Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସଦ୍ୟତମ ସୂଚନାନୁଯାୟୀ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆଖପାଖ ଅଞ୍ଚଳରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଏହି ଲଘୁଚାପ । ଯାହାର ପ୍ରଭାବରେ ଆଗାମୀ ୨୪…

ଅତୀତକୁ ଭୁଲି ନୂଆ ଆରମ୍ଭ ନେଇ ଟ୍ୱିଟରରେ ବୁଦ୍ଧଙ୍କ ବାଣୀ ଲେଖିଲେ ଅନୁଭବ

ଭୁବନେଶ୍ୱର : ‘‘ବିଗତ ଦିନ ଯେତେ କଷ୍ଟକର ହେଉ, ଆପଣ ସବୁବେଳେ ଏକ ନୂଆ ଆରମ୍ଭ କରିପାରିବେ’’ ବୁଦ୍ଧଙ୍କ ଏହି ବାଣୀକୁ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ତାଙ୍କ ଫଲୋୟର ଅନେକ ମତ ଦେଇଛନ୍ତି । “No matter how hard the past is, you…

ରାଜନେତାଙ୍କ ବିରୋଧରେ ବିଚାରଧୀନ ମାମଲାର ଶୁଣାଣି ପ୍ରସଙ୍ଗ: ଅଦାଲତ ସ୍ଥାପନ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ…

କଟକ: ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧୀନ ଓ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ୱତନ୍ତ୍ର ଅଦାଲତ । ତିନିଟି ରାଜସ୍ୱ ଡିଭିଜନ ଅଧୀନରେ ତିନିଟି ସ୍ୱତନ୍ତ୍ର ଅଦାଲତ ଓ ୧୧ଟି ଜେଏମଏଫସି କୋର୍ଟ ସ୍ଥାପନ ହେବ । ଏଥିପାଇଁ ସମୟ ଦେବାକୁ ହାଇକୋର୍ଟଙ୍କ ନିକଟରେ…

ପନ୍ଦର ମିନିଟ୍‍ ପାଇଁ ବିଜୁଳି ବନ୍ଦର ଆହ୍ୱାନ

ଭୁବନେଶ୍ୱର: ବୁଧବାର ସନ୍ଧ୍ୟା ୫ଟାବେଳେ ବିଦ୍ୟୁତ୍‍ ଉପଭୋକ୍ତା ମହାସଂଘ ତରଫରୁ ମାଷ୍ଟର କ୍ୟାଣ୍ଟିନ୍‍ ଛକଠାରେ ଘଣ୍ଟିକିଆ ପ୍ରତିବାଦ ସଭା ହୋଇଥିଲା । ଏହି ସଭାରେ କଂଗ୍ରେସ, ସି.ପି.ଆଇ(ଏମ୍‍) ସି.ପି.ଆଇ, ସମାଜବାଦୀ ପାର୍ଟି ଫରୱାର୍ଡ଼ ବ୍ଲକ୍‍, ସିି.ପି.ଆଇ. ଏମ୍‍.ଏଲ୍‍. (ଲିବରେସନ୍‍),…

କରୋନା ସ୍ଲୋ ଡାଉନକୁ ମାତ ଦେଇ ଦିନକରେ ଓଡିଶାରେ ବିକ୍ରି ହେଲା ୫୦୦ ବୁଲେଟ୍‌

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଅଟୋମୋବାଇଲ ଶିଳ୍ପଠୁ ଆରମ୍ଭ କରି ବଡ ବ୍ୟବସାୟ ସବୁଥିରେ ମାନ୍ଦାବସ୍ଥା ଜାରି ରହିଥିବା କୁହାଯାଉଛି । ତେବେ ଏଭଳି ସମୟରେ ସୌଖୀନ ମୋଟର ସାଇକେଲ ବିକ୍ରି କରୁଥିବା ରୟାଲ ଏନଫିଲ୍ଡ ପକ୍ଷରୁ ଗୋଟିଏ ଦିନରେ ରାଜ୍ୟରେ ୫୦୦ ବୁଲେଟ୍ ଗ୍ରାହକଙ୍କୁ ହସ୍ତାନ୍ତର…

ଜେଲ ଗଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭିଜିଲାନ୍ସରେ ଜାଲରେ ପଡିଥିବା କୋଟିପତି ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କୁ ଜେଲ ପଠାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରବୀନ୍ଦ୍ର ୩ ତାରିଖ ଯାଏଁ ଜେଲରେ ରହିବେ । ରବୀନ୍ଦ୍ରଙ୍କର ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟି ୫୮ ଲକ୍ଷ ଟଙ୍କା ହୋଇଥିବା ଆକଳନ…

ସୁନ୍ଦରଗଡର ଘରୋଇ ହସ୍ପିଟାଲରେ କାର୍ଯ୍ୟକାରୀ ହେବାକୁ ଯାଉଛି ‘ଗର୍ଭାବସ୍ଥାରେ ଯତ୍ନ’ ସେବା

ସୁନ୍ଦରଗଡ଼: ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ଦିନ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନଙ୍କ ସହ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଆଲୋଚନା କରିଛନ୍ତି।…

୩୦ ଟଙ୍କିଆ ଚାନ୍ଦା ଆଦାୟକାରୀ ବି ପାଇଲାନି ଛାଡ

କଟକ: ଦାଦାବଟିକୁ ନା ଅଭିଯାନରେ କମିଶନରେଟ୍ ପୋଲିସର ପ୍ରଥମ ଶିକାର ହୋଇଥିଲା ରାଜା ଆଚାର୍ଯ୍ୟ ।ଗତକାଲି ସୁଦ୍ଧା ୧୪ ଜଣ ଗିରଫ ହୋଇସାରିଲେଣି । ହେଲେ ରାସ୍ତା କଡରେ ଗାଡିକୁ ଛିଡା କରି ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବି ଏବେ ତ୍ରାହି ତ୍ରାହି ଛାଡିଲେଣି । ମାତ୍ର ୩୦ ଟଙ୍କା ବଟି ମାଗି…

୪ ମାସର ଲକଡାଉନ୍ ଅବଧି ସମୟରେ ରାଜ୍ୟରେ ୪୩.୫% କମିଛି ସଡକ ଦୁର୍ଘଟଣା

ଭୁବନେଶ୍ୱର: ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସର ଲକଡାଉନ ସମୟରେ ରାଜ୍ୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହାର ୪୩.୫% ହ୍ରାସ ପାଇଛି ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (STA) ବୁଧବାର ସୂଚନା ଦେଇଛି। ରାଜ୍ୟ ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ୨୦୧୯ ରେ ଏପ୍ରିଲ୍-ଜୁଲାଇ ମଧ୍ୟରେ ୧୮୫୩ ଜଣଙ୍କର…

ପୂର୍ବତନ ମୁଖ୍ୟ ଶାସନ ସଚିବ ବି. ଭେଙ୍କଟରମଣଙ୍କ ଦେହାନ୍ତ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ବି ଭେଙ୍କଟରମଣଙ୍କ ପରଲୋକ । ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ୧୯୫୦ ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀ ଭେଙ୍କଟରମଣ ୧୯୮୦ ମସିହା ଫେବ୍ରୁଆରୀ ୨୯ ରୁ ମାର୍ଚ୍ଚ ୨୯…