Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି। ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ…

ମଞ୍ଚେଶ୍ୱର ସ୍ଥିତ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ନୂତନ ଓପିଡି କମ୍ପ୍ଲେକ୍ସର ଶୁଭାରମ୍ଭ

ଭୁବନେଶ୍ୱର: ମଞ୍ଚେଶ୍ୱର ସ୍ଥିତ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ଭିଡକୁ ଏଡ଼ାଇବା ସହ ଉଭୟ ରୋଗୀ ଓ ରେଳକର୍ମଚାରୀ ମାନଙ୍କୁ ସୁବିଧା ପ୍ରଦାନ ପାଇଁ ଏକ ନୂତନ ଓପିଡି କମ୍ପ୍ଲେକ୍ସ  ନିର୍ମାଣ କରାଯାଇଅଛି I ଏହି ନୂତନ ସୁବିଧା ଦୈନିକ ପ୍ରାୟ ଦେଢ଼ଶହ ଅଧିକ ରୋଗୀଙ୍କୁ ସୁବିଧା…

‘ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ପ୍ରଲୋଭିତ କରୁଛି ଶାସକ ଦଳ’

ଭୁବନେଶ୍ୱର: ପୁଣି ଥରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି। ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ଜରିଆରେ ବିଦ୍ୟୁତ୍ ସଂଯୋଗ କରାଉଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ…

ବଢ଼ିଲା ନେତାଙ୍କ ନିର୍ବାଚନୀ ଖର୍ଚ୍ଚ

ଭୁବନେଶ୍ୱର: ବଢ଼ିଲା ନେତାଙ୍କ ନିର୍ବାଚନୀ ଖର୍ଚ୍ଚ । ଖର୍ଚ୍ଚ ସୀମା ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । କୋଭିଡ-୧୯ ମହାମାରୀ ମଧ୍ୟରେ ରାଜ୍ୟରେ ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ବଢ଼ିଛି । ବିଧାୟକଙ୍କ ଖର୍ଚ୍ଚ ସୀମା ୩୦.୮…

ଦଳୀୟ ନେତାଙ୍କୁ ଚେଲ୍ଲାକୁମାରଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ଦଳକୁ ମଜଭୁତ କରିବାକୁ ଚଳାଇଛି ଉଦ୍ୟମ । ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ପିସିସି ପରିବର୍ତ୍ତନ ନେଇ ରାଜ୍ୟ କଂଗ୍ରେସରେ ଚାଲୁଥିବା…

ଜମିବାଡି ବିବାଦକୁ ନେଇ ଟ୍ରିପଲ ମର୍ଡର

କୁଚିଣ୍ଡା: ଜମିଜମା ପାଇଁ ମର୍ଡର । ଚାଲିଗଲା ୩ ଜୀବନ । ମହୁଲିପାଲି ଥାନା ଲଫଡା ଗାଁରେ ଜମିଜମା ବିବାଦକୁ ନେଇ ଟ୍ରିପଲ ମର୍ଡର ହୋଇଛି। ମୃତକ ହେଲେ ଝିଅ ସାବିତ୍ରୀ ବେହେରା, ଜ୍ୱାଇଁ, ଗିରିଧାରୀ ବେହେରା ଏବଂ ଶାଶୁ ହୀରାବତୀ ବେହେରା। ଅଭିଯୁକ୍ତ ପଡୋଶୀ ନନୀନ ଦେହେରୀ ଟିଙ୍ଗିଆରେ ହାଣି ୩…

ପୋଲିସ ଏସ୍‌ଆଇଙ୍କୁ ମହଙ୍ଗା ପଡିଲା ମଦ ମାଂସ!

ଜଗତସିଂହପୁର: ମାଂସ ମାଗିବା ପଡିଲା ମହଙ୍ଗା । ମାଂସ ମାଗିଲେ ନିଲମ୍ବିତ ହେଲେ ଏସ୍‌ଆଇ । ନାଉଗାଁ ପୋଲିସ ଏସ୍‌ଆଇ ବିବେକାନନ୍ଦ ସାହୁଙ୍କୁ ନିଲମ୍ବିତ କରାଯାଇଛି । ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ସୁରାଗ ପାଇବା ପରେ ଜଗତସିଂହପୁର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଏସଆଇ…

ରାଜଧାନୀରେ ୨୩୯ ପଜିଟିଭ, ୩୦୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରୁ ବାହରିଲେ ପୁଣି ପଜିଟିଭ । ଗତ ୨୪ ଘଂଟାରେ ଭୁବନେଶ୍ୱରରୁ ୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୯୦୯ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଂଟାଇନ୍ ସେଂଟରରୁ ୬୩…

ଯାଜପୁରରେ ୬୧ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୬୧ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏଥିରେ ଯାଜପୁର ଏସ.ପି ଚରଣ ସିଂ ମିନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହୀଦ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହ ଭାରତର ବିଭିନ୍ନ ରାଜ୍ୟର ସହୀଦଙ୍କ ନାମ ପାଠ…

‘ଶୀତ ଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ’

ଭୁବନେଶ୍ୱର: ଯେହେତୁ କରୋନା ଭୂତାଣୁକୁ ଥଣ୍ଡା ପରିବେଶ ସୁହାଇଥାଏ, ତେଣୁ ଶୀତଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ । ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ପର୍ବପର୍ବାଣୀରେ ଆମକୁ ସଚେତନ ରହି ନିୟମ ମାନିବାକୁ ପଡିବ । ନିର୍ବାଚନରେ ମଧ୍ୟ ନିୟମ ରକ୍ଷା କରିବାକୁ ପଡିବ ।…