Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସଙ୍ଗ: ଗୃହ ତ୍ୟାଗ କଲେ ବିଜେପି ନେତୃବୃନ୍ଦ

ଭୁବନେଶ୍ୱର: ଶକ୍ତି ଶୁଳ୍କ ବୃଦ୍ଧି ସମ୍ପର୍କରେ ଶକ୍ତି ମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ରଙ୍କ ବିବୃତ୍ତି ପରେ ବିରୋଧୀ ବିଜେପି ସଦସ୍ୟ ଗୁରୁବାର ଓଡ଼ିଶା ବିଧାନସଭା ଗୃହତ୍ୟାଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କହି ବିରୋଧୀ ଦଳର ମୁଖ୍ୟ କହିଛନ୍ତି ଯେ କୋଭିଡ…

ଗଞ୍ଜାମରେ କଣ୍ଢେଇ ନାଚ ମାଧ୍ୟମରେ କୋଭିଡ ସତର୍କ ବାର୍ତ୍ତା

ଗଞ୍ଜାମ: ନୃତ୍ୟ ଏବଂ ସଙ୍ଗୀତର ମାଧୁର୍ଯ୍ୟତା ଅନେକ ରହିଛି । ଏହାର ପ୍ରଭାବ ଲୋକ ମାନଙ୍କ ଉପରେ ଅନେକ ମାତ୍ରାରେ ପଡିଥାଏ । ସେପ୍ଟେମ୍ବର ୨୪ ରୁ -ଅକ୍ଟୋବର ୧ ଯାଏଁ ଗଞ୍ଜାମରେ କୋଭିଡ ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ତାହାର ଶେଷ ଦିନ। ତେବେ କୋଭିଡ ସପ୍ତାହର ଶେଷ ଦିନରେ ଗଞ୍ଜାମ ଜିଲ୍ଲାର…

ଭୁବନେଶ୍ୱରରେ ୨୨ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୪୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ବଢ଼ିଲା +୩ ଆବେଦନ ତାରିଖ; ସବିଶେଷ ତଥ୍ୟ ପାଇଁ ପଢନ୍ତୁ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଦିନ ଓଡିଶାର ବିଭିନ୍ନ କଲେଜରେ +୩ ଆଡମିଶନ ପାଇଁ ଆବେଦନର ତାରିଖକୁ ବୃଦ୍ଧି କରିଛନ୍ତି । ସୋମବାର, ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଥିଲା । ପୂର୍ବ ବର୍ଷ ପରି ଭୁବନେଶ୍ୱରର ବିଜେବି (ସ୍ୱୟଂଶାସିତ) କଲେଜ…

ଓଜେଇଇ ୨୦୨୦: ପ୍ରକାଶ ପାଇଲା ପରୀକ୍ଷା ସୂଚୀ, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏନେଇ ଓଜେଇଇ ପକ୍ଷରୁ ଗୁରୁବାର ଦିନ ପରୀକ୍ଷା ସୂଚୀ ଜାରି କରାଯାଇଛି । ତଦନୁଯାୟୀ ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ…

ଚଳନ୍ତା ଗାଡିରୁ ମୋବାଇଲ ଝାମ୍ପିନେଲେ ଦୁର୍ବୁତ୍ତ; ସ୍କୁଟିରୁ ପଡି ଯୁବତୀ ଗୁରୁତର

ଭୁବନେଶ୍ୱର:ଭୁବନେଶ୍ୱର ରସୁଲଗଡ ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ। ଚଳନ୍ତା ଗାଡିରୁ ଝାମ୍ପି ନେଲେ ମୋବାଇଲ। ସ୍କୁଟିରୁ ଖସିପଡି ଗୁରୁତର ଯୁବତୀ। ମିଳିଥିବା ସୂଚନାନୁସାରେ, ରସୁଲଗଡ କେନାଲ ରୋଡରେ ଘଟିଛି ଏହି ଘଟଣା । ଜଣେ ଦୁର୍ବୁତ୍ତ ଚଳନ୍ତା ଗାଡିରୁ ଜଣେ ଯୁବତୀଙ୍କ ମୋବାଇଲ ଝାମ୍ପି ନେବା…

ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ; ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଘୁଚାପ ଘନୀଭୂତ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ…

ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ କିରାଣୀ

ଭଦ୍ରକ: ଭଦ୍ରକ ଜିଲ୍ଲାର ଶ୍ରମ ଅଫିସରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁଧାକର ବାରିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏପରିକି ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ଟିମ୍ ଏହି ଘଟଣାରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନାନୁଯାୟୀ,…

ପ୍ରକାଶ ପାଇଲା CPET ୨୦୨୦ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ବୁଧବାର ଦିନ ଓଡିଶା କମନ୍ ପିଜି ପ୍ରବେଶିକା ପରୀକ୍ଷା (CPET) ୨୦୨୦ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ପଞ୍ଜୀକୃତ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ଅଫିସିଆଲ୍ ୱେବସାଇଟ୍ pg.samsodisha.gov.in ବ୍ୟବହାର କରିପାରିବେ ।…

କୃଷି ଉଦ୍ୟୋଗୀଙ୍କ ପାଇଁ ବ୍ୟାଙ୍କିଂ ଟିପ୍ସ ବିଷୟବସ୍ତୁ ଉପରେ ୱେବିନାର ଆୟୋଜିତ

ଭୁବନେଶ୍ୱର : କୋଭିଡ ସମୟରେ ରାଜ୍ୟର ଅନ୍ୟ ସବୁ କ୍ଷେତ୍ର ଭଳି କୃଷି ଉଦ୍ୟୋଗ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ତେବେ କୃଷି ଉଦ୍ୟୋଗ କ୍ଷେତ୍ରରେ ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ହେବା ଲାଗି ରହିଛି ଅନେକ ସୁଯୋଗ । ଏ ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାର…