Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଟଣୀ ମୁଣ୍ଡିଆାସାହିରେ ୫ଟି ବୋମାମାଡ଼

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆସାହିରେ ଘନଘନ ବୋମାମାଡ଼ । ଗାଁର ରବି ପ୍ରଧାନଙ୍କ ଘର ଉପରେ ଦୁର୍ବୃତ୍ତ ୫ଟି ବୋମା ଫିଙ୍ଗିଛନ୍ତି । ଏଥିରେ ତାଙ୍କ ଘରର ଆଜବେଷ୍ଟସ୍ ଉଡ଼ିଯାଇଛି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ରେ ରବି ପ୍ରଧାନଙ୍କ ଘରର କାନ୍ଥ ବି ଭାଙ୍ଗି…

ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରପାତରେ ୨ ମୃତ

ଜଗତସିଂହପୁର: ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରପାତରେ ଦୁଇ ଜଣଙ୍କର ଅକାଳ ବିୟୋଗ । ଜଣେ ମୃତକଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ । ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି…

ଆସିଲା ନୋଟିସ, ଭଙ୍ଗାଯିବ ଜଗନ୍ନାଥ ଷ୍ଟାଡିୟମ ପାଖ ବଜାର

ପୁରୀ: ସ୍ଥାନୀୟ ପେଣ୍ଢକଟା ସ୍ଥିତ ଜଗନ୍ନାଥ ଷ୍ଟାଡିୟମ ପାଖ ଦୋକାନ ଭାଙ୍ଗିବାକୁ ଜିଲ୍ଲା କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ଯୁଗ୍ମ ବୈଷୟିକ କମିଟି ଦ୍ୱାରା କରାଯାଇଥିବା ତଦନ୍ତ ଭିତ୍ତିରେ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ତଦନ୍ତ ଅନୁଯାୟୀ ଉକ୍ତ ବ୍ୟବସାୟୀ ସ୍ଥଳ ବର୍ତ୍ତମାନ…

ଭୁବନେଶ୍ୱରରେ ୨୭ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୭ ହଜାର ୨୨୮ କରୋନା ପଜିଟିଭ ମାମଲା ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର…

କୋଭିଡ-୧୯ ନିୟମ ଉଲ୍ଲଂଘନ: ଭୁବନେଶ୍ୱରରେ କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ

ଭୁବନେଶ୍ୱର: କୋଭିଡ-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ରବିବାର ଦିନ ଓଡିଶା ରାଜଧାନୀରେ ଏକ କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ କରିଛି। ଇଞ୍ଜିନିୟରିଂ ଏବଂ ମେଡିକାଲ ଆଶାୟୀଙ୍କ ପାଇଁ କୋଚିଂ କ୍ଲାସ୍ ପ୍ରଦାନ କରୁଥିବା ନାଗେଶ୍ୱର…

ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶାନ୍ତି ସ୍ତୁପ ଧଉଳି

ଭୁବନେଶ୍ୱର: ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି। ରବିବାର ଦିନ ଓଡିଶା ରାଜଧାନୀଠୁ ବାହାରେ ଥିବା ଧଉଳି ପାହାଡ ଉପରେ ଥିବା ଶାନ୍ତି ସ୍ତୁପ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି। ଏହାର ପରିଦର୍ଶନ ସମୟରେ ପର୍ଯ୍ୟଟକ ମାନେ ସମସ୍ତ କୋଭିଡ…

କୋରାପୁଟରେ ପ୍ରବଳ ବର୍ଷାର ପୂର୍ବାନୁମାନ; ଜାରି ହେଲା ସତର୍କ ସୂଚନା

କୋରାପୁଟ: ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ଅକ୍ଟୋବର ୧୯ ଏବଂ ୨୦ ରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଓ ଗଂଜାମ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଛନ୍ତି। ଶନିବାର ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ…

୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ କଂଗ୍ରେସର ନିଯୁକ୍ତି

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ରବିବାର ଦିନ ଓଡ଼ିଶାର ଜିଲ୍ଲା ଓ ସହର ପାଇଁ ସାଂଗଠନିକ ସଭାପତି ନିଯୁକ୍ତ କରାଯାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କାହାକୁ ମିଳିଛି ଦାୟିତ୍ଵ- ଅନୁଗୁଳ-  ବିପ୍ଳବ ଜେନା ବଲାଙ୍ଗିର- ଦିଲୀପ କୁମାର ବେହେରା ବରଗଡ଼- ନିହାର…

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର, ଅକ୍ଟୋବର ୧୮ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ । ଭିଏସ୍‌ଏସ୍ ମେଡିକାଲ କଲେଜର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ବିଜ୍ଞାନରେ ପୋଷ୍ଟ…

ଉପନିର୍ବାଚନ: ଭୁବନେଶ୍ୱର ସିଇଓଙ୍କ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଆଉ କିଛି ଦିନ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସିଇଓଙ୍କ ଅଫିସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି…