Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉପନିର୍ବାଚନ: ଭୁବନେଶ୍ୱର ସିଇଓଙ୍କ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଆଉ କିଛି ଦିନ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସିଇଓଙ୍କ ଅଫିସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି…

ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଡ଼ିଶାକୁ 'ପାକିସ୍ତାନ' ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଜୟ ପଣ୍ଡାଙ୍କୁ ଓଡ଼ିଶାର 'କୃତଘ୍ନ କୁପୁତ୍ର' ସମ୍ବୋଧନ କରି ଅନୁଭବ ଟ୍ୱିଟ କରିଛନ୍ତି, ଏଭଳି ଜଣେ…

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…

ରାଉରକେଲାରେ କରୋନା ସଂକ୍ରମଣରେ ଡାକ୍ତରାଣୀଙ୍କ ମୃତ୍ୟୁ; ଦିଆଗଲା ଗାର୍ଡ ଅଫ୍ ଅନର୍

ରାଉରକେଲା: ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ କୋଭିଡ ରୋଗୀଙ୍କ ଦେଖାଶୁଣା କରୁଥିବା ଜଣେ ୨୯ ବର୍ଷୀୟ ପିଜି ଛାତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ପ୍ରିୟାଶ୍ରୀ ବୋଲି ଜଣାପଡିଛି । ଯିଏକି ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା । ସେ କରୋନା ପଜିଟିଭ…

୧୦୨ କିଲୋ ଗଞ୍ଜେଇ ଜବତ, ୪ ବେପାରୀ ଗିରଫ

କନ୍ଧମାଳ: ବେଆଇନ ଗଞେଜଇ ଚାଲାଣ ବେଳେ ଧରିଲା ପୋଲିସ । ୧୦୨ କିଲୋ ଗଞ୍ଜେଇ ଜବତ ହେବା ସହ ୪ ଜଁ ଗିରଫ । କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଚୋରା ଚାଲଣ ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ବସ୍ତାରେ ଗଞ୍ଜେଇ ଭର୍ତ୍ତି…

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ବିଜେଡିର କାଉଣ୍ଚର

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ । ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବିଜେପି ନେତା ବୈଜୟନ୍ତ ପଣ୍ଡା । ସେ ଲେଖିଛନ୍ତି , ପାକିସ୍ତାନ ଭଳି ଏହି ଦୁଇ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଠାଇ ନିଆଯାଉଛି । ଆଇନ ବ୍ୟବସ୍ଥାକୁ ପାଳନ କରାଯାଉ ନାହିଁ…

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)ରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ। ଭିଏସ୍‌ଏସ୍ ମେଡିକାଲ କଲେଜର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍…

ଗୋଟିଏ ଦିନରେ ରାଜ୍ୟରେ ୪୨ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୨ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୨ ହଜାର ୨୫୮ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୫,୬୩୪ ଜଣଙ୍କର ଆଣ୍ଟିଜେନ, ୬୫୨୧ ଟି ଆରଟି-ପିସିଆର୍ ଓ ୧୦୩ ଟି ଟ୍ରୁନଟ୍…

ନିଟ୍ ଟପ୍ପର ସୋଏବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଟ୍ ଟପ୍ପର ସୋଏବ ଆଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋଏବଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇଛନ୍ତି । ସୋଏବଙ୍କ ଚମତ୍କାର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ବ୍ଲୁଫ୍ଲାଗ ବିଚ୍‌ରେ ଯୋଗ କଲେ ମନ୍ତ୍ରୀ, ବିଧାୟକ

ପୁରୀ: ବ୍ଲୁଫ୍ଲାଗ ବିଚ୍‌ରେ ଚାଲିଛି ‘ମୋ ବିଚ୍ ଯୋଗ’ ଅଭିଯାନ । ଦ୍ୱିତୀୟ ଦିନରେ ଫୁସଫୁସ୍‌ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ…