Latest Odisha News

BREAKING NEWS

Browsing Category

ଓଡିଶା

Odisha

କଲଭର୍ଟରେ ପିଟି ହେଲା ବାଇକ୍; ୨ ଯୁବକ ମୃତ

କୋରାପୁଟ: କୋରାପୁଟ ଜିଲ୍ଳାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍ଥାନୀୟ କାକିରିଗୁମ୍ମା ଥାନା ଅନ୍ତର୍ଗତ ପଞ୍ଚଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ବାଇକ କଲଭର୍ଟରେ ପିଟି ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ଜଣ ଯୁବକ ହୋଇଥିବା ବେଳେ ସେମାନଙ୍କ ନାମ…

ଘୁଞ୍ଚିଲା ବ୍ୟାରିକେଡ; ସିଂହଦ୍ୱାର ସମ୍ମୁଖରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଭକ୍ତଙ୍କ ପାଇଁ ଆଶ୍ୱସ୍ତିକର ଖବର । କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଦର୍ଶନ ପାଇଁ ମନ୍ଦିର ଚାରିପାଖର ବ୍ୟାରିକେଡ଼କୁ ପ୍ରାୟ ୨୦ ଫୁଟକୁ ଘୁଞ୍ଚାଇ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ…

କୋରାପୁଟରୁ ଜବତ ହେଲା କୋଟିଏ ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟରୁ ପାଖାପାଖି ୧ କୋଟି ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ଗୋଟିଏ ପିକଅପ୍ ଭ୍ୟାନରୁ ଗଞ୍ଜେଇ ସହ ବନ୍ଧୁକ ଜବତ କରିଛି ପୋଲିସ। ମାଛକୁଣ୍ଡ ପୋଲିସ ଏବଂ  ବିଏସଏଫ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ…

ମହିଳାଙ୍କୁ ସଶକ୍ତ କରୁଛି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ରଟ ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ‘କୌଶଲ୍ୟା’ ଓଡ଼ିଶାର ରାୟଗଡ଼ା ଜିଲାର ୧୫୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ଜୀବନରେ ଅଭୂତପୂର୍ବ ପାର୍ଥକ୍ୟ ଆଣିପାରିଛି । ପ୍ରାୟ ୫ବର୍ଷ…

କରୋନାରେ ପ୍ରାଣ ହରାଇଲେ ବିଶିଷ୍ଟ ଶିକ୍ଷାବିତ ଡଃ ବଂଶୀଧର ତ୍ରିପାଠୀ: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଓଡିଶାର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍‌, ପୂର୍ବତନ ଶିକ୍ଷା ଗବେଷଣାର ଯୁଗ୍ମ ନିର୍ଦ୍ଦେଶକ ତଥା ରେଭେନ୍‌ସା ବିଶ୍ୱ ବିଦ୍ୟାଳୟ ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଆଦର୍ଶ ଶିକ୍ଷକ ପ୍ରଫେସର ଡଃ ବଂଶୀଧର ତ୍ରିପାଠୀଙ୍କର ସୋମବାର ଦିନ ସନ୍ଧ୍ୟା ୯.୪୩ ମିନିଟ୍‌ରେ ସମ୍ ହସ୍‌ପିଟାଲ…

ଓଡ଼ିଶାରେ ୨.୮ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୬୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୯୪,୪୧୫ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୮୦,୫୫୩…

ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ମନା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୦ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ବାଣ ଫୁଟାଇବା କିମ୍ବା ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବୟସ୍କ ବ୍ୟକ୍ତି, ଶିଶୁ ଓ ଅସୁସ୍ଥ…

ଆକ୍ରାନ୍ତଙ୍କ ତୁଳନାରେ ଭୁବନେଶ୍ୱରରେ ବଢୁଛି ସୁସ୍ଥତାଙ୍କ ସଂଖ୍ୟା; ଆଜି ୬୯ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନା ଅନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କ୍ୱାରେଣ୍ଟାଇନ୍ ଏବଂ ୫୫ଟି ସ୍ଥାନୀୟ…

କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିଭଳି ନେବେ ଯତ୍ନ? ଜାଣନ୍ତୁ

ଭୁବନେଶ୍ୱର: କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ଯତ୍ନ ଦେବା ଆବଶ୍ୟକ । ନଚେତ ଏହା ଶରୀରକୁ ଅଧିକ କ୍ଷତି କରିଦେବ । ତେଣୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍…

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ସୋଆର ୭ ଗବେଷକ

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ…