Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋଟିଏ ଦିନରେ ଭୁବନେଶ୍ୱରରୁ ୩୨୯ ପଜିଟିଭ; ୩୪୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୧୦ ଜଣ…

ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର ଟ୍ୟୁମର୍

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ରୋପଚାର। ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ବାହାର କରାଯାଇଛି। ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବା ବେଳେ ମିନିମାଲ୍…

କିଟରେ ପଢିବେ ଗୁପଚୁପ ବିକୁଥିବା ଗରିବ ମେଧାବୀ ଛାତ୍ର ରାହୁଳ

ଭୁବନେଶ୍ୱର: ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବ ନାହିଁ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଳ ମହତଙ୍କୁ। କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷା ପାଇବା ପାଇଁ ସହାୟତାର ହାତ ବଢାଇଛି କିସ ଫାଉଣ୍ଡେସନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଗରିବ ମେଧାବୀ ଛାତ୍ର ରାହୁଲଙ୍କ…

ଓଡିଶା ତଟରେ ପରମାଣୁ ସାମର୍ଥ୍ୟ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଚୀନ୍ ସହିତ ସୀମା ବିବାଦ ଭିତରେ ଭାରତ ଶନିବାର ଦିନ ଓଡିଶା ଉପକୂଳରେ ଆଣବିକ ସକ୍ଷମ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ନୂତନ ସଂସ୍କରଣ, ଯାହା ପ୍ରାୟ ୮୦୦ କିଲୋମିଟର ଦୂରତ୍ୱରେ ଲକ୍ଷ୍ୟଭେଦ କରିପାରିବ ।…

ୟୁପିଏସସି ପରୀକ୍ଷାର୍ଥୀଙ୍କ ଲାଗି ଟ୍ବିନସିଟିରେ ଚାଲିବ ମୋ ବସ

ଭୁବନେଶ୍ୱର: ଆସନ୍ତା ରବିବାର ଦିନ ତଥା ଅକ୍ଟୋବର ୪ ତାରିଖ ଦିନ ୟୁପିଏସସି ପରୀକ୍ଷାର୍ଥୀଙ୍କ ଲାଗି ସ୍ବତନ୍ତ୍ର ଭାବେ ଟ୍ବିନସିଟିରେ ମୋ ବସ ଚଳାଚଳ କରିବ। ଏନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ କାଲି ସକାଳ ୬ଟାରୁ ରୁଟ୍…

କଟକ ଓ ଭୁବନେଶ୍ୱରକୁ ଘଡଘଡି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏହାର ପ୍ରଭବାରେ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରେ ଘଡଘଡି ସହ ବର୍ଷା ସମ୍ଭବନା ରହିଛି । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି। ଆଗାମୀ…

ହୋମ୍ ଆଇସୋଲେସନରେ କେମିତି ଖାଇବେ ଫାଭିପିରାଭିର୍ ଟାବଲେଟ୍, ସ୍ୱାସ୍ଥ୍ୟ ବିଭାଗର SOP

ଭୁବନେଶ୍ୱର: ରାଜ୍ୟରେ ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ଏଣିକି ଫାଭିପିରାଭିର୍ ଟାବଲେଟ୍ ଦିଆଯାଇ ପାରିବ । ଏଥିପାଇଁ ଏସଓପି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କେମିତି ଓ କେଉଁ ପରିସ୍ଥିତିରେ କରୋନା ରୋଗୀଙ୍କ ଏହି ଔଷଧ ହୋମ୍ ଆଇସୋଲେସନ ବେଳେ ଦିଆାଇପାରିବ ସେନେଇ ସବୁ…

‘ଆନ୍ଦୋଳନ ଦିଲ୍ଲୀ ଯାଏଁ ଯିବ’

ଭୁବନେଶ୍ୱର: ୟୁପି ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ତାତି ଦେଖିବାକୁ ମିଳିଛି । କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ହୋହଲ୍ଲା କରିଛନ୍ତି । ଏହାକୁ ନେଇ ବିଜେଡି ବିଧାନସଭା ବାହାରେ ପ୍ରତିକ୍ରିୟା ରଖିଛି । ଦଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଯାଏଁ…

କରୋନା ମୃତ୍ୟୁସଂଖ୍ୟାରେ ଦେଶର ଏସବୁ ରାଜ୍ୟଠୁ ଢେର ପଛରେ ଓଡ଼ିଶା

ଭୁବନେଶ୍ୱର: କରୋନା ସଂକ୍ରମିତ ରାଜ୍ୟ ତାଲିକାର ୮ ନମ୍ୱର ସ୍ଥାନରେ ରହିଛି ଓଡିଶା । ରାଜ୍ୟରେ ୨ ଲକ୍ଷ ୨୯ ହଜାରରୁ ଅଧିକ ପଜିଟିଭ୍ କେସ୍ ରହିଛି । କିନ୍ତୁ ମୃତ୍ୟୁସଂଖ୍ୟା ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଜମ୍ମୁ କଶ୍ମୀର ଭଳି ରାଜ୍ୟଠାରୁ ବହୁ ପଛରେ ରହିଛି ଓଡ଼ିଶା । ଏସବୁ…

ବାପା ଆକଟ କରିବାରୁ ନାବାଳକ ପୁଅର ଆତ୍ମହତ୍ୟା

କେନ୍ଦୁଝର: ବାପାଙ୍କ ଆକଟ ସହିନପାରି କେନ୍ଦୁଝର ଜିଲ୍ଲାରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର କମରଜୋଡା ଅଞ୍ଚଳରେ ୧୩ ବର୍ଷର ବାଳକ ଜଣକ ମୋବାଇଲ ଫୋନରେ ଅନଲାଇନ୍ କ୍ଲାସ୍ କରିବା ବଦଳରେ ଅନଲାଇନରେ ଗେମ୍ ଖେଳୁଥିବାରୁ ତା’ର ବାପା ତାକୁ…