Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭସାଣ ଲାଗି ବ୍ରହ୍ମପୁରରେ ୪ କୃତ୍ରିମ ପୋଖରୀ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚାରିଆଡେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ୪ଟି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି। ଫାଷ୍ଟ ଗେଟ୍‌, ମାଙ୍ଗୋ ମାର୍କେଟ୍‌, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ବିବେକ ବିହାର ଆଦି ସ୍ଥାନରେ…

କାଲି କଟକଣା ଭିତରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ କରୋନା କଟକଣା ଭିତରେ ହେବ ଗୋଷାଣୀ ଭୁସାଣ ଉତ୍ସବ । ଏଥିପାଇଁ ଆସନ୍ତାକାଲି ଦିନ ୧୦ରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯିବ । ଏଥିସହ ଭସାଣ ସମୟରେ ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ।…

ପବିତ୍ର ବିଜୟାଦଶମୀ: ରାଜାଧିରାଜ ବେଶରେ ଶ୍ରୀ ଅଲାରନାଥ

ବ୍ରହ୍ମଗିରି: ଆଜି ହେଉଛି ଶାରଦୀୟ ଦୁର୍ଗାତ୍ସବର ଶେଷ ପର୍ବ ପବିତ୍ର ବିଜୟାଦଶମୀ। ଏହି ଅବସରରେ ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି। ନିତିକାନ୍ତି ଅନୁଯାୟୀ, ଭୋର୍ ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ…

ସବୁ ଭାରତୀୟଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଭ୍ୟାକସିନ୍‌: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ବିହାରରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ପକ୍ଷରୁ ଇସ୍ତାହାରରେ ବିହାର ବାସୀଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ ବୋଲି ପ୍ରକାଶ କରିଥିଲେ । ଯାହାକୁ ରାଜନୈତିକ ଫାଇଦା ବୋଲି ଆକ୍ଷେପ କରିଥିଲେ ବିରୋଧି ମାନେ । ଯାହା ପରେ ଅନ୍ୟ ୫ଟି ରାଜ୍ୟ ମଧ୍ୟ ମାଗଣାରେ କୋଭିଡ ଟିକା…

ପାଣିପାଗ ବିଭାଗର ସତର୍କ ସୂଚନା: ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, ରାୟଗଡା ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା…

ଅଧା ଓଡ଼ିଶା ଛାଡିଲା ମୌସୁମୀ

ଭୁବନେଶ୍ୱର: ଓଡ଼ିଶା ଛାଡୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରୁ ବିଦାୟ ନେଲା ମୌସୁମୀ। ଆସନ୍ତା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ମୌସୁମୀ ବାୟୁ ଫେରିଯିବ । ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ରାୟ ଅଧା ଓଡିଶାରୁ ମୌସୁମୀ ଫେରିଯାଇଛି । ୮ଟି ଜିଲ୍ଲା…

ଭସାଣ ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ଦଶମୀ, କାଲ ଭସାଣୀ । କରୋନା କଟକଣା ଭିତରେ ଚାରିଆଡେ ପାଳିତ ହେଉଛି ଦଶହରା। ତେବେ ଆସନ୍ତାକାଲି ଭସାଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଭୁବନେଶ୍ୱର…

ମାଲକାନଗିରିରୁ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଜୋଡମ୍ବା ପଞ୍ଚାୟତ ନିକଟ ଏକ ଜଙ୍ଗଲରୁ ସୁରକ୍ଷାକର୍ମୀ ମାନେ ସୋମବାର ଦିନ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଏସଡିପିଓ ପ୍ରହଲାଦ୍ ମୀନାଙ୍କ ସୂଚନାନୁଯାୟୀ, କିଛି ମାଓବାଦୀ ନିକଟ ଜଙ୍ଗଲରେ…

ପାରାଦୀପରେ ଟ୍ରଲର ବୁଡି ୪ ନିଖୋଜ

ଭୁବନେଶ୍ୱର: ପାରାଦୀପର ଗଭୀର ସମୁଦ୍ରରେ ଟ୍ରଲର ବୁଡି ଯିବାରୁ ୪ ଜଣ ମତ୍ସଜୀବୀ ନିଖୋଜ ହୋଇ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ପ୍ରାୟ ୯ ଜଣ ମତ୍ସଜୀବୀ ଏକ ଟ୍ରଲରରେ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରଲରଟି ଏମଭି ବ୍ଲାକ୍ ରୋଜ୍ ସହ ଧକ୍କା…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…