେତେ ଭଲ ଆମ ନିଜ ପାଇଁ । କିନ୍ତୁ…

ଇନଷ୍ଟାଗ୍ରାମରେ ରାଜ କରୁଛି ବନ୍ଦିତାଙ୍କ ଖାଣ୍ଟି ଓଡିଆଣୀ ହାତରନ୍ଧା

ଭକ୍ତି ଓ ଭାବପ୍ରବଣତା ଏକ ଫେଣ୍ଟାଫେଣ୍ଟି ଅବରୋଧ ଭିତରେ ସେ ଖୋଜନ୍ତି ନିଜ ପ୍ରିୟ କାଳିଆ ଠାକୁରଙ୍କୁ । ପୁରୀରେ ତାଙ୍କର ଜନ୍ମ ହୋଇଥିବା ବେଳେ ତାଙ୍କ ପରିବାର ଜଗନ୍ନାଥ ସଂସ୍କୃତି ସହ ଜଡିତ । ବାପାଜେଜେଙ୍କ ଭଳି ସେ ବି ଚାହାନ୍ତି ସାଆନ୍ତଙ୍କ କଥା, ପରମ୍ପରା ଓ କିମ୍ବଦନ୍ତୀ  ଭକ୍ତଙ୍କ ପାଖରେ…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୫୧ ଆକ୍ରାନ୍ତ, ୭୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ବିର୍ଜୁ କୁଲୁଙ୍କୁ ସହାୟତା ଯୋଗାଇବେ ଓଡିଶା ସରକାର

ରାଉରକେଲା: ୨୦ ବର୍ଷ ପରେ ପାକିସ୍ତାନ ଜେଲରୁ ବିର୍ଜୁ କୁଲୁ ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ ଜଙ୍ଗରପଡା ଗ୍ରାମକୁ ଫେରିବାର ଗୋଟିଏ ଦିନ ପରେ ତାଙ୍କୁ ସମସ୍ତ ସହାୟତା ଯୋଗାଇବା ଲାଗି ପ୍ରକାଶ କରିଛନ୍ତି ଓଡିଶା ସରକାର । ଗଣମାଧ୍ୟମକୁ ସୂଚନା ଦେଇ ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ…

ଭୁବନେଶ୍ୱରରେ କେହି ବାଣ ଫୁଟାଉଥିଲେ ୧୦୦ ଡାଏଲ୍ କରନ୍ତୁ: ଡିସିପି

ଭୁବନେଶ୍ୱର: ଚଳିତ ଥର ଦୀପାବଳି ଅବସରରେ ବାଣ ଫୁଟାଇବାରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ । ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣ ବିକ୍ରି କରିବା ଉପରେ ପ୍ରତିବନ୍ଧକ…