Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୩ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସାଙ୍କେତିକ ରୂପେ ଆୟୋଜିତ

ରାଉରକେଲା: ଚଳିତ ବର୍ଷର ବୈଶ୍ଵିକ କରୋନା ମହାମାରୀ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ସାଂସ୍କୃତିକ ମାନଚିତ୍ରରେ ସ୍ଥାନ ଲାଭ କରିଥିବା ଭଞ୍ଜ କଳା କେନ୍ଦ୍ର ଆୟୋଜିତ ୨୩ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସାଙ୍କେତିକ ରୂପେ ଆୟୋଜିତ ହୋଇଛି। ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସ୍ମାରକ…

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ; ଓଡ଼ିଶାରେ ଟ୍ରେନ୍ ସେବା ପ୍ରଭାବିତ

ଭୁବନେଶ୍ୱର: ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ଓଡ଼ିଶାରେ କିଛି ଟ୍ରେନ୍ ସେବା ପ୍ରଭାବିତ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ପୁରୀ-ଦୁର୍ଗ ବିଶେଷ ଟ୍ରେନ ସପ୍ତାହ ପାଇଁ ଆଂଶିକ ବାତିଲ ହେବ ଏବଂ ବିଶାଖାପାଟଣା-ନିଜାମୁଦ୍ଦିନ ବିଶେଷ ଟ୍ରେନ ଛଅ ଦିନ ପାଇଁ ବାତିଲ…

ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରବିବାର ଦିନ ଜମି କେଳେଙ୍କାରୀ ଅଭିଯୋଗରେ ଓଡିଶା ଇନଫ୍ରାଟେକ୍ ପ୍ରା. ଲି.ର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି । ଯାହାଙ୍କୁ ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଇଓଡବ୍ଲ୍ୟୁର…

‘ମୋ ଧାମ ମୋ ଗର୍ବ’ ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ କରାଯାଇଥିବା "ମୋ ଧାମ ମୋ ଗର୍ବ" ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଲୋକାର୍ପଣ ଉତ୍ସବରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ,…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୮୧ ନୂଆ ପଜିଟିଭ; ୨୨୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ହୋମ୍…

ସାଇକେଲ ଚଳାଉଥିବା ବେଳେ ମାଡ଼ିଗଲା ଭ୍ୟାନ; ପ୍ରାଣ ହରାଇଲେ ଯୁବ ବ୍ୟବସାୟୀ

କଟକ: କଟକ ଉପକଣ୍ଠରେ ରବିବାର ଦିନ ସକାଳେ ଜଣେ ୩୧ ବର୍ଷିୟ ବ୍ୟବସାୟୀଙ୍କ ଉପରେ ଏଜ ଦୁଗ୍ଧ ଭ୍ୟାନ୍ ଚଢି ଯାଇଥିଲା। ସୂଚନାନୁସାରେ, ଦୁର୍ଘଟଣା ଘଟଣା ସମୟରେ ପୀୟୁଷ ଅଗ୍ରୱାଲ ଜଣେ ବନ୍ଧୁଙ୍କ ସହ ସାଇକେଲ ଚଳାଉଥିଲେ। ତାଙ୍କୁ ତୁରନ୍ତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ…

କିମସରେ ଖୋଲିଲା ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିମସରେ ପୋଷ୍ଟ କୋଭିଡ୍ କେୟାର ସ୍ପେସିଆଲିଟି କ୍ଲିନିକ ଖୋଲାଯାଇଛି। ସୂଚନା ଅନୁଯାୟୀ କରୋନା ସମୟରେ କିମସ ଦ୍ଵାରା ପରିଚାଳିତ ଓଡିଶା କୋଭିଡ ହସ୍ପିଟାଲରେ ପାଖାପାଖି ୬ ହଜାର କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ…

ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ବିଳମ୍ବ ହେଉଛି କାହିଁକି, ରିପୋର୍ଟ ମାଗିବେ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସିପି ଦେଇଥିବା ରିପୋର୍ଟ ଅନୁସାରେ କ୍ରାଇମବ୍ରାଂଚ ତଦନ୍ତ କରୁଛି । ଖୁବଶୀଘ୍ର କ୍ରାଇମବ୍ରାଂଚକୁ ତଦନ୍ତ ରିପୋର୍ଟ ମଗାଯିବ । ତେବେ ତଦନ୍ତ କାହିଁକି ବିଳମ୍ବ ହେଉଛି ସେନେଇ କ୍ରାଇମବ୍ରାଂଚକୁ ରିପୋର୍ଟ ମଗାଯିବ ବୋଲି ରାଜ୍ୟ…

କୋଭିଡ ନିୟମ ଉଲ୍ଲଂଘନ: ରାଜଧାନୀରେ ୨୪ ଘଣ୍ଟାରେ ୧୫୭୬ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା 

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ଼ ୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ କମିଶନରେଟ ପୋଲିସ ୧୫୭୭ ଜଣ ବ୍ୟକ୍ତି ଏବଂ ଦୋକାନକୁ ଜରିମାନା କରିଛି। ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଲେଖିଛନ୍ତି: “ଆମର ଉଦ୍ଦେଶ୍ୟ ଲୋକଙ୍କ ଠାରୁ ଜରିମାନା…

ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଆଇଆଇସି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏକ ଗାଁରେ ରବିବାର ଦିନ ଦେଖାଦେଇଥିଲା ତୀବ୍ର ଉତ୍ତେଜନା । ଜୁଆ ଖେଳ ଉପରେ ଚଢ଼ାଉ କରିବାକୁ ଯାଇଥିବା ଏକ ପୋଲିସ ଟିମ ଉପରେ ଆକ୍ରମଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୂଚନାନୁସାରେ,ବ୍ରାହ୍ମଣୀ ଗାଁ ପୋଲିସ ଷ୍ଟେସନର ଆଇଆଇସି ରଣଜିତ କୁମାର ମୁନି ଜୁଆ ଖେଳ ହେଉଥିବା…