Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରକାଶ ପାଇଲା ଓଜେଇଇ-୨୦୨୦ ରେଜଲ୍ଟ; ଜାଣନ୍ତୁ, କିଏ ଟପ୍ପର

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଯେଉଁ ପରୀକ୍ଷାରେ ୧୨ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି । ଜାଣନ୍ତୁ, ଚଳିତ ଓଜେଇଇ ପରୀକ୍ଷାରେ କେଉଁ ବିଷୟରେ କିଏ ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ www.Ojee.nic.in…

ବିଜେଡ଼ିରୁ ଇସ୍ତଫା ଦେଲେ ନିଲମ୍ବିତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନପରେ ପୂର୍ବତନ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ଗତ ଦୁଇ ଦିନ ତଳେ ଶ୍ରୀ ଦାସ ପାର୍ଟିରୁ ନିଲମ୍ବିତ ହୋଇଥିଲେ ।…

ଓଡ଼ିଆ ସଂସ୍କୃତିରେ ଦୀପାବଳୀ…

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ପରମ୍ପରା, ପ୍ରାଚୀନ ମୂଲ୍ୟବୋଧକୁ ରିଦ୍ଧିମନ୍ତ କରେ ଏହି ଦୀପାବଳି ପର୍ବ । ଏହି ଦୀପର ଆଲୋକ ଅନ୍ଧକାରକୁ ଦୂର କରି ନୂତନ ଉନ୍ମାଦନା ସୃଷ୍ଟି କରିଥାଏ ସମାଜରେ । ପବିତ୍ର କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ । ଏହି ଦିବସରେ…

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କ୍ୱାରେଣ୍ଟାଇନ୍ ଏବଂ ୪୮ଟି…

ଭାଇଜାଗରୁ ଧରା ହେଲା ଭୁବନେଶ୍ୱର ଏଟିଏମ୍ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗ ପୋଲିସ ଗିରଫ କରିଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗିରଫ ଅଭିଯୁକ୍ତ…

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର ଏହି ୩ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ଅନୁଜାୟୀ କୋରାପୁଟ, ମାଲକାନଗିରି ଏବଂ ରାୟାଗଡା ଆଦି ୩ ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶନିବାର ସକାଳ ୮.୩୦ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଡ଼ାଲିଙ୍ଗିଆ ଗ୍ରାମରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଔପଦା ବ୍ଲକ ଅଧିନ ଏହି ଗାଁର ଦିବାକର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏକ ବିରାଟ ଅଜଗର ସାପ ଜାଲରେ ଛନ୍ଦି ହୋଇପଡିଥିବା ନଜର…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ୨ ବନ ଅଧିକାରୀଙ୍କ ଅଫିସରେ ଭିଜିଲାନ୍ସର ଚଢାଉ

ବ୍ରହ୍ମପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ବ୍ରହ୍ମପୁର ଓ ଚିଲିକାର ଡିଭିଜନାଲ୍ ଫରେଷ୍ଟ ଅଫିସରେ ଘରେ ଚଢାଉ କରିଛି । ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି- ଖୋର୍ଦ୍ଧା ବାଲୁଗାଁସ୍ଥିତ ଚିଲିକା ଡିଏଫଓ ଅଫିସର ଜୁନିଅର ଆକାଉଣ୍ଟାଣ୍ଟ…

ମୋତେ ଘରୁ ବାହାର କରିବାକୁ ଚକ୍ରାନ୍ତ କରାଯାଉଛି: ବର୍ଷା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ତାଙ୍କ ଶାଶୁ ଥାନାରେ ଅଭିଯୋଗ କରିବା ପରେ ଏନେଇ ମୁହଁ ଖୋଲିଛନ୍ତି ସେ । ଶାଶୁ ମା’ ମଧୁସ୍ମିତା ମହାନ୍ତିଙ୍କ ଅଭିଯୋଗ ପରେ ବର୍ଷା କହିଛନ୍ତି ଯେ ସେମାନେ ମୋତେ ଜାଣିଶୁଣି ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ଏନେଇ ସେ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଓଏଏସ୍ ଅଫିସରଙ୍କ ଶ୍ୱଶୁର ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯାଜପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ଜୋନାଲ୍ କମିଶନର ପ୍ରମୋଦ କୁାମର ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ପୃଷ୍ଟିକୁ ଗିରଫ କରିଛି । ଡାକ୍ତରୀ ମାଇନା ପରେ…