Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୬ ହଜାର ଲାଞ୍ଚ ନେଇ ଫସିଲେ ମହିଳା ଫରେଷ୍ଟ ଗାର୍ଡ

ସମ୍ବଲପୁର: ଜିଲ୍ଲାର ଜୁଜୁମରା ସ୍ଥିତ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବେହେରାଣୀ ବନ ସୁରକ୍ଷା ସମିତିର ସଦସ୍ୟ ସଚିବ ତଥା ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ପର୍ଶୁରାମ ମିର୍ଧାଙ୍କ ଅଭିଯୋଗ…

ଯନ୍ତ୍ରଣାରେ ଛଟପଟ ଶୈଶବ; ବଞ୍ଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ

ଯାଜପୁର: ହସିବା ଖେଳିବା ବୟସରେ ଶଯ୍ୟାଶାୟୀ ୫ ବର୍ଷର ଶିଶୁ। ବର୍ଷେ ତଳେ ଭାଙ୍ଗିଥିବା ଗୋଡ ଏବେ ନଷ୍ଟ ହେବାକୁ ବସିଛି। ଏଭଳି ଅବସ୍ଥାରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଟାଙ୍ଗରସାହି ଗ୍ରାମର ସ୍ବର୍ଗତ ରାଜୀବ ବାଦ୍ରା ଙ୍କ ସାନପୁଅ ଜୱାର ବାଦ୍ରା।…

ଯାଜପୁରରୁ ଜବତ ହେଲା ବିପୁଳ ପରିମାଣରେ ନକଲି ଗୁଣ୍ଡି

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡବିରୁଆଁ ଛକ ନିକଟରୁ ବିପୁଳ ପରିମାଣର ନକଲି ଗୁଣ୍ଡି ଜବତ କରିଛି ପୋଲିସ। ଏକ କାର ଯୋଗେ ନକଲି ଗୁଣ୍ଡି ଚାଲାଣ ହେଉଥିବା ବେଳେ କାର ସମେତ ଏହି ନକଲି ଗୁଣ୍ଡି ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗୁରଫ କରିଛି। ସୂଚନାମୁତାବକ ନକଲି…

ଭୋଟ ଦେବାକୁ ଯାଉଥିବା ବେଳେ ଚାଲିଗଲା ବୃଦ୍ଧାଙ୍କ ପ୍ରାଣ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ତ୍ରିତୋଲରେ ଚାଲିଛି ଉପନିର୍ବାନ । ତେବେ ନିଜର ମତଦାନ ସାବ୍ୟସ୍ତ କରିବାକୁ ବୁଥକୁ ଆସୁଥୁବାବେଳେ ଜଣେ ବୃଦ୍ଧା ମହିଳା ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।…

ବାଣ ବଜାର ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର:କରୋନା ଭିତରେ ବାଣ ବଜାର ନ ଖୋଲିବାକୁ ଆହ୍ୱନ । ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଂଜାମ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି । ଏଥିସହ ବାଣ ମାର୍କେଟ ନ ଖୋଲିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, ପ୍ରଥମେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା…

ଭୋଟ ବର୍ଜନ କଲେ ଗ୍ରାମବାସୀ

ତିର୍ତ୍ତୋଲ: ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭୋଟ ବର୍ଜନ କରିଛନ୍ତି ୫ଟି ୱାର୍ଡର ଭୋଟର । ଏହି ଅଭିଯୋଗ ଆସିଛି ତିର୍ତ୍ତୋଲରୁ । ରାସ୍ତା ନାହିଁ ତ ଭୋଟ ନାହିଁ । ଏଭଳି ରୋକଠୋକ ଶୁଣାଇଛନ୍ତି ଗ୍ରାମବାସୀ । କଟରା ପଂଚାୟତର ବେଗୁନିଆ ଗାଁର ୫ଟି ୱାର୍ଡ଼…

ବଟନରେ ଦେବୀଙ୍କ କଳାକୃତି ତିଆରି କରି ଜାତୀୟ ରେକର୍ଡ ସୃଷ୍ଟି କଲେ ସତ୍ୟ

ବ୍ରହ୍ମପୁର: କାଠ, ଚକ, ସାବୁନ ଏବଂ ବାଲିରେ ଛୋଟ ଛୋଟ କଳାକୃତି ତିଆରି କରି ୩୦ ଟି ଆନ୍ତର୍ଜାତୀୟ ତଥା ଜାତୀୟ ରେକର୍ଡ ସ୍ଥାପନ କରିଥିବା ବ୍ରହ୍ମପୁରର ୩୬ ବର୍ଷିୟ ସତ୍ୟ ମହାରଣା ଆଉ ଏକ ସଫଳତା ହାସଲ କରିଛନ୍ତି। ବିଭିନ୍ନ ରଙ୍ଗୀନ ବଟନକୁ ବ୍ୟବହାର କରି ଗଞ୍ଜାମର ସୋରଡାର ଦେବୀ କାନ୍ଧୁନି…

ଆମରେକୀୟ ଉଦ୍ୟୋକ୍ତାଙ୍କ ଦ୍ୱାରା ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟାର୍ଟ୍‌ଅପ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍‌' ନାମକ ଏକ ଷ୍ଟାର୍ଟ୍‌ଅପ୍‌ର ଶୁଭାରମ୍ଭ ହୋଇଛି । ଆମେରିକାର ଜଣେ ସାମାଜିକ ଉଦ୍ୟୋକ୍ତା ପ୍ଲାବନ ମହାପାତ୍ରଙ୍କ ଦ୍ୱାରା ସ୍ଥାପିତ ଏହି ଷ୍ଟାର୍ଟ୍‌ଅପ୍ ବରିଷ୍ଠ ନାଗରିକଙ୍କୁ ସ୍ୱାଧୀନ ଭାବେ ସୁରକ୍ଷା ଓ…

କଟକରୁ ୨୨ ଚୋରା ବାଇକ୍ ଜବତ

କଟକ: ଏକ ଚୋରା ବାଇକ୍ ଗ୍ୟାଙ୍ଗକୁ ମଙ୍ଗଳବାର ଦିନ ପୋଲିସ୍ ଧରିବା ସହ ୨୨ଟି ବାଇକ୍ ଜବତ କରିଛି । ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧୪ ତାରିଖରେ ଭାରତିଆ ଟାୱାର ସମ୍ମୁଖରେ ବାଇକ୍ ଚୋରି ହୋଇଯାଇଥିବା ନେଇ ଜଗତପୁରର ସରୋଜ କୁମାର ବେହେରା ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ…

ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ଦୁଇ ଆସନରେ ୪୦.୫୧% ମତଦାନ

ଭୁବନେଶ୍ୱର: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଜାରି ରହିଛି ମତଦାନ । ଉଭୟ ଆସନରେ ଦିନ ୧ଟା ସୁଦ୍ଧା ୪୦.୫୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮ % ମତଦାନ ହୋଇଥିବା ସୂଚନା ମିଳିଛି । ପ୍ରଥମେ…