Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୧୧ ଜିଲ୍ଲାରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ପ୍ରାଣଘାତୀ କରୋନା ପ୍ରତିଦିନ ଜୀବନ ନେଉଛି । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୬ ଜଣଙ୍କର ମୃତ୍ୟୁହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୧ ଜିଲ୍ଲାରୁ ଆଖି ବୁଜିଛନ୍ତି କରୋନା ସଂକ୍ରମିତ । ମୃତକଙ୍କ ଭିତରେ ୧୧ ଜଣ ପୁରୁଷ ଥିବା ବେଳେ ୫ ଜଣ ଅଛନ୍ତି ମହିଳା ।…

କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରେ ୧୭ ଶହ ତଳକୁ ଖସିଲା କୋଭିଡ୍ ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଖସୁଛି । କ୍ରମାଗତ ଦ୍ୱିତୀୟ ଦିନରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଶହରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୬୩୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୭୮ଟି । ଏହାକୁ ମିଶାଇ ମୋଟ୍…

ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ, କାର୍ତ୍ତିକ ମାସ ନୀତିକାନ୍ତି ଚୁଡ଼ାନ୍ତ

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତ ଚୁଡ଼ାନ୍ତ ହୋଇଛି । କାର୍ତ୍ତିକ ମାସରେ ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯିବ । ପରେ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ନୀତି ସମ୍ପାଦିତ ହେବ । ପରେ ଶ୍ରୀଜିଭମାନଙ୍କର ଦ୍ୱିତୀୟ ଭୋଗ…

କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର, ଦୁଇ ଜଣଙ୍କର ମୃତ୍ୟୁ

ଅନୁଗୁଳ: ଦଶହରାରେ ଅନୁଗୋଳ-ସମ୍ୱଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ପିଟିଲା ଟ୍ରେଲର । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ…

୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର: ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍ । ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର । ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବାନୁମାନ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାରୁ ଫେରିଯିବ ମୌସୁମୀ !

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ରାଜ୍ୟରେ ଏବେ ଲଘୁଚାପ ସମ୍ଭାବନା ନଥିବାରୁ ପାଗ ଶୁଖିଲା ରହିବ। ଫଳରେ ରାଜ୍ୟରୁ ମୌସୁମୀ ଫେରିବା ନେଇ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ଓ ଉତ୍ତର-ପଶ୍ଚିମ…

ପରଲୋକରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିରଞ୍ଚି ନାରାୟଣ ପୁହାଣ

ଭୁବନେଶ୍ୱର: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ତଥା ଶିକ୍ଷାବିତ୍ ଡକ୍ଟର ବିରଞ୍ଚି ନାରାୟଣ ପୁହାଣଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଟକ ସାଲେପୁର ନିକଟ ଗୁଆଳି ଗାଁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପୁହାଣ ରେଭେନସା କଲେଜରୁ ପାଠପଢା ଶେଷ…

ଓଡିଶାରୁ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୬୧୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୬୨,୦୩୧ ଛୁଇଁଛି।…

୨୦୨୧ ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ବିକାଶ କାମ

ଭୁବନେଶ୍ୱର: ୨୦୨୧ ମସିହା ମାର୍ଚ୍ଚ ସୁଦ୍ଧା ପୁରୀ ସ୍ୱର୍ଗଦ୍ୱାରର ବିକାଶ କାମ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ (୫ଟି) ସଚିବ ଭିକେ ପାଣ୍ଡିଆନ୍ ଶନିବାର ଦିନ ପୁରୀ ଗସ୍ତରେ ଯାଇ ସ୍ୱର୍ଗଦ୍ୱାରର ବିକାଶ ଓ ଗାଈଗୋରୁଙ୍କ ରହଣୀ ପାଇଁ ଗୋଶାଳା ଏବଂ ଭିକ୍ଷୁକଙ୍କ…

ରାଉରକେଲା ଏସଓଏସରୁ ଦୁଷ୍କର୍ମ ପିଡିତା ନିଖୋଜ ଅଭିଯୋଗ

ରାଉରକେଲା: ବିରମିତ୍ରପୁରରେ ଜଣେ ୧୩ ବର୍ଷର ଦୁଷ୍କର୍ମ ପିଡିତା ନାବାଳିକା ଶୁକ୍ରବାର ଦିନ ରାଉରକେଲା ସ୍ଥିତ  ଭିଲେଜରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ସମ୍ପୃକ୍ତ ଅଧିକାରୀମାନେ ଛେଣ୍ଡ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଶିଶୁ କଲ୍ୟାଣ କମିଟି…