Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଡ଼କ ଦୁର୍ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର: ନିଜ ପରିବାର ପ୍ରତିପୋଷଣ କରିବାକୁ ଯାଇ ସୁଦୁର ତେଲେଙ୍ଗାନା ରାଜ୍ୟରେ ଏକ ଅନ୍ ଲାଇନ୍ ଫୁଡ୍ ସପ୍ଲାଇ କାର୍ଯ୍ୟରେ ନିୟୋଜିତ ଥିବା ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ କୋରାଇ ଥାନା ତାରାକୋର୍ଟ ଗ୍ରାମର ଦେବବ୍ରତ ସୁତାର(୨୬) ବୋଲି…

କରୋନା ସଂକ୍ରମଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ଯାଜପୁର: କରୋନା ସଂକ୍ରମଣରେ ଯାଜପୁର ମୁନସିପାଲଟି ସ୍ୱାସ୍ଥ୍ୟ କର୍ମୀଙ୍କ ଦେହାନ୍ତ ହୋଇଥିବା ନେଇ ଶନିବାର ଦିନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଯାଜପୁର ମୁନସିପାଲଟି ଅନ୍ତର୍ଗତ କୋଭିଡ କେୟାର ସେଣ୍ଟରକୁ ମନିଟର କରୁଥିଲେ ସ୍ୱାସ୍ଥ୍ୟ କର୍ମୀ ଲୋକେଶ…

ସମ ହସ୍ପିଟାଲରେ ଖୁବଶୀଘ୍ର ଆରମ୍ଭ ହେବ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ନିମନ୍ତେ କୋଭିଡ-୧୯ ଭ୍ୟାକସିନ କୋଭାକସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ଆରମ୍ଭ ହେବ | ଏହି ସ୍ୱଦେଶୀ ଟୀକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଅଫ…

ପାଲା ଜଗତର ଅନନ୍ୟ ପ୍ରତିଭା; ପଣ୍ଡିତ ଅଭୟ ଚରଣ ସ୍ୱାଇଁ

ଭୁବନେଶ୍ୱର: ଜଣେ ସଂସ୍କୃତ ପଣ୍ଡିତ ଭାବରେ ଖୁବ୍ ଜଣାଶୁଣା ଅଭୟ ଚରଣ ସ୍ୱାଇଁ। ଯାହାଙ୍କର ପେଷା ଥିଲା ଶିକ୍ଷକତା ଆଉ ନିଶା ଥିଲା ପାଲା ପରିବେଷଣ କରିବା। ପାଲାକାର ଜୀବନରେ ତାଙ୍କ କୃତି ଶିକ୍ଷକତାର ବଳୟ ପାର ହୋଇ ମଧୁଝରା ହୋଇ ବହିଯାଇଛି ଓଡିଶାର ବହୁ ପ୍ରାନ୍ତକୁ । ଲଳିତ କଣ୍ଠସ୍ୱର ଏବଂ…

ଶେଷ ହେଲା ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା

ଯାଜପୁର: ସମାପ୍ତ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା । ଆଜି ପୀଠରେ ବିରଜା ଦେବୀଙ୍କ ମହା ଦଶମୀ ପୂଜା । ଗତକାଲି ଅପରାହ୍ନ ରେ ମା ବିରଜାଙ୍କ ବିଜେ ପ୍ରତିମା ସିଂହଧ୍ବଜ ରଥରେ ମନ୍ଦିର ବେଢା ଚତୁରପାର୍ଶ୍ୱ ପରିକ୍ରମା କରିଥିଲେ । ଏହାପରେ ରାତିରେ…

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଲାଗି ଯୁବକ ମୃତ

ସୁନ୍ଦରଗଡ଼: ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । କିନ୍ତୁ ବାରହା ବଦଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ବାହାଳ ଗାଁରେ । ବାରହା ଶିକାର ପାଇଁ ବିଛା ଯାଇଥିବା…

ମାଗଣା ଟିକା ପ୍ରସଙ୍ଗ: ବିଜେପି ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: କରୋନା ଟିକା କିଣିବା ପାଇଁ ନିର୍ମାତାକାରୀ କମ୍ପାନୀ ସହ ରାଜିନାମା କରିଛନ୍ତି ଓଡ଼ିଶା ସରକାର । ଅଗ୍ରୀମ ୫ କୋଟି ଟଙ୍କା ଦିଆଯାଇଛି । ନିଜସ୍ୱ ଟଙ୍କାରେ ଭ୍ୟାକସିନ୍ କିଣିବେ ସରକାର । ଆଜି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କରୋନା ଟିକାକୁ ନେଇ…

ବରମୁଣ୍ଡା ଓଭରବ୍ରିଜ ନିକଟରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବରମୁଣ୍ଡ ଓଭରବ୍ରିଜ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ତାଙ୍କ ଦେହରେ କ୍ଷତ ଚିହ୍ନ ରହିଛି । ମୃତକଙ୍କ…

ରାଜ୍ୟ ସରକାରଙ୍କ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି ଆଉ ଜଣେ ମନ୍ତ୍ରୀ । କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ସେ କୋଭିଡ୍ ଟେଷ୍ଟ…

ଲାଲଗଡ଼ରେ ଲାଲବାହିନୀ ବିରୋଧରେ ପୋଷ୍ଟର

କୋରାପୁଟ: ଲାଲଗଡ଼ରେ ଲାଲବାହିନୀ ବିରୋଧରେ ଲାଗିଲା ପୋଷ୍ଟର । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି । ଲମତାପୁଟର ଅନକାଡେଲି ଓ ହନୁମାଲ ଆଦି ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଛି । ପୋଷ୍ଟର ଲଗାଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳ…