Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ, ୨୪ ଘଣ୍ଟାରେ ୧୩୮୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କେସ୍ । ଗତ ୨୪ ଘଣ୍ଟାରେ ୧ ହଜାର ୩୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯୮ ସଂକ୍ରମିତ । ୫୯୧ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨ ଜଣ ସଂକ୍ରମିତ ହୋଇଛନ୍ତି ।…

ଆଜିଠୁ ରାଜଧାନୀରେ ଖୋଲୁଛି ଆଉ ୭ ଆହାର କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଖୋଲୁଛି ରାଜଧାନୀର ବିଭିନ୍ନ ଆହାର କେନ୍ଦ୍ର । ପୂର୍ବରୁ କରୋନା ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ଭୁବନେଶ୍ୱରର ବିଭିନ୍ନ ଆହାର କେନ୍ଦ୍ର ଆଜିଠାରୁ ଖୋଲିବ ବୋଲି ସୂଚନା ମିଳିଛି । ଏବେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିବାବେଳେ ରାଜଧାନୀର…

ବାଲେଶ୍ୱର ଓ ତିର୍ତ୍ତୋଲରେ କାଲି ଭୋଟ, ବୁଥ୍‌ରେ ପହଞ୍ଚିଲେଣି ପୋଲିଂ ପାର୍ଟି 

ଭୁବନେଶ୍ୱର: ପ୍ରଚାର ଲଢ଼େଇ ଥମିଛି । ଆସନ୍ତାକାଲି ଅସଲ ଲଢ଼େଇ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାରେ ମତଦାନ ସାରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚି ସାରିଲେଣି ପୋଲିଂ ପାର୍ଟି । ସମସ୍ତ ସରଞ୍ଜାମ ଧରି ସେମାନେ…

ଖସୁଛି ପାରଦ, ୫ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଏବେ ବର୍ଷା ସମ୍ଭାବନା ନାହିଁ । ଆଗାମୀ ଦୁଇ ତିନି ଦିନ ପାଗ ଶୁଖିଲା ରହିବ । ରାତିରେ ଖସୁଛି ପାରଦ । ଆଗକୁ ରାଜ୍ୟରେ ବଢିପାରେ ଶୀତ । ଆସନ୍ତା ୫ ତାରିଖରୁ ହାଡ଼ଭଙ୍ଗା ଶୀତ ହୋଇପାରେ । କିଛି ସ୍ଥାନରେ ତାପମାତ୍ରା ୪ ଡିଗ୍ରୀ ତଳକୁ ହ୍ରାସ ପାଇବା ସମ୍ଭାବନା ରହିଛି ।…

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପତ୍ନୀ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଭବନରେ କରୋନା । ଭୂତାଣୁ ସଂକ୍ରମିତ ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହା ପତ୍ନୀଙ୍କର ରିପୋର୍ଟ ବି ପଜିଟିଭ୍ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏହାସହ ରାଜ୍ୟପାଳ ଅନୁରୋଧ କରିଛନ୍ତି, ଯେଉଁମାନେ ନିକଟ…

କାର୍ତ୍ତିକ ମାସ ପ୍ରଥମ ସୋମବାର: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତିମୟ ପରିବେଶ

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏଥର କରୋନା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି । କାର୍ତ୍ତିକ ସୋମବାରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚତ ହୋଇଛନ୍ତି ଶ୍ରଦ୍ଧାଳୁ ।  ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭକ୍ତଙ୍କ ଭିଡ଼ ହୋଇଛି ।…

ଟ୍ରକକୁ ପିଟିଲା ଟ୍ରକ, ଦୁଇ ଜଣଙ୍କର ମୃତ୍ୟୁ

କୋନ୍ଦୁଝର: ଆନନ୍ଦପୁର ନିକଟକରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ଖରାପ ହୋଇଥିବାରୁ…

କଟକରେ ଆଜିଠୁ ସେରୋ ସର୍ଭେ, ୨୫ ଓ୍ୱାର୍ଡରୁ ନମୁନା ସଂଗ୍ରହ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେଉଛି ସେରୋ ସର୍ଭେ । କଟକ ମହାନଗର ନିଗମର ୨୫ଟି ୱାର୍ଡରେ ଏହି ସର୍ଭେ ଆସନ୍ତା ୫ ତାରିଖ ଯାଏ ଚାଲିବ । ଲୋକଙ୍କଠାରୁ ସଂଗ୍ରହ କରାଯିବ ରକ୍ତ ନମୁନା । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯିବ । ନାବାଳକ ଓ ଗର୍ଭବତୀଙ୍କୁ ଏଥିରେ ସାମିଲ…

ଅଶୁଭ ସୋମବାର: ବୌଦ୍ଧରେ ସଡ଼କ ଦୁର୍ଘଟଣାରେ ୨ ମୃତ, ୨୫ରୁ ଅଧିକ ଆହତ

ବୌଦ୍ଧ: ରାସ୍ତାରେ ଠିଆ ହୋଇଥିବା ଇନୋଭାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାର କିଆକଟା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଦୁଇ ଜଣ । ଗତକାଲି…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୮୧୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୮୧୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨,୯୧,୮୨୫ କରୋନା ସଂକ୍ରମିତ ମାମଲା ରହିଥିବା ବେଳେ ମୋଟ୍ ୨,୭୭,୫୬୪…