Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡରୁ ସୁସ୍ଥ ହୋଇ ୪ ଥର ପ୍ଲାଜମା ଦାନ କରିବେ ଗଞ୍ଜାମର ଏହି ବ୍ୟକ୍ତି

ବ୍ରହ୍ମପୁର: ଗଞ୍ଜାମର ଜଣେ ବ୍ୟକ୍ତି ପ୍ରଥମ କୋଭିଡ ଯୋଦ୍ଧା ଭାବେ ୪ ଥର ପ୍ଲାଜମା ଦାନ କରିିବାକୁ ଯାଉଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏନ୍ ଡମ୍ବୁରୁ ରେଡ୍ଡୀ ଏବଂ ସେ ରଙ୍ଗେଇଲୁଣ୍ଡା ବ୍ଲକ୍ ର କୋଠରାସିଙ୍ଗିିର ବାସିନ୍ଦା ବୋଲି ଜଣାପଡିଛି । ସିଏ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ।…

ବାଲେଶ୍ୱରରୁ ବ୍ରାଉନସୁଗାର ଜବତ, ଜଣେ ଅଟକ

ବାଲେଶ୍ୱର: ବାଲେଶ୍ୱରରୁ ଶନିବାର ଦିନ ପୋଲିସ ପାଖାପାଖି ୪୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ଡ୍ରଗ ପେଡଲରଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ସ୍ଥିତ ଏକ ଘରେ ପୋଲିସ ଟିମ୍ ଚଢାଉ କରିବା ସହ…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୫ଶହ ଟପିଲା

ଭୁବନେଶ୍ୱର: ଓଡିଶାରେ ଆଉ ୧୫ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୫୧୦କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୩, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୧, ମୟୁରଭଞ୍ଜରୁ ୨, ପୁରୀରୁ ୧…

ହଜାରେ ତଳେ ଦୈନିକ କରୋନା କେସ୍: ୨୪ ଘଣ୍ଟାରେ ରାଜ୍ୟରୁ ୯୦୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ହଜାରେରୁ କମ୍ ସଂକ୍ରମିତ ଟିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୯୦୨ ପଜିଟିଭ୍ କେସ୍ ସାମନାକୁ ଆସିଛି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୫୨୩ ଆକ୍ରାନ୍ତ । ଲୋକାଲ କଣ୍ଟାକ୍ଟ କେସ୍ ୩୭୯ଟି…

ଆଜିଠୁ ରାଜ୍ୟରେ ବଢ଼ିବ ଜାଡ଼, ୩-୪ ଡିଗ୍ରୀ ସେଲସିୟସ ଯାଏ ଖସିବ ପାରଦ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢ଼ିବ ଜାଡ଼ । ଖସିବ ପାରଦ, ଥରିବ ଓଡ଼ିଶା । କିଛି ଦିନର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ପୁଣି ଶୀତ ଲେଉଟିବ । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ଟ୍ରଫ୍‌ ଲାଇନ୍ ଯୋଗୁ ୧୧ ତାରିଖରୁ ୧୩ ତାରିଖ…

ଦୀପାବଳିରେ ଦୁର୍ଘଟଣା: ଗାଡ଼ି ଧକ୍କାରେ ଦୁଇ ଭାଇ ମୃତ

ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣା ଗୋଟିଏ ପରିବାରର ଦୀପାବଳି ଖୁସିରେ ଅସରନ୍ତି ଦୁଃଖ ଭରି ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୁଇ ଭାଇ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ବାଲିଯୋଡ଼ି ନିକଟରେ ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି । ଗତକାଲି ରାତିରେ ଘଟିଛି ଦୁର୍ଘଟଣା ।…

ଦାଦନ ଦୁଃଖ: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜିରୁ ୫୬ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜି ଷ୍ଟେସନରୁ ୫୬ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଭାବରେ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ସେମାନଙ୍କ ଭିତରେ ଅଛନ୍ତି ୨୫ ପୁରୁଷ, ୨୩ ମହିଳା ଓ ୮ ଜଣ ଶିଶୁ । ଉଦ୍ଧାର ଶ୍ରମିକମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି…

ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଲୋକର ପର୍ବକୁ ନେଇ ସାରାଦେଶରେ ଉତ୍ସବମୁଖର ପରିବେଶ । କରୋନା କଟକଣା ଚଳିତବର୍ଷ ଦୀପାବଳି ଉତ୍ସବକୁ ସାମାନ୍ୟ ଫିକା କରି ଦେଇଛି । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ଦୀପାବଳି ସ୍ୱଚ୍ଛତାର ବି ଉତ୍ସବ ।…

ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମ ପ୍ରଭାରୀ ଦାଯିତ୍ୱ

ଭୁବନେଶ୍ୱର: ମଣିପୁର ଉପନିର୍ବାଚନରେ ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜଯନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାଯିତ୍ୱ ମିଳିଛି । ସେହିପରି ସମ୍ବିତ ପାତ୍ରଙ୍କୁ  ମଣିପୁର ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡିଶା ଦାଯିତ୍ୱ ମିଳିଛି । ସେହିପରି ବିଜୟପାଲ ସିଂଙ୍କୁ…