Latest Odisha News

BREAKING NEWS

Browsing Category

ଓଡିଶା

Odisha

୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କଫ ସିରପ ଜବତ

କଟକ: କଟକରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ । ମର୍କତନଗର ଥାନା ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫ ସିରପ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ…

ଓଟିଭି ସିଏଫ୍‌ଓଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ…

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ୍‌’, ଜାଣନ୍ତୁ ସମୟ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୋଣାର୍କକୁ ଦୈନିକ ୬ଥର ଚଳାଚଳ କରିବ ‘ମୋ ବସ୍‌’। ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । https://twitter.com/CRUT_BBSR/status/1322807068374396929?s=08 ଟ୍ୱିଟ୍…

ତିର୍ତ୍ତୋଲରେ ୧୫୫ଟି ପୋଲିଂ ବୁଥ ସମ୍ବେଦନଶୀଳ

ତିର୍ତ୍ତୋଲ: ଆଉ ଦିନକ ପରେ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ । ଏହା ପୂର୍ବରୁ ତିର୍ତ୍ତୋଲରେ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାରେ ପହଂଚିଛି । ଉପନିର୍ବାଚନ ପାଇଁ ୩୭୩ଟି ପୋଲିଂ ବୁଥ ରହିଛି । ଏଥିରୁ ୧୫୫ଟି ବୁଥ ସମ୍ବେଦନଶୀ ରହିଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

ଓଟିଭି ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା

ଖୋର୍ଦ୍ଧା: ଓଟିଭି ଷ୍ଟୁଡିଓ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ । ଖୋର୍ଦ୍ଧା ସାରୁଆ ଥିବା ଷ୍ଟୁଡିଓ ଆଗରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆଜି ସକାଳେ ସେମାନେ କାମ ପାଇଁ ଭିତରକୁ ଯିବା ସମୟରେ ବାରଣ କରାଯାଇଥିଲା । କର୍ମଚାରୀ ଅଭିଯୋଗ କରିଛନ୍ତି, ଓଟିଭି ଏମଡି ଜାଗି…

ନକଲି ନୋଟ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭଦ୍ରକ: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ । ସେମାନଙ୍କୁ ବାନ୍ଧିଛି ଭଦ୍ରକ ଜିଲା ବାସୁଦେବପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡକୁଳ ଗାଁରେ ପ୍ରିୟ ରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲା ଡେରାବିସ ଥାନା…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଦୀର୍ଘ ୮ ମାସ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଛି। କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିଲା । ପର୍ଯ୍ୟଟକଙ୍କ ରାତି ରହଣୀ ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ…

କରୋନା ସଂକ୍ରମଣରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଅନୁଗୁଳ: ବୌଦ୍ଧର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ବିଶ୍ୱନାଥ ରାଉତଙ୍କର କରୋନା ସଂକ୍ରମଣରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ନିକଟ ଅତୀତରେ ଶ୍ରୀ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଫୁସଫୁସ୍ ସଂକ୍ରମଣ ବାହାରିଥିଲା…

ଆଜିଠୁ ଶ୍ରୀକ୍ଷେତ୍ରରେ ‘ମୋ ଧାମ ମୋ ଗର୍ବ’ ଅଭିଯାନ

ପୁରୀ: ଆଜିଠୁ ପୁରୀ ଆରମ୍ଭ ହୋଇଛି 'ମୋ ଧାମ ମୋ ଗର୍ବ' ଅଭିଯାନ । ଏହା ଏକ ସପ୍ତାହ ଧରି ଚାଲିବ । ଏହି ଅଭିଯାନ ଜରିଆରେ ରାସ୍ତାରେ ଗୋଟିଏ ବି ଅଳିଆ ପଡିବନି । କୁଆ ଡାକିବା ପୂର୍ବରୁ ପୁରୀ ସହର ସଭା ହୋଇଯାଇଥିବ । ଏଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା…

ଆଉ ୧୧ ଜଣଙ୍କୁ ମିଶାଇ କରୋନା ରାଜ୍ୟରୁ ନେଲାଣି ୧, ୩୩୧ ଜୀବନ

ଭୁବନେଶ୍ୱର: ମୁଣ୍ଡ ନେଉଛି ମହାମାରୀ । ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ୯ ଜିଲ୍ଲାରୁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଜଣେ ୨୬ ଓ ୩୦ ବର୍ଷୀୟ ଯୁବକ । ସୁନ୍ଦରଗଡ଼…